Odisha News Portal

ଦେଖନ୍ତୁ Shocking ଭିଡ଼ିଓ : କରୋନା ଠାରୁ ରକ୍ଷା ପାଇବା ପାଇଁ ନିଆଁ ଗିଳିଦେଲେ ମହିଳା, ତା’ ପରେ ଦେଖନ୍ତୁ କ’ଣ ହେଲା ଅବସ୍ଥା…

ସମଗ୍ର ବିଶ୍ୱରେ ବର୍ତ୍ତମାନ କରନା ଭାଇରସ ଆତଙ୍କ ସୃଷ୍ଟି କରିଛି। ତେବେ ଗତ ବର୍ଷ ଅପେକ୍ଷା ଏହି ବର୍ଷ କରନା ଭାଇରସ ଅତି ଭୟାବହ ରୂପ ଧାରଣ କରିଛି। ଏ ବର୍ଷ କରନା ଯୋଗୁଁ ଅଧିକ ଲୋକ ମରୁଛନ୍ତି, ବର୍ତ୍ତମାନ ଦେଶରେ ଏପରି ସ୍ଥିତି ଉପୁଜିଛି ଯେ , ଲୋକଙ୍କୁ ସମସାନରେ ମଧ୍ୟ ଜାଗା ମିଳୁନାହିଁ। ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ କରନାରେ ସଂକ୍ରମିତ ହେଉଛନ୍ତି। ଏବଂ ହଜାର ହଜାର ଲୋକ ପ୍ରତ୍ୟେକ ଦିନ ମରୁଛନ୍ତି। ବର୍ତ୍ତମାନ କରାନାର ଦ୍ୱିତୀୟ ଲହରୀ ଚାଲିଛି, ଦ୍ୱିତୀୟ ଲହରୀ ଏତେ ଭୟଙ୍କର ଯେ ଲୋକ ମାନେ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି। ମନୁଷ୍ୟ ଶରୀରରେ ଅକ୍ସିଜେନ ମାତ୍ରକୁ କମି ଦେଉଛି, ଯଦି ୯୦ ରୁ କମ ଅକ୍ସିଜେନ ତାହାଲେ ରୋଗୀକୁ ଅକ୍ସିଜେନ ଦରକାର ହେଉଛି।

ତେବେ ଲୋକ ମାନେ କରନା ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ଅନେକ ଉପୟ ଅବଲମ୍ବନ କରୁଛନ୍ତି। ତେବେ ପ୍ରତ୍ୟେକ ଦିନ କିଛି ନା କିଛି ଖବର ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ଏପରି କିଛି ଖବର ଶୁଣିବାକୁ ମିଳୁଛି, ଯାହାକି ଜଣେ ମହିଳା କରନା ଭଲ ହେବା ପାଇଁ ନିଆଁ ପାଟିରେ ପୁରେଇ ଦେଇଛନ୍ତି। ତେବେ ମହିଳାଙ୍କ ଏପରି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଆପଣ ମାନେ ଦେଖିଥିବେ ଯେ ବର୍ତ୍ତମାନ ଲୋକେ କରନା ସଂକ୍ରମଣ ରୁ ନିଜକୁ ରକ୍ଷା କରିବା ପାଇଁ ଗରମ ବାମ୍ଫ ନେଉଛନ୍ତି କିମ୍ବା ଗାଢ଼ା ନେଉଛନ୍ତି। ଏଭଳି କ୍ଷେତ୍ରରେ ଜଣେ ମହିଳାଙ୍କ ଏପରି ଗାଢ଼ା ନେବା ପରିବର୍ତ୍ତେ ସେ ଏକ ଚେୟାର ଉପରେ ବସିଛନ୍ତି ଏବଂ ଟେବୁଲ ଉଳରେ କିଛି ନିଆଁ ରଖିଛନ୍ତି। ନିଜେ ଏକ ବୁଦ୍ଧି ଖଟାଇ ଭାଇରସ କୁ ମୂଳରୁ ମାରିବା ପାଇଁ ନିଜ ପାଟିରେ ଚାମଚ ରେ ଗୋଟିଏ ପରେ ଗୋଟିଏ ନିଆଁ ଭର୍ତ୍ତି କରିଦେଇଥିବାର ଦୃଶ୍ୟ ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ମହିଳାଙ୍କ ଏଭଳି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡ଼ିଓ ଟିକୁ ଜଣେ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ନିଜ ଟୁଇଟର ଆକାଉଣ୍ଟ ରେ ପୋଷ୍ଟ କରିଥିଲେ। ଏବଂ ସେ ଲେଖିଥିଲେ, ଏଭଳି ନିଆଁ କୁ ନଖାଇ , ଲୁଣ ପାଣି କୁଳି କରିପାରିବେ କିମ୍ବା ହଳଦୀ କ୍ଷୀର ପିଇ ପାରିବେ ଏପରି କଲେ କରନା ସଂକ୍ରମଣ ହେବାର ସମ୍ଭାବନା ବହୁତ କମ। ତେବେ ଦର୍ଶକ ବନ୍ଧୁ ଆପଣ ଯଦି କରନା ପଜେଟିବ ଅଛନ୍ତି, ତାହାଲେ ଆପଣ ଭାଙ୍ଗି ନ ପଡି ମନବଳ ଦୃଡ଼ କରନ୍ତୁ, ଏବଂ ଯଦି ୯୦ ରୁ କମ ଅକ୍ସିଜେନ ରହୁଛି ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରନ୍ତୁ, ଜମା ଭୟଭୀତ ହୁଅନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।