Odisha News Portal

ଦେଖନ୍ତୁ Shocking ଭିଡ଼ିଓ – କରୋନା ସଂକ୍ରମଣରେ ଆକ୍ରାନ୍ତ ପରେ ମେଡିକାଲ୍ ରେ ଅବ୍ୟବସ୍ଥା ଭିଡିଓ କରି ଯୁବକ ଜଣଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ସାହାଯ୍ୟ ପାଇଁ କରିଥିଲେ ଅନୁରୋଧ, କିନ୍ତୁ ଶେଷରେ….

କୋରନାର ସଂକ୍ରମଣ ଧୀରେ ଧୀରେ ଭୟାନକ ପରିସ୍ଥିତି ଉପୁଜିଲାଣି କାରଣ ପ୍ରତ୍ୟେକ ମୂହୁର୍ତ୍ତରେ ଅନେକ ଲୋକମାନଙ୍କୁ ଜୀବନ ହରାଇବାକୁ ପଡୁଛି । କୋରନାର କରାଳ ଛାୟା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ଭାରତରେ ଏହା ଉଗ୍ର ରୂପ ଧାରଣ କରିବାକୁ ଯାଉଛି ଏବଂ କୌଣସି ମତେ ଥମିବାର ନା ଧରୁନାହିଁ କୋରନା ସଂକ୍ରମଣ ବରଂ କୋରନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି । ଗତ ମାର୍ଚ୍ଚ ମାସ ଅପେକ୍ଷା ଏପ୍ରିଲ ମାସରେ ଅଧିକ ସଂକ୍ରମଣ ରହିବା ସହ ସକ୍ରିୟ କେଶ ମଧ୍ୟ ଅଧିକ ରହିଛି । ବର୍ତ୍ତମାନ ସମୟରେ ପ୍ରତ୍ୟେକ କୋରନା ରୋଗୀ ନିଜ ଜୀବନ କୁ ବଞ୍ଚାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ।

ବର୍ତ୍ତମାନ ସମୟରେ କୋରନା ଭୂତାଣୁ ତାର ବିରାଟ କାୟା ବିସ୍ତାର କରିବାରେ ଲାଗିଛି , ସେଥିପାଇଁ କୋରନା କଟକଣା ଦୃଢ ହେବାରେ ଲାଗିଛି । କିଛି ରାଜ୍ୟରେ କୋରନା ର ସଂକ୍ରମଣ ଏତେ ଅଧିକ ରହିଛି ଯେ , ସେଠାରେ ଯେଉଁଭଳି ଚିକିତ୍ସା ଏବଂ ଅମ୍ଳଜାନ ଅଭାବରୁ ଲୋକମାନେ ମୃତ୍ୟୁବରଣ କରୁଛନ୍ତି । ସେହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ଏବଂ ଆପଣଙ୍କ ଛାତି ଥରି ଉଠିବ । କେରନାରୁ ନିଜକୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତ୍ୟେକ ସମୟରେ କୋରନା ରୋଗୀ ମାନେ ସଂଗ୍ରାମ କରି ଚାଲିଛନ୍ତି । କୋରନା ସଂକ୍ରମଣ ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେବଳ ଗୋଟିଏ ରାସ୍ତା ଆମେ ମାନେ ଘରେ ରହିବା , ସଚେତନ ରହିବା ଏବଂ ସରକାରଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପକୁ ପାଳନ କରିବା ।

ତେବେ ଯାଇ ଆମେ କୋରନା ଭଳି ଭୟାନକ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖି ପାରିବା । ଏହି ସମୟରେ ଅନେକ ସ୍ଥାନରୁ ଏମିତି କିଛି ଚିତ୍ର ଦେଖିବାକୁ ମିଳୁଛି , ଯାହା ଆପଣ ମାନେ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ । ଏହି ସମୟରେ ଦେଦାସ୍ ରୁ ଆସିଛି କିଛି ଏକ ଦୁଃଖଦାୟକ ଖବର , ଏହି ଭିଡିଓରେ ଜଣେ ଯୁବକ ତାଙ୍କର ଦୁଃଖଭରା ବାର୍ତ୍ତା ଦେଇଛନ୍ତି ମରିବା ପୂର୍ବରୁ । ସେହି ଯୁବକର କୋରନା ସଂକ୍ରଣରେ ମୃତ୍ୟୁ ଘଟିଛି । ତାଙ୍କୁ କୌଣସି ମେଡିକାଲ କଲେଜରେ ଚିକିତ୍ସା କରାଯାଉ ନାହିଁ ଏବଂ ତାଙ୍କୁ ଶ୍ୱାସକ୍ରିୟାରେ ବହୁତ କଷ୍ଟ ହେଉଛି । କୌଣସି ପ୍ରକାର ମେଡିସିନ ଏବଂ ଇଞ୍ଜେକସନ ମଧ୍ୟ ଦିଆଯାଉ ନାହିଁ ।

ମେଡିକାଲରେ ତାଙ୍କର ଅବ୍ୟବସ୍ଥା କାରଣରୁ ତାଙ୍କର ଜୀବନ ଯିବାକୁ ବସିଲାଣି । ଏଥିପାଇଁ ସେ ଏକ ଭିଡିଓ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଥିଲେ କି ସେ ବଞ୍ଚିବାପାଇଁ ଚାହୁଛନ୍ତି ଏବଂ ତାଙ୍କର ମରିବାକୁ ଇଚ୍ଛା ନାହିଁ । ଏଭଳି ଏକ ଭାବାପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଖବର ଯେତେବେଳେ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଖରେ ପହଞ୍ଚିଥିଲା ସେତେବେଳେ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କର୍ମୀ ମାନେ ପହଞ୍ଚିଥିଲେ , ସେତେବେଳେ ତାଙ୍କର ଜୀବନ ଚାଲି ଯାଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।