Odisha News Portal

କୋଷ୍ଠକାଠିନ୍ୟ ( Constipation ) କେମିତି କରିବେ ଦୂର ? | Dr. Alekya Singapore

ହଁ ଦର୍ଶକ ବନ୍ଧୁ ଘରେ ଘରେ ଏବେ ଗୋଟିଏ ରୋଗ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ମାନଙ୍କ ଠାରେ ବି ଦେଖିବାକୁ ମିଳୁଛି ତାହା ହେଉଛି କଷ୍ଟକଠିନ୍ୟ , ଆଉ ବେଳେ ବେଳେ ଅର୍ଶ ଆଉ କଷ୍ଟକଠିନ୍ୟ ଏତେ ଜୋର ହୋଇଥାଏ କି ଆମେ ମଳତ୍ୟାଗ ପାଇଁ ଗଲା ବେଳେ ବ୍ଲଡ଼ ମଧ୍ୟ ପଡିଥାଏ |ଯାହା ଆମକୁ ବହୁତ କଷ୍ଟ ମଧ୍ୟ ହୋଇଥାଏ | ତାହା ବ୍ୟତୀତ ଜଣେ ଜଣଙ୍କର ଅର୍ଶ ବୋଳି ମଧ୍ୟ ବାହାରି ପଡିଥାଏ |ତେବେ ଆସନ୍ତୁ ଆଜି ଜାଣିବା ଏହି କଷ୍ଟକଠିନ୍ୟ ଭଳି ରୋଗର ଲକ୍ଷଣ ଆଉ କାରଣ ଗୁଡିକ ବିଷୟରେ

ଅର୍ଶ ବା ମଳକାଷ୍ଟା ରୋଗର ଲକ୍ଷଣ ଗୁଡିକ କଣ :-

ତେବେ ଆପଣଙ୍କୁ ଯଦି ଅର୍ଶ ଆଉ ମଳକାଠିନ୍ୟ ଭଳି ରୋଗ ହୋଇଥାଏ ତାହେଲେ ଆମେ ମାନେ ଝାଡା ଗଲା ବେଳେ ଆମର ଝାଡା ଦ୍ୱାର ରୁ ରକ୍ତ ପଡିବ | ତାହା ସହିତ ମଳକାଷ୍ଟା ରେ ମଳ ଦ୍ଵାରରେ ଛୁଞ୍ଚି ଫୁଡ଼ିଲା ଭଳି ଲାଗିବ, ତାହା ସହିତ, ଆମର ଝାଡା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ହେବ ନାହିଁ |
ସାଧାରଣତଃ 45 ବର୍ଷର ବୃଦ୍ଧ ମାନଙ୍କର ଝାଡା କ୍ଲିୟର ନ ହେବା, ଝାଡା ରେ ରକ୍ତ ପଡିବା, ଓଜନ ହ୍ରାସ ପାଇବା ଭୋକ ନ ହେବା ଭଳି ସମସ୍ୟା ଦେଖା ଗୋଟେ ଆମେ ତାହାକୁ ସିରିୟସ ଷ୍ଟେଜ ବା ସେଇଟା ଅର୍ଶ ହେବାର ଲକ୍ଷଣ ବୋଲି ମାନିଥାଉ |

କଷ୍ଟକଠିନ୍ୟ ରୋଗର କାରଣ :-

ତେବେ ଏହି ରୋଗର କାରଣ ମଧ୍ୟ ଆମେ ନିଜେ ହେଇଥାଉ | ତେବେ ଆମର ଖାଦ୍ୟ ଓ ପେୟ ଏହା ଉପରେ ବିଶେଷ ଭାବରେ ପ୍ରଭାବ ପକାଇଥାଏ |ତାହା ବ୍ୟତୀତ କମ ପାଣିର ସେବନ, ସବୁବେଳେ ନିଶା ଦ୍ରବ୍ୟ ର ସେବନ, ତାହା ଛଡା ନନ ଭେଜ ଖାଦ୍ୟ ର ଅଧିକ ବ୍ୟବହାର, ତେଲିଆ ଖାଦ୍ୟ , ବଜାରରୁ ମିଳୁଥିବା ଜଙ୍ଗ ଫୁଡ ର ସେବନ ମଧ୍ୟ ଏହିଭଳି ରୋଗର କାରକ ଗୁଡିକ ହୋଇଥାଏ | ତେବେ ସେଥିପାଇଁ ଆମେ ଆମ ଶରୀରରେ କଲେଷ୍ଟେରଲ ର ଟେଷ୍ଟ କରିକି ମଧ୍ୟ ଆମେ ଏହି ଭଳି କଷ୍ଟକଠିନ୍ୟ ଭଳି ରୋଗ ହୋଇଛି କି ନାହିଁ ଜାଣି ପରିବା |

କଷ୍ଟକଠିନ୍ୟ ଭଳି ରୋଗ ର ଚିକିତ୍ସା :-

ତେବେ ଆମେ କଷ୍ଟକଠିନ୍ୟ ଭଳି ରୋଗ ଥିଲେ ଆମେ ପ୍ରଥମେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା, ତାହା ସହିତ ଦିନକୁ 2-3 ଲିଟର ନିହାତି ପାଣି ପିଇବା ଆବଶ୍ୟକ ହୋଇଥାଏ | ତାହା ଛଡା ଯଦି ଡାଇବେଟିସ ବା ଥାଇରଏଡ ଭଳି ରୋଗ ଥାଏ ତେବେ ତାହାକୁ ଟେଷ୍ଟ କରିକି ସେହି ଅନୁସାରେ ଚିକିତ୍ସିତ ହେବା ଆବଶ୍ୟକ ହୋଇଥାଏ | ଏହା ଛଡା ଦୌନିକ ଏକସେସାଇଜ କରନ୍ତୁ | ତେବେ ସେମିତି ଯଦି ହେଉନି ତ ତନ୍ତୁ ଜାତୀୟ ଖାଦ୍ୟକୁ ଗୁଣ୍ଡ କରିକି ବ୍ୟବହାର କରନ୍ତୁ ଏହା ଛଡା ଡାକ୍ତର ଙ୍କର ପରାମର୍ଶ ମଧ୍ୟ ନେଇକି ଚିକିତ୍ସିତ ହୁଅନ୍ତୁ |

ତେବେ ଏହା ଥିଲା କଷ୍ଟକଠିନ୍ୟ ଭଳି ରୋଗ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।