ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାକୁ ଯାଉଛି ତାହା ହେଉଛି କଟକ ର ଗୋଟିଏ ବେଶ ଫେମସ ପର୍ବ ବାଲିଯାତ୍ରା ବିଷୟରେ | ତେବେ ବାଲିଯାତ୍ରା ରେ ସମସ୍ତେ କେତେ ଏନଜୟ କରୁଛନ୍ତି ତାହା ସହିତ ନିଜର ଡାନ୍ସ ର କମାଲ ଦେଖାଇ ଷ୍ଟେଜ ଉପରେ ସମସ୍ତଙ୍କର ମନକୁ କିଣି ନେବା ସହିତ ସେ ନିଜେ କେତେ ଖୁସି ଆଉ ଏକସାଇଟେଡ ଅଛନ୍ତି ଏହି ବାଲିଯାତ୍ରା କୁ ନେଇକି ସେ ବିଷୟରେ ମଧ୍ୟ ପ୍ରକାଶ କରିକି କହିଛନ୍ତି ଅର୍ଚ୍ଚିତା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିଲେ କି ଗତ କିଛି ବର୍ଷ ହେବ କୋରାନା ର ମହାମାରୀ କାରଣରୁ କୌଣସି ସ୍ଥାନରେ କିଛି କି ମେଳା ଶୋଭାଯାତ୍ରା ଆଜି ହେଉ ନ ଥିଲା | ତେବେ 2 ବର୍ଷ ପରେ ବର୍ତ୍ତମାନ ହେବାକୁ ଯାଉଛି କଟକ ର ବାଲିଯାତ୍ରା | ଆଉ ଆପଣ ମାନେ ଜାଣିଥିଲେ କି ବାଲିଯାତ୍ରା ସାରା ପୃଥିବି ରେ ବର୍ତ୍ତମାନ ବେଶ ଫେମସ ହେବାକୁ ଲାଗିଛି | ଆଉ ଏହି ଵାଲିଯାତ୍ରା ର ମଜା ଯିଏ ନେଇଛି ସେ କେବେବି ଭୁଲି ପାରିବ ନାହିଁ ବୋଲି କୁହାଯାଇଛି | ତେବେ ସେହି ଯାତ୍ରା ରେ ଡାନ୍ସ ର ପୋରଫୋମେନ୍ସ ର ଯାଦୁ ମଧ୍ୟ ଦେଖିବାକୁ ମିଳିଥିଲା |
ତେବେ ବାଲିଯାତ୍ରା ର ଷ୍ଟେଜ ଉପରେ ନିଜର ଧୋମାକେଦାର ପୋରଫୋମେନ୍ସ ଦେଇକି ଦର୍ଶକ ମାନଙ୍କର ମନ କିଣିବା ର ପ୍ରୟାସ କରିଛନ୍ତି ସୁନ୍ଦରୀ ଓ ଚୁଲବୁଲି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ର ବେଶ ଜଣାଶୁଣା ନାୟିକା ଅର୍ଚ୍ଚିତା | ଆଉ ସେ କହିଛନ୍ତି କି ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ସମସ୍ତଙ୍କର ମନରେ ଆନନ୍ଦ ଭରି ଦେବା ପାଇଁ ଆୟୋଜନ କରାଯାଇଛି ବାଲିଯାତ୍ରା | ଆଉ ଏହି ବାଲିଯାତ୍ରା ରେ ଅସଂଖ୍ୟ ଦର୍ଶକ ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି ଓ ଖୁସି ମନାଉଥିବାର ମଧ୍ୟ ଦେଖାଯାଇଛି |
ଆଉ ବର୍ତ୍ତମାନ ଅର୍ଚିତା ତାଙ୍କର ବାଲିଯାତ୍ରା ର ଅନୁଭୂତି କଥା ସେୟାର କରିଛନ୍ତି ଆଉ ସେ ବହୁତ ଖୁସି ଅଛନ୍ତି ତାଙ୍କର ମାଟିରେ ଓ ପ୍ରଗ୍ରାମ ରେ ଭାଗ ନେଇଥିବାରୁ | ଆଉ ତାଙ୍କର ପୋରଫୋମେନ୍ସ ପାଇଁ ମଧ୍ୟ ଅଧିକ ରୁ ଅଧିକ ଖୁସି ଅଛନ୍ତି ବୋଲି କହିଥିଲେ | ତେବେ ଖାଲି ଅଲିଉଡ ନୁହଁ ବଲିଉଡ ଷ୍ଟାର ମାନେ ମଧ୍ୟ ଆସିଥିବାର କଥା କୁହାଯାଉଛି | ଆଉ ତାହା ସହିତ ସଂଗୀତ କାର ଶୌଳେନ୍ଦ୍ର ମଧ୍ୟ ଆସିଥିଲେ, ଆଉ ସେ ତାଙ୍କର ସୁମଧୁର ସ୍ୱରରେ ସଂମସ୍ତଙ୍କୁ ଦିୱାନା ବନେଇଛନ୍ତି | ଆଉ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।