Odisha News Portal

Breking News – କରୋନା ପାଇଁ ନାଗେଶ ଙ୍କ ପରିବାର କୁ ଆସିଲା ଦୁଖଦଃ ଖବର, ଚାରିଆଡେ ଖେଳିଗଲା ଶୋକର ଛାୟା…

ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ଭାଇରସ ସହିତ ଲଢେଇ କରୁ ଅଛି । ତେବେ ଏହି ଭାଇରସ ଟି ଚୀନ୍ ଦେଶ ରୁ ଆସି ସମସ୍ତ ବିଶ୍ଵ କୁ ବ୍ୟାପି ଯାଇ ଅଛି । ଏହି ଭାଇରସ ରେ ଭାରତ ବହୁତ୍ ପରିମାଣ ରେ ମଧ୍ୟ ସଂକ୍ରମିତ ହୋଇ ରହିଛି।, ଏହି ଭାଇରସ ଟି ମାର୍ଚ୍ଚ ମାସ ରୁ ଚିହ୍ନଟ ହେବା ସତ୍ୱେ ମଧ୍ୟ ଆଜି ଯାଏ ଏହାର କୌଣସି ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇ ପାରି ନାହିଁ । ଅନେକ ଲୋକ ଏହି ଭାଇରସ ରେ ମୃତ୍ୟୁ ବରଣ କରି ସାରିଲେଣି।

ପ୍ରତିଦିନ ପ୍ରତି ମୁହୁର୍ତ୍ତ ରେ ଏମିତି ଭିଡ଼ିଓ ସାମ୍ନା କୁ ଆସୁଛି ଯାହା ଜଣାଇ ଦେଉଛୁ ଯେ ଏହି କରନା ଭାଇରସ ଟି କେତେ ଭୟଙ୍କର ଅଟେ ଆଉ କେତେ ଭୟଙ୍କର ଏହାର ରୂପ ଅଟେ । ପ୍ରତି ମିନିଟ ରେ କେହି ନା ନିଜ ଲୋକ ଙ୍କୁ ହରାଇ ଅଛନ୍ତି । ପ୍ରତିଦିନ ଏହି କରନା ଭାଇରସ ରେ ମୃତୁ ବରଣ କରିଥିବା ଲୋକ ମାନଂକ ର ଏମିତି ସବୁ ଭିଡ଼ିଓ ସାମ୍ନା କୁ ଆସୁଛି ଯାହା ଜଣାଇ ଦେଉଛୁ ଏହା କେତେ ଭୟଙ୍କର ଅଟେ କେଉଁଠି ଶବ ଦାହ କରିବା ପାଇଁ ଲୋକ ମାନଙ୍କୁ ଚାଖଣ୍ଡେ ଭୂଇଁ ମିଳୁ ନାହିଁ ତ ଆଉ କେଉଁଠି ବାପା ର ସବ କୁ ଝିଅ ଛୁଇଁ ପାରୁନାହିଁ କେଜାଣି କେତେ ଜୀବନ ନେବ ଏହି ଭାଇରସ । ତେବେ ଏହି ସବୁ ମଧ୍ୟରେ ପୁଣି ଥରେ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହା ଜଣାଇ ଦେଉଛୁ ଏହି ଭାଇରସ କେତେ ଭୟଙ୍କର ଅଟେ।

ଏହି ଭିଡ଼ିଓ ଟି ମାୟା ସିରିଏଲ୍ ରେ ମୁଖ୍ୟ ଅଭିନେତା ଭାବେ ଅଭିନୟ କରୁଥିବା ନଗେସ ଙ୍କ ର ଅଟେ । ଯେଉଁଠି ସେ କରନା ରେ ହରାଇ ଥିବା ନିଜ ଲୋକ ମାନଙ୍କ ବିଷୟ ରେ କହିଛନ୍ତି। ନଗେସ କାନ୍ଦି କାନ୍ଦି କରନା ଭାଇରସ ରୂପ କେତେ ଭୟଙ୍କର ଜଣାଇ ଅଛନ୍ତି । ଧାରାବାହିକ ର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଭିଷେକ କରନା ରେ ମୃତ୍ୟୁ ବରଣ କରିଛନ୍ତି ଯାହା ତାଙ୍କୁ ଗଭୀର ଆଘାତ ପହଞ୍ଚାଇ ଅଛି । ଏହା ସହିତ ସେ ଆହୁରି କହିଛନ୍ତି ଏହି କରନା ଭାଇରସ ରେ ତାଙ୍କର ଅନେକ ନିଜର ଲୋକ ମୃତ୍ୟୁ ବରଣ କରି ସାରିଲେଣି।

କେଜାଣି କରନା ଆହୁରି କେତେ କଣ ରୂପ ଦେଖାଇବ । ଏହା ସହିତ ଭିଡ଼ିଓ ରେ ସେ ଲୋକ ମାନଙ୍କୁ ଘରେ ରହି ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । କାରଣ ଚାରିଆଡ଼େ କେବଳ କରନା ରେ ହେଇଥିବା ମୃତ୍ୟୁ ର ତାଣ୍ଡବ ବିଷୟ ରେ ଶୁଭୁଚି । କାନ୍ଦି କାନ୍ଦି ନଗେସ କହିଛନ୍ତି ମୁ ଯେତେ ବି ନିଜକୁ ଦୃଢ଼ ରଖିବା ପାଇଁ ଚେଷ୍ଟା କରୁଛି ମୁଁ ପାରୁନାହିଁ , ଅଭିଷେକ ଭାଇ ଙ୍କ ହସ ହସ ମୁହଁ ମୋ ସାମ୍ନା ରେ ନାଚି ଉଠୁଛି । ଏହା ସହିତ ଜଣେ ନିଜର ଲୋକ ମରିଗଲେ କେତେ କଷ୍ଟ ହୁଏ ସେ କହିଛନ୍ତି ଓ କାନ୍ଦି କାନ୍ଦି ସମସ୍ତଙ୍କୁ ଘରେ ରହି ଓ ମାସ୍କ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।