College ଭିତରେ ପ୍ରଥମେ ଶିକ୍ଷୟତ୍ରୀ ଙ୍କୁ Propose ମାରିଲେ ଆଉ ତା’ ପରେ କଲେ ଜବରଦସ୍ତ hot ଡ୍ୟାନ୍ସ… 96 Miliion ରୁ ଅଧିକ ଲୋକ ଦେଖି ସାରିଲେଣି…

ଏମିତି ଭିଡ଼ିଓ ବେଳେ ବେଳେ ନଜରରେ ଆସୁଛି ତାହା ସମସ୍ତଙ୍କୁ ଚମକାଇ ଦେଇଥାଏ।ଆଉ ଭାରତ ଡିଜିଟାଲ ହେବା ପରଠାରୁ ଏହିଭଳି ଭିଡ଼ିଓକୁ ସହଜରେ ଦେଖିବାରେ ସମ୍ଭବ ହୋଇ ପାରୁଛି। ଆଉ ଏମିତି ଘଟଣା ଅନେକ ସମୟରେ ନଜରରେ ଆସିଥାଏ। କିଛି ଘଟଣା ଅଛି ଯାହାର କିଛି ରହସ୍ୟ ରହିଥାଏ ଏବଂ ଆଉ କିଛି ତାହା କିଛି ଶିକ୍ଷା ଦେଇଥାଏ ହେଲେ ଏଠାରେ ଜଣେ ଯୁବକ ନିଜ ଶିକ୍ଷୟତ୍ରୀ ଆଗରେ ଯେଉଁଭଳି ଡ୍ୟାନ୍ସ କରୁଛନ୍ତି ତାହାକୁ ଦେଖିବା ପରେ ଜାଣି ପାରିବେ। ତେବେ ଆସନ୍ତି ଜାଣିବା ସେ ସମ୍ପର୍କରେ।

ଏହି ସମୟରେ ଘଟଣା ଏକ ଦେଖିବାକୁ ମିଳୁଛି ଯେଉଁଠି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଏଠାରେ ଜଣେ ପିଲାର ଏମିତି ଡ୍ୟାନ୍ସ ଶିକ୍ଷାନୁଷ୍ଠାନ ର ଶିକ୍ଷୟତ୍ରୀ ମଧ୍ୟ ଖୁସି ହୋଇ ଯାଇଥିଲେ। ଆଉ ଅଧିକାଂଶ ସମୟରେ ଅଧିକ ଲୋକ ଗୀତ ଠାରୁ ନାଚ କୁ ବେଶୀ ପସନ୍ଦ କରି ଥାଆନ୍ତି। ଆଉ ଏମିତି ଭିଡ଼ିଓ କୁ ଦେଖିବା ପରେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି ଏବଂ ଏହାକୁ ଅନେକ ମଧ୍ୟ ଶେୟାର କରିଥିବାର ନଜରରେ ଆସୁଛି। ଆଉ ଆମେ ନାଚ କୁ ଦେଖିବା ପରେ ନିଜକୁ ନିୟନ୍ତ୍ରଣ କରି ନ ପାରି ସଂଗେ ସଂଗେ ପାଦ ଉଠି ଯାଇଥାଏ। ଆଉ ଆମକୁ ସାଧାରଣତଃ ଡ୍ୟାନ୍ସ ଦେଖିଲେ ଏତେ ମନୋହର କରିଥାଏ ଯାହା ପରବର୍ତ୍ତୀ ସମୟରେ ଆମକୁ ସେଠାରୁ ଆସିବାକୁ ମନ ହୋଇ ନଥାଏ।

ଆଉ ଏହିଠାରେ ଏମିତି ଏକ ଘଟଣା ଯେଉଁଠାରେ ଜଣେ ଛାତ୍ରର ଡ୍ୟାନ୍ସ ଶିକ୍ଷାନୁଷ୍ଠାନ ରେ ସମସ୍ତେ ଛାତ୍ର ଓ ଛାତ୍ରୀ ଦେଖୁଛନ୍ତି ଆଉ ତା ପରେ ଯାହା ହୋଇଛି ଭିଡ଼ିଓ ଦେଖିବା ପରେ ସବୁ ଜାଣି ପାରିବେ। ଆଉ ତାଙ୍କର ନାଚ ରେ ସମସ୍ତେ ଝୁମି ଯାଇଛନ୍ତି। ଆଉ ଯୁବକର ଏହିପରି ଡ୍ୟାନ୍ସ ଯାହାକୁ ଦେଖିବା ପରେ କଲେଜର ସମସ୍ତେ ତାଳି ମାରି ଉତ୍ସାହିତ କରି ଥିବାର ଦେଖୁବାକୁ ମିଳିଛି। ଆଉ ତାଙ୍କର ଏମିତି ପ୍ରତିଭା ଯାହା ସମସ୍ତଙ୍କୁ ବିମୋହିତ କରି ଦେଇଛି। ଆଉ ଏମିତି ଭିଡ଼ିଓ କୁ ରିଲ କରି ଅଧିକାଂଶ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଦେଖିବାକୁ ମିଳିଥାଏ। ଆଉଏହିପରି ଏକ ଭିଡ଼ିଓ ଏବେ ସେହି କଲେଜ ରେ ଦେଖା ଯାହାର ଡ୍ୟାନ୍ସ ଏକ ନିଆରା ରହିଥିଲା।

ଆଉ ଏହିପରି ଘଟଣା ଏକ କଲେଜ ରେ ଦେଖା ଯାଇଛି ଯାହାର କିଛି ଭିଡ଼ିଓ କୁ ସୋସିଆଲ ମିଡ଼ିଆରେ ଛାଡି ଦିଆ ଯାଇଛି। ଏହାକୁ ଦେଖିବା ପରେ ଅନେକ ମଧ୍ୟ ଶେୟାର କରିବାକୁ ଭୁଲି ନାହାଁନ୍ତି। ଯୁବକର ଏମିତି ନାଚ ତାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ତେବେ ଘଟଣାଟି ଏକ କଲେଜ ରେ ଯେଉଁଠାରେ ଗୋଟିଏ ପ୍ରୋଗ୍ରାମ ହୋଇଥିଲା ସେହିଠାରେ ପିଲାଟି ନିଜର ପ୍ରତିଭା କୁ ଦେଖେଇଥିଲା ଯାହାର ଭିଡ଼ିଓ ଏବେ ଭାଇରଲ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment