ଦେଖନ୍ତୁ ଭିଡିଓ !ମ୍ୟାଚ ଚାଲୁଥିବା ସମୟରେ ଭାରତୀୟ ଯୁବକ ଅଷ୍ଟ୍ରେଲିଆର ଏକ ଯୁବତୀ ଙ୍କୁ ମାରିଲେ ପ୍ରୋପୋଜ୍ , ତା ପରେ ଯାହା ହେଲା ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ…..

ଭାରତ ଏବଂ ଅଷ୍ଟ୍ରିଲିଆର ମ୍ୟାଚ ଚାଲୁଥିବା ସମୟରେ ଘଟିଲା ଏମିତି ଦୃଶ୍ୟ , ଯାହା ଦେଖିକରି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ।ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଚାଲୁଥିବା ସମୟରେ ଘଟିଥିଲା ଏକ ରୋଚକ ଦୃଶ୍ୟ । ଭାରତ ଏହି ମ୍ୟାଚ ତ ହାରିଥିଲା ସତ ମାତ୍ର ଏହା ବଦଳରେ ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କର ମନ ଜିଣିଥିଲେ ଭାରତୀୟ ଯୁବକ । ଏହା ପରେ ବିଭିଲ୍ୟାର ଭିତରେ କ୍ୟାମେରା ସାମ୍ନାରେ ଅଷ୍ଟ୍ରେଲିଆର ଯୁବତୀକୁ ପ୍ରୋପୋଜ କରିଥିଲେ ଭାରତୀୟ ଯୁବକ ।

ତେବେ ଏହି ଘଟଣା ବର୍ତ୍ତମାନ ଅଷ୍ଟ୍ରଲିଆ ଠାରୁ ଆରମ୍ଭ କରି ଭାରତରେ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି । ତେବେ ଏହି ଭାରତୀୟ ଯୁବକ ଜଣକ କିଏ ସେ କଣ ଏହି ଅଷ୍ଟ୍ରିଲିଆର ଯୁବତୀଙ୍କୁ ଆଗରୁ ଜାଣିଥିଲେ । ଏହା ପ୍ରୋଜେଜ କରିବା ପରେ ସେମାନଙ୍କ ଭିତରେ କଣ ହେଲା ଯୁବତୀ ଜଣକ ତାଙ୍କୁ ବିବାହ କରିବେ ନା ନାହିଁ । ଏହା ସହିତ ଭାରତୀୟ ଯୁବକ ତାଙ୍କୁ କିପରି ପ୍ରୋପୋଜ କରିବେ ବୋଲି ପ୍ଲାନ କରିଥିଲେ ଆଜି ସମସ୍ତ କଥା ଆମେ ଆପଣ ମାନଙ୍କୁ କହିବୁ ।


ସୂଚନା ମୁତାବକ ଭାରତ ବ୍ୟାଟିଙ୍ଗ କରିବା ସମୟରେ ଭାରତୀୟ ଯୁବକ ଅଷ୍ଟ୍ରେଲିଆର ପ୍ରଶଂସକ ଜଣେ ଯୁବତୀକୁ ପ୍ରେମ ନିବେଦନ କରିଥିଲେ । ତାଙ୍କୁ ହାତର ଆଙ୍ଗୁଠି ବଢାଇ ପୂରା ଫିଲ୍ମ ଷ୍ଟାଇଲରେ ପ୍ରେପୋଜ କରିଥିଲେ । ଭାରତୀୟ ଯୁବକ ଜଣକ ଏପରି ପ୍ରେମ ନିବେଦନ ଦେଖି ହଠାତ ଯୁବତୀ ଜଣକ ସ୍ତବ୍ଧ ହୋଇଯାଇଥିଲେ ମଧ୍ୟ ସେ ଭାରତୀୟ ଯୁବକଙ୍କର ପ୍ରେମ ନିବେଦନକୁ ସ୍ୱୀକାର କରିଥିଲେ । ଯାହାକି କ୍ୟାମେରାରେ କଏଦ ହୋଇଥିଲା ।

ତେବେ ଏହି ଯୁବକ ଜଣକ ହେଉଛନ୍ତି ଦୀପକ ମାଣ୍ଡେଲିଆ ଏବଂ ଯୁବତୀ ଜଣକ ହେଉଛନ୍ତି ରେଚଏନ ଓଷ୍ଟ । ଦୀପେନ ଜେଡ ଷ୍ଟାର ଅଷ୍ଟ୍ରେଲିଆର ଏକ କମ୍ପାନୀରେ ପ୍ରେଜୋଟିଙ୍ଗ ଏବଂ ରିପୋଟିଙ୍ଗ ଆନାଲିଷ୍ଟ ଅଛନ୍ତି । ରୋଜ ଉଇମବୋସ କମର୍ସରେ ମ୍ୟାନେଡମେଣ୍ଟ ଡିଗ୍ରୀ ସମାପ୍ତ କରିଛନ୍ତି । ତାଙ୍କର ସୋସିଆଲମିଡିଆର ପ୍ରୋଫାଇନ ଅନୁଯାୟୀ ଦୁହେଁ ଏବେ ଅଷ୍ଟ୍ରେଲିଆର ନେଲବୋନରେ ରହୁଛନ୍ତି । ଗତ ଏକ ବର୍ଷ ଧରି ପରସ୍ପରକୁ ଡେଟ କରିବା ସହିତ ଲିଭ ଇନରେ ମଧ୍ୟ ରହୁଥିଲେ ।

 

 ପ୍ରୋପେଜ କରିବା ସମୟରେ ଏହାକୁ ଦେଖି ଅଷ୍ଟ୍ରେଲିଆରେ ପଡିଆରେ ରହିଥିବା ଅଷ୍ଟ୍ରେଲିଆନ କ୍ରିକେଟର ଲେନ ମ୍ୟାକସେଲ ସହିତ ଅନ୍ୟ ଖେଳାଲୀ ମାନେ ମଧ୍ୟ କରତାଳି ଦେଇ ନବଆ ଯୋଡିକୁ ସ୍ୱାଗତ କରିଥିଲେ । ତେବେ ଭାରତ ସିନା ମ୍ୟାଚରେ ହାରିଗଲା କିନ୍ତୁ ସେ ଅଷ୍ଟ୍ରିଲିଆର ଯୁବତୀଙ୍କର ମନରେ ଘର କରିନେଲା । ଅର୍ଥାତ ଭାରତୀୟ ଯୁବକ ଜଣକ ଅଷ୍ଟ୍ରେଲିଆର ସେହି ଯୁବତୀଙ୍କୁ ନିଜର ମନର କଥା କହି ତାଙ୍କୁ ପ୍ରେମ ନିବେଦ କରିଥିଲେ । ସେହି ଯୁବତୀ ଜଣକ ମଧ୍ୟ ତାଙ୍କର ନିବେଦକୁ ଗ୍ରହଣ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment