Odisha News Portal

କ୍ରିକେଟ ପଡିଆରେ ଏବେ ନୂଆ ଖେଳାଳି ସଚିନ ତେନ୍ଦୁଲକରଙ୍କର ସୁପୁତ୍ର ଅର୍ଜ୍ଜୁନ ତେନ୍ଦୁଲକର ଆସିପାରନ୍ତି ଆଇପିଏଲର ପଡିଆକୁ !ଦେଖନ୍ତୁ ସଂମ୍ପୂର୍ଣ୍ଣ ଭିଡିଓ….

ଆପଣ ମାନେ ତ ଜାଣିଛନ୍ତି ଭାରତୀୟ ବେଷ୍ଟ ଅଲରାଉଣ୍ଡର କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ , ଯିଏ କି କ୍ରିକେଟ ଜଗତର ପାଇଁ ତାଙ୍କର ଅବଦାନ ଅତୁଳନୀୟ । କ୍ରିକେଟ ହେଉଚି ତାଙ୍କର ଜୀବନ ଏବଂ ସେ ଏଥିପାଇଁ କିଛି ହେଲେ ମଧ୍ୟ କରିବାକୁ ପଛଘୁଞ୍ଚା ହଉନଥିଲେ । ତେବେ ଏବେକା ସମୟରେ ଆଉ ସେ କ୍ରିକେଟଟରେ ନଜର ଆସନ୍ତି ନାହିଁ ମାତ୍ର ଏବେବି ତାଙ୍କର ଦବଦବା କ୍ରିକେଟର ପ୍ରେମୀ ମାନଙ୍କ ମଧ୍ୟରେ ଲୁଚି ରହିଛି । ତେବେ ପୁଣି ଥରେ ଶୁଣିବାକୁ ମିଳୁଛି କି ଏବେ ତେନ୍ଦୁଲକର ଫେରିବେ କ୍ରିକେଟର ପଡିଆକୁ ।

ଅର୍ଥାତ ଏବେ ସଚିନ ତେନ୍ଦୁଲକରଙ୍କର ସୁପୁତ୍ର ଅର୍ଜ୍ଜୁନ ତେନ୍ଦୁଲକର ଖେଳିପାରନ୍ତି ଭାରତୀୟ ଆଇପିଏଲ । କାରଣ ଏବେ ଏମିତି କିଛି ଖବର ଣୁଣିବାକୁ ମିଳୁଛି କି ଯେଉଁଥିରେ ଜଣାପଡୁଛି କି ସଚିନଙ୍କର ପୁତ୍ର ଆସିପାରନ୍ତି ଆଇପିଏଲର ପଡିଆକୁ ।

ବାପ ପରେ ଏବେ ପୁଅ , ଦମ ଦେଖାଇଲେ ଅର୍ଜ୍ଜୁନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ସୁପୁତ୍ର ଅର୍ଜ୍ଜୁନ ତେନ୍ଦୁଲକର ମୁମ୍ବାଇ ସିନିୟର ଟିମ ପକ୍ଷରୁ ଶହେଦ ଅସ୍ତାଖଲି ଟଫିରେ ହରିଆଣା ବିପକ୍ଷରେ ପଦାର୍ପଣ କରିଛନ୍ତି । ଏହା ସହିତ ସେ ତାଙ୍କର ପ୍ରଥମ ଥର ପାଇଁ କ୍ୟାରିୟରରେ ସିନିୟର ଦଳ ସହିତ ଖେଳିବା ପାଇଁ ସୁଯୋଗ ପାଇଛନ୍ତି । ଶେଦ ମୁସ୍ତାଖଲି ଟଫି ତାଙ୍କ ପାଇଁ ଆଇପିଏଲର ବାଟ ଖୋଲିଛି ।

 ଏହାପରେ ଅର୍ଜ୍ଜୁନ ତେନ୍ଦୁକରଙ୍କର ପାଖରେ ଆଇପିଏଲ ଖେଳିବାର ସୁଯୋଗ ରହିଛି । କାରଣ ଆଇପିଏଲ ପାଇଁ ସେ ତାଙ୍କର ଯୋଗ୍ୟତା ହାସଲ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ସୁପୁତ୍ର ଅର୍ଜ୍ଜୁନ ତେନ୍ଦୁଲକର । ବୋଲିଂରେ ଯେମିତି ବେଟିଂରେ ମଧ୍ୟ ସେମିତି ସବୁଥିରେ ସେ ପୂରା ମାହିର ଅଛନ୍ତି ।

ଯଦି ଏହି ଥର ସହିଦ ମୁସ୍ତାଖଲି ଟପିରେ ସେ ଭଲ ପ୍ରଦର୍ଶନ କରନ୍ତୁ ତେବେ ଆଇପିଅଲରେ ତାଙ୍କୁ ଖେଳିବା ପାଇଁ ସୁଯୋଗ ମିଳିବ ବୋଲି ଜଣାପଡୁଛି । ଆସନ୍ତା ଫେବୃଆରୀ ମାସରେ ହେବାକୁ ଥିବା ଆଇପିଏଲ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଯାଉଛନ୍ତି ଅର୍ଜ୍ଜୁନ । ଯଦି ଆଇପିଏଲ ଅପସନରେ କେଉଁ ଦଳ ତାଙ୍କୁ କିଣନ୍ତି ତେବେ 2021 ଆଇପିଏଲରେ ତାଙ୍କର ଧୁଆଁଦାର ବୋଲିଂ ଦେଖିବାକୁ ମିଳିବ ।

ଯଦି ମୁସ୍ତାଖଲି ଟପିରେ ହରିଆଣା ଏବଂ ମୁମ୍ବାଇ ବିପକ୍ଷର ମ୍ୟାଚରେ ଅର୍ଜ୍ଜୁନଙ୍କୁ ଦେଖିବାକୁ ମିଲିଥିଲା । ମାତ୍ର ଏହି ମ୍ୟାଚରେ ତାଙ୍କୁ ବେଟିଂ କରିବା ପାଇଁ ସୁଯୋଗ ମିଲିନଥିଲା । ମାତ୍ର ନିଜର ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ଅର୍ଜ୍ଜୁନ ।

ଏହି ମ୍ୟାଚରେ ଅର୍ଜ୍ଜୁନ ତିନି ଓଭର ବୋଲିଂ କରିବା ସହିତ 34 ରନରେ ଗୋଟିଏ ଲିକେଟ ନେଇଛନ୍ତି । ଦ୍ରୁତ ଗତିରେ ବୋଲିଂ ସହିତ ବ୍ୟାଟସ ମେନଙ୍କୁ ଚଖମା ଦେବାରେ ଅର୍ଜ୍ଜୁନ ମାହିର । ତେବେ ଅର୍ଜ୍ଜୁନ ଆଶା ରଖିଛନ୍ତି କି ଯଦି ଭାରତୀୟ ଦଳରେ ଖେଳିବା ପାଇଁ ସୁଯୋଗ ମିଳେ ତେବେ ବ୍ୟାଟିମ ବୋଲିଂରେ ଭଲ ପ୍ରଦର୍ସନ କରି ଅଲରାଉଣ୍ଡାର ହେବା ତାଙ୍କର ଇଚ୍ଛା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।