Odisha News Portal

କଲେଜ ପ୍ରେମୀ ଯୁଗଳ ଙ୍କ ଏହି ଅବସ୍ଥା,ତାପରେ ଯାହା ହେଲା ଆଶ୍ଚର୍ଯ୍ୟ ଲାଗିବ,ରାସ୍ତା ମଝିରେ ଚାଲିଛି ରାସ ଲୀଳା

ବର୍ତ୍ତମାନ ସମୟ ଆସିଛି ଆଧୁନିକ ଯୁଗ। ଏହି ସମୟରେ ମଣିଷ ଚନ୍ଦ୍ର ପୃଷ୍ଠରେ ଘର କରି ସାରିଲେଣି। ବର୍ଷ କୁ ଥରେ ନୂଆ ବର୍ଷ ଆସିଥାଏ ସେହିପରି ଆପଣ ମାନେ ଜାଣିଥିବେ ବର୍ଷରେ ଫେବୃୟାରୀ ମାସକୁ ପ୍ରେମିକ ପ୍ରେମିକା ମାସ ବୋଲି ସାଧାରଣତଃ କହିଥାଉ। କାରଣ ପ୍ରତ୍ୟେକ ବର୍ଷ ଫେବୃୟାରୀ ମାସର ଗୋଟିଏ ସପ୍ତାହ ସାରା ୭ ଦିନ ପ୍ରେମ ଆରମ୍ଭ ହୋଇଥାଏ।ଏହା ଗୋଲାପ ଦିନ ଠାରୁ ଆରମ୍ଭ କରି ଭଲେଣ୍ଟାଇନ ଦିନରେ ଶେଷ ହୋଇଥାଏ।ଏହି ଦିନରେ ଅନେକ ଲୋକ ଖୁସି ହୋଇ ଥାଆନ୍ତି।

ପ୍ରେମ ମାସର ପ୍ରଥମ ଦିନ ରୋଜ ଦେ ରୁ ଆରମ୍ଭ ହୋଇଥାଏ।ଏହି ପ୍ରେମ ସପ୍ତାହ ର ସବୁଠାରୁ ବଡ ଦିନ ହେଉଛି ଭଲେଣ୍ଟାଇନ ଡେ। ଏହି ଦିନ ମଡ଼ର୍ଣ୍ଣ ପ୍ରେମିକା ଓ ପ୍ରେମକ ମାନେ ପରସ୍ପର ସହ ମିଶିବାକୁ ବହୁତ ପସନ୍ଦ କରି ଥାଆନ୍ତି। ସେମାନେ ଏହି ଦିନ ରେ ସେଲିବ୍ରେସନ ପାଇଁ ବିଭିନ୍ନ ପ୍ରକାର ନିଷ୍ପତ୍ତି ନେଇ ଥାନ୍ତି ଯାହାକୁ ଜାଣିଲେ ସମସ୍ତଙ୍କର ମୁଣ୍ଡ ଖରାପ ହୋଇଯିବ।

ତେବେ ଏହି ଦିନରେ ସେମାନେ ଅଶୀଳ କାର୍ଯ୍ୟରେ ଲିପ୍ତ ରହି ଥାଆନ୍ତି।ବେଳେବେଳ ଦେଖାଯାଏ ଭଲେଣ୍ଟାଇନ ଦିନରେ ଗୋଟିଏ ଦଳ ଗଠନ କରାଯାଇଥାଏ।ଦଳ ର ମୁଖ୍ୟ କାର୍ଯ୍ୟ ରହିଥାଏ ପ୍ରେମୀ ଯୁଗଳ କୁ ଅଶୀଳ କର୍ଯ୍ୟରୁ ନିବୃତ୍ତ ରଖିବା ପାଇଁ।ଆଜିକାଲି ପ୍ରେମୀ ଯୁଗଳ ଙ୍କ କଥା ସାରା ଦୁନିଆ ଜାଣିଛି। ପ୍ରେମର ଅନ୍ୟ ନାମ ଶାରିରୀକ ସମ୍ପର୍କ ବା ଅଶୀଳ ସମ୍ପର୍କ ବୋଲି କହିପାରିବା।

ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରଲ ହେବାରେ ଲାଗିଛି ଯାହାକୁ ଜାଣିଲା ପରେ ଆପଣଙ୍କର ଏହି ମଡ଼ର୍ଣ୍ଣ ପ୍ରେମୀ ଯୁଗଳ ଙ୍କ ଉପରେ ଘୃଣା ଭାବନା ଆସିବ। ଏହି ଭିଡିଓ ଟି କେଉଁ ଜାଗାର ତାହା ଠିକ ଭାବରେ ଜାଣି ହେଉ ନାହିଁ କିନ୍ତୁ ଏହି ପ୍ରେମୀ ଯୁଗଳ କୌଣସି କଲେଜ ର ଛାତ୍ର ଓ ଛାତ୍ରୀ ବୋଲି ଡ୍ରେସ ରୁ ଜଣା ପଡୁଛି। ସେମାନେ ସମସ୍ତେ ଏବେ ବିଶୃଙ୍ଖଳ ହୋଇଗଲେଣି ସବୁ ରାସ୍ତା ଘାଟ ଦେଖୁ ନାହାଁନ୍ତି।

ଏହି ଭିଡିଓ ଟିରେ ୩ ଟି ପ୍ରେମୀ ଯୁଗଳ କଲେଜ ଡ୍ରେସ ପିନ୍ଧି ନିଛାଟିଆ ରାସ୍ତାରେ ଅଶ୍ଳୀଳ କାର୍ଯ୍ୟ କରିବାରେ ଲିପ୍ତ ଥିଲେ ଏବଂ ସେମାନେ ପରସ୍ପର ସହ କୁଣ୍ଢେଇବା ଏବଂ କିସ କରିବାରେ ଭିଡିଓ ରେ ନଜରକୁ ଆସିଥିଲେ। ତେବେ କେହି ଅଜଣା ବ୍ୟକ୍ତି ଘଟଣା କୁ କ୍ୟାମେରା ରେ ସବୁ ରେକର୍ଡ କରିଥିଲେ ଏବଂ ପରେ ଏହାକୁ ସୋସିଆଲ ମିଡିଆରେ ସବୁ ଭାଇରଲ କରିଥିଲେ ,ଯାହା ଏବେ ସମସ୍ତଙ୍କ ପାଖରେ ଘୁରି ବୁଲୁଛି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।