Odisha News Portal

କଲଜରେ ଏଭଳି କାମ କରି ଧରା ପଡିଲେ କଲେଜ ଛାତ୍ରୀ , ଏବେ ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି

ଆଜିର ଜେନେରେସନର ପିଲାମାନେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉ ନାହାନ୍ତି ଏବଂ ପାଠ ପଢିବା ସମୟରେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ପ୍ରତ୍ୟେକ ବାପା ମାଆ ନିଜ ସନ୍ତାନ ମାନଙ୍କୁ ବଡ ମଣିଷ କରିବା ପାଇଁ ଅନେକ ଚେଷ୍ଟା କରିଥାନ୍ତି । ସେମାନେ ଅନେକ କଷ୍ଟ ପରିଶ୍ରମ କରି ତାଙ୍କ ପିଲା ମାନଙ୍କୁ ବଡ ମଣିଷ କରିବା ପାଇଁ ପ୍ରୟାସ କରିଥାନ୍ତି । କିନ୍ତୁ ଏମିତି କିଛି ପିଲା ରହିଛନ୍ତି ଯେଉଁମାନେ ନିଜ ଭବିଷ୍ୟତ ଗଢିବା ପାଇଁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ବିଦ୍ୟାଳୟ ଏକ ବିଦ୍ୟାର ଭଣ୍ଡାର ହୋଇଥାଏ ଏବଂ ପିଲାମାନେ ନିଜ ଭବିଷ୍ୟତ ଗଢିବା ପାଇଁ ସେଠାକୁ ଯାଇଥାନ୍ତି । କିନ୍ତୁ ଆହୁରୀ କେତେକ ପିଲାମାନେ ରହିଛନ୍ତି ଯେଉଁମାନେ ପାଠପଢା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟ ମଧ୍ୟ କରିଥାନ୍ତି ।

ଏହା କେବଳ ପୁଅ ପିଲାମାନଙ୍କ ଠାରେ ଦେଖାଯାଏ ନାହିଁ ବରଂ ଝିଅ ମାନଙ୍କ ଠାରେ ମଧ୍ୟ ଦେଖାଯାଏ , ଏମିତି କିଛି ଦୃଶ୍ୟ ଏବେ ସୋସିାଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ସେହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ । ଘଟଣାଟି ହେଉଛି କିଛି ଝିଅମାନେ କଲେଜକୁ ପଢିବା ପାଇଁ ଯାଇଥିଲେ କିନ୍ତୁ ସେମାନେ କଲେଜରେ କ୍ଲାସ କରିବା ବଦଳରେ ସେମାନେ ମଦ ପିଇବାରେ ବ୍ୟସ୍ତ ରହିଛନ୍ତି । କିନ୍ତୁ ସେଥି ମଧ୍ୟରୁ ଗୋଟିଏ ପିଲା ଏହାର ଫୋଟ ଉଠାଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରତ୍ୟୋକ ବାପା ମାଆ ସେମାନଙ୍କର ପୁଅ ବା ଝିଅମାନଙ୍କୁ ପାଠ ପଢିବା ଉଦ୍ଦେଶ୍ୟରେ ପଠାଇଥାନ୍ତି କିନ୍ତୁ ଏପରି କାର୍ଯ୍ୟ ସତରେ ବହୁତ ନିନ୍ଦନୀୟ ଅଟେ । ଯହା ଏବେ ଏକ ଶିକ୍ଷା ଅନୁଷ୍ଠାନରେ ଏପରି କାର୍ଯ୍ୟ କରିବା ଆଦୌ ଉଚିତ ହୋଇ ନଥାଏ । ଯାହା ଏହି ଝିଅ ପିଲା ମାନେ କରି ଦେଖାଇଛନ୍ତି କିନ୍ତୁ ଜାଣି ରଥିବା ଉଚିତ କି ଝିଅ ମାନେ ପଦ ମିଇବା ଖରାପ କଥା ନୁହେଁ କିନ୍ତୁ କଲେଜ ଯିବା ସମୟରେ ପିଇବା ବହୁତ ଖରାପ କଥା । ପିଲା ମାନଙ୍କର ଏପରି ବ୍ୟବହାର ବାପା ମାଆ ମାନଙ୍କର ମନରେ ଥିବା ଅନେକ ଆଶା ଭରାସକୁ ଭାଙ୍ଗି ଦେଇଥାଏ ।

ପ୍ରତ୍ୟେକ ବାପା ମାଆ ମାନେ ପିଲା ମାନଙ୍କୁ ନେଇ ମନରେ ଅନେକ ସ୍ୱପ୍ନ ଦେଖିଥାନ୍ତି ଏବଂ ସେମାନେ ବଡ ହେଲେ ବାପା ମାଙ୍କର ଅନେକ ନାଁ କରିବାର ଭାବିଥାନ୍ତି । କିନ୍ତୁ ପିଲାମାନଙ୍କର ଏପରି କାର୍ଯ୍ୟ ସେମାନଙ୍କ ମନରେ ଥିବା ଅନେକ ଭରସା ବା ଆକାକ୍ଷାଂକୁ ସବୁଦିନ ପାଇଁ ଦୂରେଇ ଦେଇଥାଏ । ସେଥିପାଇଁ ପ୍ରତ୍ୟେକ ପୁଅ ବା ଝିଅ ମାନେ ଶିକ୍ଷା ପୀଠରେ ଏପରି କାର୍ଯ୍ୟ କରିବା ପୂର୍ବରୁ ଅନେକ ଥର ଭାବିବା ଉଚିତ । କାରଣ ସେହି ସ୍ଥାନରେ ସମସ୍ତ ପିଲା ନିଜର ଭବିଷ୍ୟତକୁ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ଯାଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।