ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ବର୍ତମାନ ଭାଇରାଲ ହେବାକୁ ଲାଗିଛି କ୍ରିକେଟ ମ୍ୟାଚ ବିଷୟରେ କିଛି ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଗତ T-20 ର ମ୍ୟାଚ ଚାଲିଥିବା ସମୟରେ ଟିମ ଇଣ୍ଡିଆ ର ପରଚୟ ଆଣିବା ପରେ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଥିଲା | ଆଉ ଯେଉଁଠି ବୀରେନ୍ଦ୍ର ସେହୱାଜ ଙ୍କୁ ଏହି ଖେଳ ବିଷୟରେ ମେନେଜମେଣ୍ଟ କୁ ନେଇକି କିଛି ପ୍ରଶ୍ନ ପଚାରା ଯାଇଥିଲା, ଆଉ ଯାହାକୁ ନେଇକି ବର୍ଷୀବାକୁ ଲାଗିଥିଲେ ବୀରେନ୍ଦ୍ର | ଆଉ କାହାକୁ ଖେଳରେ ଜାଗା ଦେବା ଟିମ ଇଣ୍ଡିଆ ର ଭୁଲ ନିଷ୍ପତି ଏହିଭଳି କଥା ସବୁ କହିବାକୁ ଲାଗିଥିଲେ | ତାହେଲେ ଆସନ୍ତୁ ଦର୍ସଲ ବନ୍ଧୁ ଭାଇରାଲ ହେଉଥିବା ଏହି ଖବର ଟି ଉପରେ ଟିକିଏ ନଜର ପକାଇବା
ଆଉ ଯେଉଁଠି କୁହାଯାଇଛି କି ହାରିବା ପରେ ଟିମ ମେନେଜମେଣ୍ଟ ଉପରେ ବର୍ଷୀବାକୁ ଲାଗିଛନ୍ତି ବୀରେନ୍ଦ୍ର ସେହୱାଜ |ସେ ଗାବା ରେ ଅଷ୍ଟ୍ରେଲିଆ ର ଗର୍ବ କୁ ଭାଙ୍ଗିଥିଲେ ଟିମ ଇଣ୍ଡିଆ ବୋଲି କୁହାଯାଉଛି | ଆଉ ଯେଉଁଠି ଜଣା ପଡିଥିଲା କି ଗତ ରବିବାର ଦିନ T-20 ବିଶ୍ୱକପ ରେ ତୃତୀୟ ମ୍ୟାଚ ଚାଲୁଥିବା ସମୟରେ ଦେଖିବାକୁ ମିଳିଥିଲା କି ଇଣ୍ଡିଆ କୁ 5 ଉଇକେଟ ରେ ପରାସ୍ତ କରିଥିଲେ ଦକ୍ଷିଣ ଆଫ୍ରିକା | ଆଉ ଯେଉଠି ଦେଖିବାକୁ ମିଳିଥିଲା କି ଭାରତ ର ହେବି ମ୍ୟାଚ ରେ ହରିବା ଟା ବହୁତ ତଳକୁ ଯିବାକୁ ପଡିଥିଲା ଭାରତ କୁ |
ଆଉ ଯେଉଁଠି ଜଣା ପଡିଥିଲା କି ସୁପର ଟିମ ର ସିରିଜ ରେ ସଭା ଉପରେ ସ୍ଥାନ ଅଧିକାର କକରିଥିଲେ ଦକ୍ଷିଣ ଆଫ୍ରିକା | ଆଉ ଟିମ ଇଣ୍ଡିଆ ତୃତୀୟ ସ୍ଥାନକୁ ଯିବାକୁ ଲାଗିଥିଲା ଆଉ ବାଂଲାଦେଶ ର ମଧ୍ୟ ସେହି ସ୍ଥାନ ମଧ୍ୟ ରହିଛି ବୋଲି କୁହାଯାଉଛି |ତେବେ କୁହାଯାଉଛି କି ଏହି ମ୍ୟାଚ ରେ ଦୀନେଶ କାର୍ତ୍ତିକ ଆହତ ହୋଇଥିଲେ ଆଉ ଯାହା ଫଳରେ ମ୍ୟାଚ ସାରିବାର 5 ଅଭର ପୂର୍ବରୁ ତାଙ୍କୁ କିପିଙ୍ଗ ଛାଡିବାକୁ ପଡିଥିଲା ବୋଲି କୁହାଯାଉଛି |ତେବେ ତାଙ୍କ ଉପସ୍ଥିତ ରେ ରିଷଭ ବନ୍ତ କିପିଙ୍ଗ କରିଥିଲେ |ତେବେ କୁହାଯାଉଛି କି କାର୍ତ୍ତିକ ବର୍ତମାନ ବାଂଲାଦେଶ ବିପକ୍ଷରେ ଇଣ୍ଡିଆ ଟିମ ବିରୋଧ ରେ ଖେଳିବା ଟା ନିଶ୍ଚିତ ନୁହଁ ବୋଲି କୁହାଯାଉଛି |
ତେବେ ମ୍ୟାଚ ପରେ ଯେତେବେଳେ ବୀରେନ୍ଦ୍ର ସେହୱାଗ ଙ୍କୁ ବାର୍ତ୍ତାଆଳାପ କରିକି ପଚାରରା ଯାଇଥିଲା କି ଭାରତ ତାଙ୍କର ଟିମ ମ୍ୟାଚ ର ଯୋଜନା ରେ ପରିବର୍ତ୍ତନ ଆଣିବା ଜରୁରୀ କି ନାହିଁ | ତେବେ ସେତେବେଳେ କହିଥିଲେ କି ଏହି ଟିମ ଟେ ଦୀନେଶ କାର୍ତ୍ତିକ ଙ୍କ ବଦଳରେ ରିସଭ ବନ୍ତ ରହିବା ଆବଶ୍ୟକ ରହିଛି | ତେବେ ତାହା ପରେ ଟିମ କଣ କରିବ ତାହା ଟିମ ଉପରେ ନିର୍ଭର କରେ ବୋଲି | ଆଉ ଯେଉଁ ଖବର ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।