ଅଚାନକ ପିଲା ଆସି ସେଲ୍ଫି ନେଇ ଚାଲିଗଲେ… ଆଜିକାଲିର ପିଲା ଙ୍କୁ… ଦେଖନ୍ତୁ Video

ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ବର୍ତ୍ତମାନ ଚାରିଆଡେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ନେଇକି ବେଶ ଚର୍ଚ୍ଚା ହେବାରେ ଲାଗିଛି | ତାଙ୍କର ହାବ, ଭାବ, ରଙ୍ଗ ଆଉ ଢଙ୍କ ସମସ୍ତଙ୍କୁ ଦିୱାନା କରେଇଛି | ଆଉ ଓଡ଼ିଶାର ଘରେ ଘରେ ପ୍ରତେକ ଓଡ଼ିଆ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଘର କରି ପାରିଛନ୍ତି ସିଦ୍ଧାନ୍ତ ମହାପାତ୍ର |ଯାହା ଙ୍କର ଅଭିନୟ ର ଯାଦୁ ଦେଖିବା ପାଇଁ ସମସ୍ତେ ପାଗଳ ଥାଆନ୍ତି ଓ ମୋତିଆଲା |ପିଲା ଠାରୁ ବୁଢା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପସନ୍ଦ କରିବା ସହିତ ଭଲ ପାଇବା ଦେଉଥିବା ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ ଫ୍ଲିମ ସୁଟିଂ ହେଉଥିବା ବେଳେ ଦେଖିବାକୁ ମିଳିଥିଲା ଭିଡ଼ | ଆଉ ଛୋଟ ପିଲା ମାନେ ଭିଡ଼ ଜମାଇବା ସହିତ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ସେଲ୍ଫି ଓ ଅଟଗ୍ରାଫ ମଧ୍ୟ ନେବାକୁ ଲାଗିଥିଲେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ସିଦ୍ଧାନ୍ତ ମହାପାତ୍ର କୁ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ ବରଦାନ ବୋଲି କୁହାଯାଇଥାଏ |ଆଉ ଯେଉଁଠି ଦେଖୁବାକୁ ମିଳିଥାଏ କି ସିଦ୍ଧାନ୍ତ ମହାପାତ୍ର ଙ୍କର ସମସ୍ତ ଫ୍ଲିମ ବ୍ଲକବୋଷ୍ଟର ହୋଇଥାଏ |ଆଉ ସବୁ ଫ୍ଲିମ ରେ ସୁନ୍ଦର ଭାବରେ ନିଜର ଅଭିନୟ ର ଯାଦୁରେ ମୋତିଆଲା କରିବାକୁ ଲାଗିଥାନ୍ତି ସିଦ୍ଧାନ୍ତ ମହାପାତ୍ର | ତେବେ ଯାହା କୁହାଯାଉଛି କି ଆଗକୁ ତାଙ୍କର ଗୋଟିଏ ନୂଆ ଫ୍ଲିମ ଟେ ଆସିବାକୁ ଯାଉଛି | ଆଉ ଯେଉଁ ଫ୍ଲିମ ଟିର ନାଁ ହେଉଛି “ଶଙ୍କର “|

ଆଉ ଯାହା କୁହାଯାଉଛି କି ସୁନ୍ଦର ଭାବରେ ଏହି ଫ୍ଲିମ ରେ କାମ କରିବାକୁ ଲାଗୁଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ତାଙ୍କର ଏହି ଫ୍ଲିମ ଟିର ସୁଟିଂ ଚାଲୁଥିବା ସମୟରେ ଦେଖିବାକୁ ମିଳିଥିଲା ସିଦ୍ଧାନ୍ତ ଙ୍କ ଚାରି ପାଖରେ ଛୋଟ ଛୋଟ ପିଲା ମାନଙ୍କର ଭିଡ଼ | ଆଉ ଯେଉଁଥିରେ ଦେଖିବାକୁ ମିଳିଥିଲା କି କେଉଁ ଭଳି ଭାବରେ ସିଦ୍ଧାନ୍ତ ଙ୍କ ଫ୍ରେଣ୍ଡ ମାନେ ଘେରି ଯାଇଥିଲେ ତାଙ୍କ ଚାରି ପାଖରେ | ଆଉ ତାଙ୍କ ସହିତ ସେଲ୍ଫି ମଧ୍ୟ ନେବାକୁ ଲାଗିଥିଲେ |

ତେବେ ସିଦ୍ଧାନ୍ତ ଙ୍କ ଫ୍ରେଣ୍ଡ ମାନଙ୍କ ମଧ୍ୟରେ ଅଧିକ ଛୋଟ ଛୋଟ ପିଲା ଥିବାର ଦେଖିବାକୁ ମିଳିଥିଲା | ଆଉ ସେହି ମାନଙ୍କ ସହିତ ଫୋଟ ଉଠାଇ ଅଟୋଗ୍ରାଫ ଦେଇ ସିଦ୍ଧାନ୍ତ ମଧ୍ୟ ବେଶ ଖୁସି ଥିବାର ନଜର ଆସୁଥିଲେ | ଆଉ ତାଙ୍କ ପ୍ରତି ଦର୍ଶକ ମାନଙ୍କର ଏତେ ପରିମାଣରେ ଭକ୍ତି, ସ୍ନେହ ଆଉ ଭଲ ପାଇବା କୁ ଦେଖି ସେ ବହୁତ ଖୁସି ମଧ୍ୟ ହୋଇଯାଇଥିଲେ | ଆଉ ଯାହା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment