Odisha News Portal

ଦେଖନ୍ତୁ ଭିଡ଼ିଓ : କରୋନାରେ ଆକ୍ରାନ୍ତ ମାଆ କୁ ଦେଖା କରିବାପାଇଁ ହେଲେ ବାଥରୁମ ଯାଇ ଡ୍ରେସ ଖୋଲିବାପାଇଁ କହିଲେ ସ୍ୱାସ୍ଥ୍ୟ କର୍ମୀ…

ସମଗ୍ର ବିଶ୍ୱ ରେ ବର୍ତ୍ତମାନ କରନା ମହାମାରୀ ର ସଙ୍କଟ ଚାଲିଛି। ଆମ ଦେଶରେ ବର୍ତ୍ତମାନ ଦ୍ୱିତୀୟ ଲହର ଦେଇ ଗତି କରୁଛି। ତେବେ କରନାର ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହର ଅଧିକ ଘାତକ ସାବ୍ୟସ୍ତ ହୋଇଛି। କାରଣ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ କରନା ରେ ସଂକ୍ରମିତ ହେଉଛନ୍ତି, ହଜାର ହଜାର ଲୋକ କରନାରେ ମୃତ୍ୟୁ ହେଉଛନ୍ତି। ଏଭଳି କ୍ଷେତ୍ରରେ ସରକାର ଲାଗିଛି କିପରି ଭାବରେ କରନା ସଂକ୍ରମଣ ରୁ ଜନତାଙ୍କୁ ରକ୍ଷା କରିବେ, ସେଥିପାଇଁ ସରକାର ଲକଡାଉନ ସଟଡାଉନ ଭଳି ବ୍ୟବସ୍ଥା କରି ଲୋକଙ୍କୁ ଘରେ ରହିବା ପାଇଁ ପରାମଶ ଦେଉଛନ୍ତି।

ବର୍ତ୍ତମାନର ଏଭଳି ସଂକଟମୟ ପରିସ୍ଥିତି ରେ ପୋଲିସ ଏବଂ ଡାକ୍ତର ଗୁରୁ ଦାୟିତ୍ୱ ବହନ କରିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଡାକ୍ତର ହେଉ ନର୍ସ ହେଉ କିମ୍ବା ଅନ୍ୟାନ୍ୟ କର୍ମଚାରି ହୁଅନ୍ତୁ ସମସ୍ତେ ନିଜର ଜୀବନକୁ ପାଣି ଛଡେଇ କାମ କରୁଛନ୍ତି। ସେଥିପାଇଁ ଲୋକେ ସେମାନଙ୍କୁ ଭଗବାନ ଭଳି ମାନୁଛନ୍ତି। କିନ୍ତୁ ବେଳେ ଏଭଳି ପରିସ୍ଥିତି ରେ ଏମାନେ ଏପରି କିଛି କାମ କରୁଛନ୍ତି , ନିଜର ନିଜର ମାନବିକତା ଭୁଲି ଯାଉଛନ୍ତି। ତେବେ ବର୍ତ୍ତମାନ ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି, ଯାହାକୁ ଶୁଣିଲା ପରେ ଲଜ୍ୟାରେ ମୁଣ୍ଡ ତଳକୁ ହୋଇ ଯିବ, ଯାହାକି ଜଣେ ସ୍ୱାସ୍ୟ କର୍ମୀ ଜଣେ ମହିଳାଙ୍କୁ ମାଆ କୁ ଦେଖା କରିବା କହି ତା ବଦଳରେ ବାଥରୁମ ଯାଇ ଡ୍ରେସ ଖୋଲିବା ପାଇଁ କହିଥିଲେ। ତେବେ ଆସନ୍ତୁ ଆସନ୍ତୁ ଜାଣିବା ପ୍ରକୃତ ଘଟଣା ସମ୍ପର୍କରେ;

ତେବେ ସୂଚନା ଅନୁସାରେ ଜଣେ ମହିଳା ନିଜ ବାପା ଙ୍କ ସହିତ କୋଭିଡ ରେ ଆକ୍ରାନ୍ତ ମାଆ ଙ୍କୁ ଦେଖା କରିବା ପାଇଁ ହସ୍ପିଟାଲକୁ ଯାଇଥିଲେ। ହସ୍ପିଟାଲରେ ଏକ ମହିଳା ନର୍ସ ତାଙ୍କ ମାଆଙ୍କ ସହିତ ପରେ କଥା କରି ଦେବା କହି ତାଙ୍କ ଫୋନ ନମ୍ବର ନେଇଥିଲା ତାପରେ , ଯୁବତୀ ଏବଂ ତାଙ୍କ ବାପା ସେଠାରୁ ଚାଲି ଆସିଲେ। ତେବେ ତାଙ୍କ ସେ ମହିଳା ନର୍ସ ତାଙ୍କ ନମ୍ବର କୁ ଅନ୍ୟ ଜଣେ ପୁଅକୁ ଦେଇଥିଲା, ଯିଏ କି ହସିପିଟାଲ ରେ କାମ କରେ , ତେବେ ତାଙ୍କ ନାମ ହେଉଛି ମଳୟ କୁମାର ରଥ , ସେ ସେହି ମହିଳାଙ୍କ ପାଖକୁ ପୋନ କରି ତାଙ୍କ ସହ ଅଶୀଳ କଥା ବାର୍ତା କରିଥିଲା।

ତା ପରେ ମହିଳାଙ୍କୁ କହିଥିଲା ଯଦି ତମେ ତମ ମାଆ ସହିତ ଦେଖା କରିବା ପାଇଁ ଚାହୁଁଚ ତାହାଲେ, ବାଥରୁମ ଯାଇ ତମ ଡ୍ରେସ ଖୋଲି ଦେଖାଅ ତା ପରେ ଯାଇ ତମ ମାଆ ସହିତ ଦେଖା କରିପାରିବ ନଚେତ ତମ ମାଆ ସହିତ ଦେଖା କରେଇ ଦେବୁନି। ମହିଳା ଜଣକ ତାଙ୍କ ସ୍ୱମୀ ଓ ବାପାଙ୍କୁ କହିଥିଲେ। ତେବେ ଆମର ପ୍ରଶାସନ କୁ ଅନୁ ରୋଧ ଏହି ଘଟଣା ସମ୍ପର୍କରେ ତଦନ୍ତ କରି ଏପରି ଲୋକଙ୍କୁ କଠୋର ଦଣ୍ଡ ଦିଆଯାଇ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।