Odisha News Portal

ସାବଧାନ ! କରୋନା ଟିକା ନେବା ପରେ କ’ଣ କରିବେ ଏବଂ କ’ଣ ନାହିଁ ? ଟିକା ନେଇ ଏହି କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ, ନହେଲେ ଘଟିପାରେ ଅଘଟଣ..

ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି।, ଏହି ଭାଇରସ ଟି ମାର୍ଚ୍ଚ ମାସ ରୁ ଚିହ୍ନଟ ହେବା ସତ୍ୱେ ମଧ୍ୟ ଅନେକ ଦିନ ଯାଏ ମଧ୍ୟ ଏହାର କୌଣସି ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇ ପାରି ନଥିଲା ଆଉ ବର୍ତ୍ତମାନ ଏହାର ଟୀକା ପ୍ରସ୍ତୁତ ହୋଇ ଯାଇଥିବା ରୁ ଲୋକ ମାନେ ସାଧାରଣ ଆଶ୍ୱସ୍ତି ପାଇଛନ୍ତି।

ପୂର୍ବରୁ ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରି ଥିଲେ । ସରକାର ଏହି ଭାଇରସ ର ସଂକ୍ରମଣ କୁ ରୋକିବା ପାଇଁ ସରକାର ଦେଶ ଲକ୍ ଡାଉନ୍ ମଧ୍ୟ ଜାରି କରିଥିଲେ । ତେବେ ବର୍ତ୍ତମାନ ଏହି ଟୀକା ପ୍ରସ୍ତୁତ ହୋଇ ସାରିଛି ଓ ଟୀକା ବଣ୍ଟନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ଯାଇଛି । ତେବେ ଏହି ଟୀକା ନେବାର କିଛି ନିୟମାବଳୀ ରହିଛି ।

ଏହା ସହିତ ଏହି ଟୀକା ର ମଧ୍ୟ କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା ର ସୂଚନା ଦେଇଛନ୍ତି ଯାହା ଟୀକା ନେଉଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଜାଣିବା ନିହାତି ଆବଶ୍ୟକ ଅଟେ । ଏହା ସହିତ ଟୀକା ନେଇ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଦୈନ ଦିନ ର କିଛି କାର୍ଯ୍ୟ ରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ ଅଟେ । ଆଜି ଆମେ ଲେଖା ମାଧ୍ୟମ ରେ କେଉଁ ସବୁ କାର୍ଯ୍ୟକଳାପ ରୁ ଦୂରେଇ ରହିବା ଉଚିତ୍ ସେହି ସମ୍ପର୍କ ରୁ ଜାଣିବା ;

1- କିଛି ଲୋକ ମାନଙ୍କୁ ଟାଟୁ କରିବା ପସନ୍ଦ ହୋଇଥାଏ ଓ ସେମାନେ ନିଜ ହାତରେ ଟାଟୁ କରି ଥାଆନ୍ତି।ଡାକ୍ତର ଓ ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଆପଣ ଟୀକା ନେଇ ସାରିବା ପରେ ଟାଟୁ କରିବା ଠାରୁ ଦୂରେଇ ରୁହନ୍ତୁ । ଏହା କରିବା ଦ୍ଵାରା ଆପଣ ଙ୍କ ର କୌଣସି ସାଙ୍ଘାତିକ ସମସ୍ୟା ଦେଖାଯାଇ ପାରେ।

2- କୋଭିଡ ଟୀକା ନେବା ର ଗୋଟିଏ ସପ୍ତାହ ପରେ ଓ ଗୋଟିଏ ସପ୍ତାହ ପୂର୍ବରୁ ଅନ୍ୟ ସବୁ ଟୀକା ରୁ ଦୂରେଇ ରହିବା ଉଚିତ୍ କାରଣ ଏହା ଦ୍ଵାରା ପତିକ୍ରିୟା ସୃଷ୍ଟି ହୋଇ ପାରେ ।

3- କିଛି ଲୋକ ମାନେ ପ୍ରତିଦିନ ବ୍ୟାୟାମ କରି ଥାଆନ୍ତି । ତେବେ ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ଟୀକା ନେଇ ସାରିବା ପରେ କିଛି ଦିନ ପର୍ଯ୍ୟନ୍ତ ବ୍ୟାୟାମ କରିବା ଠାରୁ ଦୂରେଇ ରହିବା ଉଚିତ୍। ଟୀକା ନେବା ପରେ ସାଧାରଣତଃ ମାଂସପେଶୀ ରେ ଯନ୍ତ୍ରଣା ରହିଥାଏ ଓ ବ୍ୟାୟାମ କରିବା ଦ୍ଵାରା ଏହା ଅଧିକ ହୋଇଥାଏ । ଟୀକା ନେବା ର ଦୁଇ ତିନି ପରେ ଆପଣ ପୁଣିଥରେ ବାୟମ କରି ପାରିବେ ।

4- ଟୀକା ନେବା ପରେ ପାଣି ପ୍ରଚୁର ପିଇବା ଉଚିତ୍ କାରଣ ଟୀକା ନେବା ପରେ ଶରୀର କୁ ହାଇଡ୍ରେଟ ରଖିବା ନିହାତି ଜରୁରୀ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।