ଦେଖନ୍ତୁ ଭିଡ଼ିଓ – ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଏଥର ନଜର ଆସିବେ କିଏ ? ଆପଣ ଙ୍କ ମତାମତ କମେଣ୍ଟ କରନ୍ତୁ

ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ଆଜି ଯେଉଁ ଭିଡିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ସମ୍ପୂର୍ଣ୍ଣ ନିଆରା ଅଟେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବିଶ୍ୱ ପ୍ରସିଦ୍ଧ ବରଗଡ଼ ର ଧନୁ ଯାତ୍ରା ରେ ବର୍ତ୍ତମାନ କଂସ ଚୟନ କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି | ଆଉ ବିଭିନ୍ନ ଲୋକ ଙ୍କର ହସ କୁ ଦେଖି ବା ପରେ କାହାକୁ କଂସ ଭାବରେ ଚୟନ କରାଯିବ ତାହା କୁହାଯିବ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ବାର ମାସରେ ତେର ପର୍ବ ଆମ ଓଡ଼ିଶାରେ ପାଳନ କରାଯାଇଥାଏ | ତେବେ ଏହା ବ୍ୟତୀତ ଆମ ଭାରତରେ ତଥା ଆମ ଓଡ଼ିଶାରେ ମଧ୍ୟ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାରର ପର୍ବ ପାଳନ କରାଯିବାର ବ୍ୟବସ୍ତା ମଧ୍ୟ ରହିଛି | ଆଉ ଏଠାରେ ମୁଁ ସେହି ଭଳି ଏକ ଜାଗା ବିଷୟରେ କହିବାକୁ ଯାଉଛି ତାହା ହେଉଛି ବରଗଡ଼ ରେ ହେଉଥିବା ଧନୁଯାତ୍ରା ବିଷୟରେ | ତେବେ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାରର ପର୍ବ ଆଉ ପର୍ବାଣି କୁ ନେଇକି ବିଶ୍ୱରେ ଏକ ସ୍ୱତନ୍ତ୍ର ଜାଗା ରେ ଅଛି ବୋଲି କୁହାଯାଉଛି |

ଆଜି ଆମେ ଯାହା ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ବରଗଡ଼ ରେ ହେଉଥିବା ବିରାଟ ଶୋଭାଯାତ୍ରା ଆଉ ଯାହାର ନାଁ ହେଉଛି ବରଗଡ଼ ର ଧନୁ ଯାତ୍ରା | ଆଉ ଯେଉଁଠି ଦେଖିବାକୁ ମିଳିଥାଏ କି କୃଷ୍ଣ ଙ୍କର ବିଭିନ୍ନ ନୀଳ ସହିତ ତାଙ୍କର ବାଲ୍ୟ ଅବସ୍ଥା ରୁ ଆରମ୍ଭ କରିକି କଂସ କୁ ବଦ୍ଧ କରିବା ପର୍ଯ୍ୟନ୍ତ ସମସ୍ତ ଘଟଣା କୁ ଏହି ବରଗଡ଼ ରେ ହେଉଥିବା ବିଶାଳ ଧନୁ ଯାତ୍ରା ମାଧ୍ୟମରେ ପ୍ରକାଶ କରାଯାଇଥାଏ ବୋଲି କୁହାଯାଉଛି | ଆଉ ବରଗଡ଼ ର ପ୍ରସିଦ୍ଧ ଏହି ଧନୁଯାତ୍ରା କୁ ଦେଖିବା ପାଇଁକି ବହୁତ ଦୂର ଆଉ ଦୁରାନ୍ତରୁ ଲୋକ ମାନେ ମଧ୍ୟ ଆସୁଥିବାର ଦେଖିବାକୁ ମିଳିଥାଏ |

ତେବେ ଏହି ଧନୁ ଯାତ୍ରା ରେ ମୁଖ୍ୟ ଭୂମିକା ରେ ଥାଆନ୍ତି କଂସ ଆଉ କୃଷ୍ଣ | ଆଉ ଏଠାରେ ଦେଖିବାକୁ ମିକିଛି କି ଧନୁ ଯାତ୍ରା ର ଅଭିନୟ ପାଇଁ ବର୍ତ୍ତମାନ କଂସ କୁ ଚୟନ କରିବାରେ ଲାଗିଛନ୍ତି | ଆଉ କାହାକୁ କଂସ କରାଯିବ ତାହା ସେମାନଙ୍କର ହସିବାର ଷ୍ଟାଇଲ କୁ ଦେଖିକି କରାଯିବ ବୋଲି ମଧ୍ୟ କୁହାଯାଇଛି | ଆଉ ସମସ୍ତେ ନିଜ ନିଜର ଭିନ୍ନ ଭିନ୍ନ ହସ ର ଯାଦୁ ଦେଖାଇବାକୁ ଲାଗିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment