OMG ! ଓଡ଼ିଆ ଯୁବକଙ୍କ Audio Call ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ଓ ଅଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଅଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଯୁବକ ଜଣଙ୍କର ଏହି ଭଳି ଭାବରେ ଓଡ଼ିଆ ସହିତ ହିନ୍ଦୀ ମିଶା କଥା ଶୁଣିଲେ ଆପଣଙ୍କୁ ମଧ୍ୟ ହସ ଲାଗିବ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହି ଯୁବକ ଓ ଯୁବତୀ ଙ୍କର ଭାଇରାଲ ହେଉଥିବା ଫୋନ ର ଅଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ସୋସିଆଲ ମିଡିଆରେ ଅନେକ ସମୟରେ ଦେଖିବାକୁ ପାଉଥିବେ କି ବିଭିନ୍ନ ପ୍ରକାରର ଅଡିଅ ମାନ ଭାଇରାଲ ହେଉଥାଏ |ଆଉ ଯେଉଁଠି କଷ୍ଟମର କେୟାର ରୁ ଫୋନ ଆସିଥାଏ ଓ ସେହି କୋଲ କୁ ଧରି ଅଦରକାରୀ କଥା ମଧ୍ୟ କହିବାକୁ ଲାଗୁଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଯୁବତୀ ଜଣଙ୍କ ଯୁବକ ଙ୍କୁ ଫୋନ କରିଛନ୍ତି | ଆଉ ସେ ମଧ୍ୟ ହିନ୍ଦୀ ଭାଷାରେ କଥା ହେଉଥିବାର ଶୁଣିବାକୁ ମିଳିଥିଲା | ତେବେ ଯୁବତୀ ଜଣଙ୍କ ତାଙ୍କର 5 ତା ବେଳେ ଅଡର ଆସିବାକୁ ଅଛି ବୋଲି କହିଛନ୍ତି ଆଉ ଯେଉଁଥିପାଇଁ ସେ ଫୋନ କରିଛନ୍ତି |

ଆଉ ଦେଖିବାକୁ ମିଳିଛି କି ଯୁବତୀ ହିନ୍ଦୀ ରେ କଥା ହେଉଥିବାରୁ ଓଡ଼ିଆ ଯୁବକ ଜଣଙ୍କ ତାଙ୍କ ସହିତ କଥା କହି ପାରୁ ନାହାନ୍ତି | ତେବେ ଓଡ଼ିଆ ଯୁବକ ଜଣଙ୍କ ହିନ୍ଦୀ ସହିତ ଓଡ଼ିଆ ରେ ମଧ୍ୟ କଥା କହିଛନ୍ତି କଥା ମଝିରେ | ଆଉ ସେ କଣ ଅଡର ଆସିଛି ବୋଲି ପଚାରିଛନ୍ତି | ଯାହା ର ଉତ୍ତର ରେ ଯୁବତୀ ଜଣଙ୍କ ତାଙ୍କର ମଟର ସାଇକେଲ ଆସିଛି ବୋଲି କହିଛନ୍ତି | ଆଉ ଯୁବତୀ ଙ୍କର ଏହି କଥା କୁ ବିଶ୍ୱାସ କରୁ ନାହାନ୍ତି ଯୁବକ ଜଣଙ୍କ | ଆଉ କହିଛନ୍ତି କି ସେ ଯେହେତୁ ଟଙ୍କା ଖର୍ଚ୍ଚ କରିକି ଅଟୋ ରେ ଯିବେ ସେ ଦର୍ଶାଉଥିବା ସ୍ଥାନକୁ ତାଙ୍କର କଥା ଯଦି ମିଛ ହୋଇଥିବ ଏମିତି କିଛି କଥା କହିଛନ୍ତି ଯୁବକ ଜଣଙ୍କ |

ତାହା ବ୍ୟତୀତ ତାଙ୍କର ମାମୁ ଙ୍କୁ ପଠାଇବେ ବୋଲି ମଧ୍ୟ କହୁଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଅଡ଼ିଓ ଟିରେ | ଆଉ ଯୁବତୀ ଜଣଙ୍କ ହିନ୍ଦୀ ରେ କଥା ହେଉଥିବାରୁ ଯୁବକ ଜଣଙ୍କ ତାଙ୍କ ସହିତ ହିନ୍ଦୀ ରେ କଥା କହିବାକୁ ଚେଷ୍ଟା କରି ହିନ୍ଦୀ ମଝିରେ ଓଡ଼ିଆ ରେ ମଧ୍ୟ କଥା ହେଉଥିବାର ଶୁଣିବାକୁ ମିଳିଥିଲା ଭାଇରାଲ ହେଉଥିବାର ଏହି ଅଡ଼ିଓ ରେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment