Odisha News Portal

ଏହାକୁ ଚୁଟିରେ ଥରେ ଲଗାନ୍ତୁ ଆପଣ ଙ୍କ ଚୁଟି ଏତେ ଲମ୍ବା ଏବଂ ମୋଟା ହୋଇଯିବ ସବୁ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ ହେବ !

ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି ରେମିଡି ବିଷୟରେ ଏହି ଲେଖା ମାଧ୍ୟମରେ କହିବୁ ଯାହାକୁ ବ୍ୟବହାର କରି ଆପଣ ନିଜ ଚୁଟିକୁ ବହୁତ ଲମ୍ବା , ଘନ ଏବଂ ଷ୍ଟ୍ରଙ୍ଗ କରି ପାରିବେ । ତାସହିତ ଯଦି ଆପଣଙ୍କ ଚୁଟି ବହୁତ କମ୍ ବୟସରେ ଧଳା ହୋଇ ଯାଇଛି, ତାହେଲେ ମଧ୍ୟ ଏହା ଆପଣଙ୍କ ଚୁଟିକୁ ପର୍ମାଲେଟଲି୍ କଳା କରିଦେବେ । ଏହାସହିତ ଯଦି ଆପଣଙ୍କ ଚୁଟି ଝଡୁଛି , ବଢୁନି, ଡ୍ରାଏ ହୋଇ ଯାଉଛି,ତାହେଲେ ଏହି ଗୋଟିଏ ରେମିଡି ଆପଣଙ୍କ ସବୁ ସମସ୍ୟାକୁ ଦୂର କରି ଦେବେ । ତେବେ ଏହି ଉପଚାର ପାଇଁ ଯେଉଂ ଯେଉଂ ଜିନିଷ ଆବଶ୍ୟକ ତାହା ଆପଣଙ୍କୁ ଅତି ସହଜରେ ନିଜ ଘରୁ ହିଁ ମିଳିଯିବ ଏବଂ ବହୁତ କମ୍ ଖର୍ଚ୍ଚରେ ଆପଣ ନିଜ ଚୁଟିକୁ ଲଙ୍ଗ ଏବଂ ଷ୍ଟ୍ରଙ୍ଗ କରିପାରିବେ । ତେବେ ଚାଲନ୍ତୁ ଜାଣିନେବା ସେହି ଚମତ୍କାରୀ ଉପଚାର ବିଷୟରେ ।

ଏହି ଚମତ୍କାରୀ ପାଣି ବନେଇବା ପାଇଁ ପ୍ରଥମେ ଆପଣ ଗ୍ୟାସରେ ଏକ ପ୍ୟାନ୍ ବସାଇ ଦିଅନ୍ତୁ । ଏହାପରେ ସେଥିରେ 2 କପ୍ ଜଳ ଢାଳନ୍ତୁ ଏବଂ ଏକ ଚାମଚ ମେଥି । ତେବେ ମେଥି ଆମ କେଶ୍ ପାଇଁ ବହୁତ ଅଧିକ ଲାଭଜଦାୟକ ।

ଯଦି ଆପଣଙ୍କ କେଶ୍ ଅଧିକ ପତଳା ହୋଇଯାଇଛି କିମ୍ବା ଉପୁଡି ଯାଇଛି ତାହେଲେ ଆପଣ ମେଥିର ପାଣି ଲଗେଇଲେ ଆପଣଙ୍କ ଚୁଟି ମୋଟା ହେବା ସହିତ ରିଗ୍ରୋଥ ମଧ୍ୟ ହେବ । ତାପରେ ସେହି ପାଣିରେ ଏକ ଚାମଚ କଳାରାଶି ଏଡ୍ କରି ଦେବେ । ଏହାପରେ ସେହି ପାଣିକୁ ପୂରା ଅଧା ହେବା ପର୍ଯ୍ୟନ୍ତ ଭଲ ଭାବରେ ଫୁଟେଇବାକୁ ଛାଡି ଦେବେ ।

ଏହାପରେ ସେହି ଫୁଟୁଥିବା ସମୟରେ ଅଳ୍ପ ଅଦାକୁ ଛେଚି ସେଥିରେ ଏଡ୍ କରିଦେବେ । ଏହାପରେ ସେହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ଫୁଟିବାକୁ ଛାଡିଦେବେ ଏବଂ ଦେଖିବେ ସେହି ପାଣିର ରଙ୍ଗର ପୂରା ବଦଳି ଯାଇଥିବ । ତାପରେ ଗ୍ୟାସକୁ ବନ୍ଦ କରିଦେବେ ଏବଂ ତାହାକୁ ପୂରା ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡି ଦେବେ । ଥଣ୍ଡା ହୋଇଯିବା ପରେ ତାହାକୁ ଅନ୍ୟ ଅକ ପାତ୍ରକୁ ଛାଣି ଦେବେ । ବର୍ତ୍ତମାନ ଆପଣଙ୍କର ମ୍ୟାଚିକାଲ୍ ୱାଟର ପ୍ରସ୍ତୁତ ହୋଇ ଯାଇଛି । ତେବେ ଚାଲନ୍ତୁ ଜାଣିବା ଆପଣ ଏହାର ବ୍ୟବହାର କିପରି କରିବେ ।


ଏହି ପାଣିକୁ ଗୋଟିଏ ସ୍ପ୍ରେ ବୋଟଲରେ ଭର୍ତ୍ତି କରିଦେବେ । ଯଦି ସ୍ପ୍ରେ ବୋଟଲ ନାହିଁ ତେବେ ଆପଣ ତୁଳା ସାହାଯ୍ୟରେ ମଧ୍ୟ ଏହାକୁ ଏପ୍ଲାଏ କରି ପାରିବେ । ଏହାକୁ ନିଜ କେଶରେ ଭଲ ଭାବରେ ସ୍ପ୍ରେ କରିବେ ଯେପରିକି ସବୁ ଜାଗାରେ ଭଲ ଭାବରେ ଲାଗି ପାରିବ । ଏହାକୁ ଆପଣ ଚେଷ୍ଟା କରନ୍ତୁ ସପ୍ତାହରେ ଥରେ ବ୍ୟବହାର କରିବା ପାଇଁ । ଦେଖିବେ ଏହା କେମିତି ଆପଣଙ୍କୁ ଚମତ୍କରିତା ଭଳି ଫଳାଫଳ ଦେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।