Odisha News Portal

ବଡ ଖବର : କରୋନା ଭ୍ୟାକ୍ସିନ ନେବା ସମୟରେ ସେଲଫି ସେୟାର କଲେ ଆପଣଙ୍କୁ ମିଳିବ ୫ ହଜାର ଟଙ୍କା, କେବଳ କରିବାକୁ ହେବ ଏହି କାମ..ଶୀଘ୍ର କରନ୍ତୁ

ପୃଥିବୀର ପ୍ରାୟ ସମସ୍ତ ଦେଶ ଉପରେ କରନା ମହାମାରୀ ର ପ୍ରଭାବ ପଡିଛି। ଲୋକ ଙ୍କ ରୋଜଗାର ବନ୍ଦ ହୋଇଯାଇଥିଲେ ମଧ୍ୟ ଏହା ସହିତ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଅନେକ ସଂଘର୍ଷ କରୁଛନ୍ତି। ଆସନ୍ତା ବର୍ଷ ଅର୍ଥାତ ପ୍ରଥମ ଲହରୀ ଏତେଟା ମାରାତ୍ମକ ହୋଇନଥିଲା। ଲୋକେ ସଂକ୍ରମିତ ହେଉଥିଲେ ସତ, ଚିକିତ୍ସା ଦ୍ୱାରା ଭଲ ହୋଇଯାଉଥିଲେ କିନ୍ତୁ ମୃତ୍ୟୁ ପ୍ରଭାବ ବହୁତ । ବର୍ତ୍ତମାନ ଦେଶରେ କରନାର ଦ୍ୱିତୀୟ ଲହରୀ ଚାଲିଛି, ଏଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ସଂକ୍ରମଣ ହାର ଅନୁସାରେ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଦ୍ୱିତୀୟ ଲହର ଏତେ ମାରାତ୍ମକ ଯେ ସଂକ୍ରମିତ ଲୋକଙ୍କ ଅମ୍ଳଜାନ ସ୍ତର କମି ଦେଉଛି। ସେଥିପାଇଁ ସଂକ୍ରମିତଙ୍କୁ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକତା ପଢୁଛି। କିନ୍ତୁ ଅକ୍ସିଜେନ ସିଲିଣ୍ଡର ଅଭାବ ଯୋଗୁଁ ଲୋକେ ମୃତ୍ୟୁ ବରଣ କରୁଛନ୍ତି।

ତେବେ କିପରି ଭାବରେ ସଂକ୍ରମଣ ଚେନ କୁ ଭାଙ୍ଗିବ ସେଥିପାଇଁ ସରକାର ଅନେକ ପଦ୍ଧତିକୁ ଆପଣାଉଛନ୍ତି। ଯେଉଁ ଜଗାରେ ସଂକ୍ରମଣ ଅଧିକ ହେଉଛି , ସେଠାରେ ଲକଡାଉନ ଏବଂ ସଟଡାଉନ ଭଳି ବ୍ୟବସ୍ଥା କରିଛନ୍ତି। ଏହା ବ୍ୟତୀତ ଟୀକା କରଣର ବ୍ୟବସ୍ଥା ମଧ୍ୟ ମଧ୍ୟ କରାଯାଇଛି। ତେବେ ବର୍ତ୍ତମାନ ସମୟରେ ସରକାର ଏକ ପୁରସ୍କାର ଭଳି ରାଶି ଘୋଷଣା କରିଛନ୍ତି, ଯଦି ଟୀକା କରଣ ବେଳେ ସେଲ୍ଫି ନେଇ ଏହି ସାଇଟ ରେ ଉପଲୋଡ଼ କରିବେ ତାହାଲେ ୫୦୦୦ ଟଙ୍କା ସରକାର ଦେବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ;

ସରକାର ସଂକ୍ରମଣ ହାରକୁ କମେଇବା ପାଇଁ ପ୍ରଥମେ ୪୫ ବର୍ଷ ରୁ ଅଧିକ ବୟସ ର ଲୋକଙ୍କୁ ଟୀକା କରଣ କରାଯାଉଥିଲା। ତେବେ ଏହାପରେ ବର୍ତ୍ତମାନ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟୀକା ଦିଆଯାଉଥିଲା। ତେବେ କିଛି ଲୋକ ଟୀକା ନେବାକୁ ଡରୁଛନ୍ତି, ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ଏକ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଯଦି ଆପଣ ଟୀକା ଗ୍ରହଣ କରୁଛନ୍ତି, ତାହାଲେ ସେହି ସମୟର ସେଲ୍ଫି ଉଠାଇ ଆପଣ ଏହି ସାଇଟରେ ଏକ ଟାଗ ଲାଇନ ଲେଖି ଅପଲୋଡ଼ କରନ୍ତୁ। ତେବେ ଆପଣ ଏହି ସାଇଟ ରେ https://t.co/rD28chyxrV?amp=1 ଅପଲୋଡ଼ କରନ୍ତୁ।

ତେବେ ନିୟମ ଅନୁସାରେ ଏହି ସାଇଟରେ ଆପଣ ଅପଲୋଡ଼ କରନ୍ତୁ। ଏଥିରେ ୧୦ ଜଣ ପ୍ରଥିଙ୍କୁ ମନନୀତ କରାଯିବ ଏବଂ ସେମାନଙ୍କୁ ସରକାରଙ୍କ ତରଫରୁ ୫୦୦୦ ଟଙ୍କା ମିଳିବ। ତେଣୁ ଆପଣ ମାନଙ୍କୁ ଏଭଳି ଭାବରେ ପୁରସ୍କାର ଗ୍ରହଣ କରିପାରିବେ। ତେବେ ଆପଣ ମାନେ ଟୀକା ନେଇ ନିଜର ସେଲ୍ଫି ଏହି ସାଇଟରେ ଅପଲୋଡ଼ କରି ଆପଣ ୫୦୦୦ ଟଙ୍କା ପୁରସ୍କାର ରାଶି ଗ୍ରହଣ କରିପାରିବେ। ତେବେ ବନ୍ଧୁଗଣ ଆପଣ ମାନେ ନିଜ ଘରେ ରୁହନ୍ତୁ ଏବଂ ପରିବାର ଲୋକଙ୍କୁ ସୁରକ୍ଷା ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।