Odisha News Portal

College ଭିତରେ ଶିକ୍ଷୟତ୍ରୀ ଙ୍କର ରସିକିଆ ଗୀତରେ ଜବରଦସ୍ତ hot ଡ୍ୟାନ୍ସ ଭାଇରାଲ… ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ଟେକ୍ନୋଲୋଜିର କାୟା ବିସ୍ତାର ଖୁବ ଜୋର ସୋର ଭାବରେ ବଢି ବଢି ଚାଲିଛି। ଟେକ୍ନୋଲୋଜିର ମହାଦାନ ହେଉଛି ସୋସିଆଲ ମିଡ଼ିଆ। ସୋସିଆଲ ମିଡିଆରେ ବର୍ତ୍ତମାନ ଛୋଟ ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି ଓ ସେଥିରେ ସେମାନେ ଅନେକ ପ୍ରକାରର ଭିଡ଼ିଓ କରି ପୋଷ୍ଟ କରି ଥାଆନ୍ତି। ବର୍ତ୍ତମାନର ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ଖୁସି ଲାଗିବା ସହିତ ବହୁତ ଆନନ୍ଦ ମଧ୍ୟ ଲାଗିଥାଏ। ଯଦି ସେହି ଭିଡ଼ିଓ ମଧ୍ୟରୁ ନାଚୁ ଥିବାର ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ତା’ହେଲେ ମନ ଖୁସିରେ ଉତଫୁଲିତ ହୋଇ ଯାଇଥାଏ। ବର୍ତ୍ତମାନ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଭିଡ଼ିଓ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଭିଡ଼ିଓ ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଖୁସି ଅନୁଭବ କରିବେ। ତାହା ହେଉଛି କଲେଜ ଭିତରେ ଶିକ୍ଷୟତ୍ରୀ ଜଣଙ୍କ ଜବରଦସ୍ତ ଗୀତରେ ନାଚୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୁର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଜଣେ ଶିକ୍ଷୟତ୍ରୀ କଲେଜ ଭିତରେ ଖୁବ ସୁନ୍ଦର ଭାବରେ ନାଚୁ ଥିବାର ଦେଖିବା ପାଇଁ ମିଳିଛି। କଲେଜରେ ଭୋଜିର ବ୍ୟବସ୍ତା କରା ଯାଇ ଥିଲା ଓ ସେହି ସମୟରେ ଶିକ୍ଷୟତ୍ରୀଙ୍କୁ ସମସ୍ତେ ଅନୁରୋଧ କରିବାରୁ ଶିକ୍ଷୟତ୍ରୀ ନାଚିବା ଆରମ୍ଭ କରିଦେଲେ। ତେବେ ଏହି ଶିକ୍ଷୟତ୍ରୀ ନୀଳ ରଙ୍ଗର ଶାଢୀ ପିନ୍ଧି ଟିପି ଟିପି ବର୍ଷା ପାଣିରେ ନାଚୁଛନ୍ତି। ସେ ନାଚୁ ଥିବା ସମୟରେ ବହୁତ ସୁନ୍ଦର ଲାଗୁଛନ୍ତି। ସେ ଗୀତର ମଜା ନେଇ ଗୀତର ତାଳେ ତାଳେ ନାଚୁଛନ୍ତି। ଶିକ୍ଷୟତ୍ରୀଙ୍କ ଏଭଳି ନାଚକୁ ଦେଖି ସେଠାରେ ଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ ବହୁତ ଖୁସି ହେବା ସହିତ ତଳି ମାରି ଖୁବ ଜୋର ଚିତ୍କାର କରୁଛନ୍ତି।

ତେବେ ଶିକ୍ଷୟତ୍ରୀଙ୍କ ଏହି ଭିଡ଼ିଓକୁ କେହି ସେମାନଙ୍କ ମଧ୍ୟରୁ କେହି ଜଣେ ନିଜ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ହଜାର ହଜାର ଲୋକ ମାନେ ଦେଖି ସାରିଲେଣି। ଏହି ଭିଡ଼ିଓଟିକୁ ଦେଖି ଲୋକ ମାନେ ଶିକ୍ଷୟତ୍ରୀଙ୍କୁ ପସନ୍ଦ କରିବା ସହିତ ତାଙ୍କ ନାଚକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ତେବେ ବର୍ତ୍ତମାନ ସେ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି। ଶିକ୍ଷୟତ୍ରୀଙ୍କ ଏଭଳି ଭାବରେ ନାଚିବାର ଶୈଳୀ ଯେ କେହି ବି ଦେଖିଲେ ଖୁସି ହେବା ସହିତ ବହୁତ ମଧ୍ୟ ଆନନ୍ଦିତ ମଧ୍ୟ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।