Sabyasachi & Archita – ” ପାଗଳ କରିଛି ପାଉଁଜି ତୋର ” ଗୀତରେ ଷ୍ଟେଜ ଉପରେ କଲେ କମାଲ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଭିଡିଓ ସାମ୍ନା କୁ ଆସିଥାଏ ଯାହା ଆମ ମନରେ ହସ ଫୁଟାଇଥାଏ |ତେବେ ସେହିଭଳି ଏକ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି କି ସବ୍ୟସାଚୀ ଓ ଅର୍ଚିତା ସୁନ୍ଦର ଭାବରେ ଷ୍ଟେଜ ଉପରେ କରୁଛନ୍ତି କମାଲ | ଆଉ ଗୀତ ସାଙ୍ଗକୁ ନାଚର ଯାଦୁ ରେ ସାରା ମଞ୍ଚ ଟି କମ୍ପି ଉଠୁଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |

ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି ସୋର ମହତ୍ସବ ରେ | ଆଉ ଯେଉଁଠି ଏକ ବିରାଟ ମଞ୍ଚ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା | ଆଉ ଯେଉଁ ମଞ୍ଚରେ ଅତିଥି ଭାବରେ ଯୋଗ ଦେଇଥିଲେ ଓଲିଉଡ଼ ଜଗତରେ ବେଶ ଜଣା ଶୁଣା ଓଡ଼ିଆ ହିରୋ ଆମ ସମସ୍ତଙ୍କର ଅତି ପ୍ରିୟର ଆପଣାର ସବ୍ୟସାଚୀ ଓ ତାହା ସହିତ ଓଲିଉଡ଼ ଜଗତର ଚୁଲବୁଲି ନାୟିକା ଓ ଆମ ସମସ୍ତଙ୍କର ଅତି ପ୍ରିୟ ଅର୍ଚିତା | ଆଉ ଯାହା ଦେଖିବାକୁ ମିଳିଛି କି ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ମିଶିକି ବେଶ ସୁନ୍ଦର ଭାବରେ ନିଜର ଗୀତ ଆଉ ନାଚ ମାଧ୍ୟମରେ ଉପସ୍ଥିତ ଦର୍ଶକ ମାନଙ୍କର ମନକୁ କିଣି ପାରିଥିଲେ ବୋଲି ଦେଖିବାକୁ ମିଳିଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ବହୁତ ସୁନ୍ଦର ଭାବରେ ସବ୍ୟ ଆଉ ଅର୍ଚିତା ଙ୍କର ଲୋକ ପ୍ରିୟ ଫ୍ଲିମ ” ପାଗଳ କରିଛି ପାଉଜି ତୋର ” ର ଗୀତ ଟିକୁ ଗାଇବାକୁ ଲାଗିଥିଲେ ସବ୍ୟ | ଆଉ ତାଙ୍କର ଗୀତ ର ତଳେ ତଳେ ତାଳ ମିଶାଇ ନାଚିବାକୁ ଲାଗିଥିଲେ ଅର୍ଚିତା ଓ ସୁନ୍ଦର ଭାବରେ ନିଜର ଡାନ୍ସ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କରେଇ ପାରିଥିଲେ ବୋଲି ଦେଖିବାକୁ ମିଳୁଛି |ତେବେ ସବ୍ୟ ସାଚି ସୋର ମହତ୍ସବ ରେ ସମସ୍ତ ଦର୍ଶକ ମାନଙ୍କୁ ଆକୃଷ୍ଟ କରେଇଛନ୍ତି | ତାହା ସହିତ ସେମାନଙ୍କର ଟି ସାର୍ଟ ଲଞ୍ଚ ହେବାକୁ ଲାଉଛି |

ଆଉ ଯେଉଁଥିରେ ଟି ସାର୍ଟ ରେ ଥିବା ସ୍ମାଇଲ ପ୍ଲିଜ଼ ଥିବାର ଦେଖିବାକୁ ମିଳିଛି | ଆଉ ଯାହା ମାଧ୍ୟମରେ ସମସ୍ତଙ୍କର ମୁହଁରେ ସ୍ମାଇଲ ଆଣିବା ସହିତ ଗରିବ ଲୋକ ମାନଙ୍କର ସାହାଯ୍ୟ କରିବା ସେମାନଙ୍କୁ ସମସ୍ତ ପ୍ରକାରର ଫେସିଲିଟି ଯୋଗାଇ ଦେବା ପାଇଁ ମଧ୍ୟ ଉଦେଶ୍ୟ ରହିଛି ସବ୍ୟ ଆଉ ଅର୍ଚିତା ଙ୍କର | ଆଉ ଯାହା ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ବୋଲି କହିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଏହି ଘଟଣା ଟି ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment