ବର୍ତ୍ତମାନ ସମୟ ପହଂଚିଛି ଆଧୁନିକ ଯୁଗ ଏବଂ ଏହି ସମୟରେ ମଣିଷ ଚନ୍ଦ୍ରରେ ଘର କରି ସାରିଲେଣି। ନୂଆ ନୂଆ ଟେକ୍ନୋଲୋଜି ର ଉଭାବନ ବଳରେ ମଣିଷ ମହାକାଶ ସମ୍ପର୍କରେ ଜାଣି ପାରୁଛନ୍ତି। ଟେକ୍ନୋଲୋଜି ଯୁଗରେ ମଣିଷ ଅଧିକ ଜ୍ଞାନ ଗ୍ରହଣ କରି ପାରୁଛନ୍ତି। ଏହି ବିଜ୍ଞାନ ଅଗ୍ରଗତି ରେ ମଣିଷର ସାଧାରଣତଃ ନିଜର ସ୍ଵଭାଵ,ବ୍ୟବହାର,ପରମ୍ପରା ସବୁ କିଛି ପରିବର୍ତନ ହୋଇ ଯାଉଛି। ତା ଚରିତ୍ର ଧୀରେ ଧୀରେ ବଦଳି ଯାଉଛି ଏବଂ ବିକୃତ ହୋଇ ଗଲାଣି।
ଏବେ ଯୁବ ପିଢ଼ି ମଧ୍ୟ ଏହା କବଳରୁ ବଂଚିତ ହୋଇ ପାରି ନାହାନ୍ତି। ଯୁବ ପିଢ଼ି ମାନଙ୍କର ଯୌବନ ବୟସ ଆସିଲା ପରେ ସେମାନେ ବେଳେ ବେଳେ ଭୁଲ କରି ବସିଥାନ୍ତି। ଯେଉଁ ଭୁଲ ପାଇଁ ପରେ ବହୁତ ଭାବିଥାଆନ୍ତି। ଏହି ଭଳି ଘଟଣା ବର୍ତ୍ତମାନ ସମୟରେ ବହୁତ ମାତ୍ରାରେ ଦେଖା ଦେଇଛି ଯାହା ପାଇଁ ସମାଜ କଳୁଷିତ ମଧ୍ୟ ହୋଇଗଲାଣି। ଆଜି ଆପଣଙ୍କୁ ଏମିତି ଘଟଣା ବିଷୟରେ କହିବୁ ଯାହା ଆପଣଙ୍କୁ ପୁରା ଚମକେଇ ଦେବେ ଆଉ କହିବେ ଏମିତି କେବେ କେହି କରିବେ ନାହିଁ। ଆସନ୍ତୁ ଜାଣିବା ସେ ବିଷୟରେ
ଜଣେ ଅଜଣା ଯୁବକ ସାଜିଲା ରୋଡ଼ ରୋମିଓ ଏବଂ ବୁଦ୍ଧି ମଧ୍ୟ ଶିଖିଲା ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଜଣେ କଲେଜ ଛାତ୍ରୀ କଲେଜ ଯାଉଥିବା ସମୟରେ ପ୍ରତ୍ୟେକ ଦିନ ଯୁବକ କମେଣ୍ଟ ମାରି ହଟହଟା କରୁଥିଲା। ଯୁବକ ଜଣଙ୍କ ହେଲେ କଟକ ଜିଲ୍ଲାର ଆଠଗଡ଼ ଅନ୍ତର୍ଗତ ତିଗିରିଆ ଅଂଚଳର। କଲେଜ ଛାତ୍ରୀ ଜଣଙ୍କ ବାରମ୍ବାର ମନା କରିବା ସତ୍ତ୍ୱେ ଅବମାନନା କରିଥିଲା ଯୁବକ। ପରେ ଛାତ୍ରୀ ଜଣଙ୍କ ତାଙ୍କ ଘରେ କହି ଦେଇଥିଲା। ସେମାନେ ଥାନାରେ ଜଣେଇଥିଲେ ଏବଂ ତାଙ୍କୁ ପୋଲିସ ଧରି ନେଇଥିଲା।
ଟାକୁବହୁତ କିଛି ପ୍ରଶ୍ନ ମଧ୍ୟ କରିଥିଲେ। ସେ ପ୍ରଥମେ କିଛି ମାନି ନଥିଲା ଏବଂ ତାକୁ ବହୁତ ଉତ୍ତମ ଦେଲା ପରେ ସେ ପାଟି ରୁ ସତ ବାହାର କରି ଥିଲା। ସେ ଛାତ୍ରୀ ସହିତ ପରିବାର ଲୋକ ମଧ୍ୟ ଆସିଥିଲେ। ଆଉ ସେ ଅନ୍ୟ କିଛି ବାଟ ନ ପାଇଁ କଲେଜ ଛାତ୍ରୀର ଯାଇକି ଗୋଡ ଧରିଥିଲା କହିଲା,“ ଏମିତି ଭୁଲ ଆଉ କେବେ କରିବିନି,କ୍ଷମା କରିଦିଅ, କାନ ମୁଣ୍ଡ ଆଉସୁଛି ଆଉ ଦିନେ କେବେ କମେଣ୍ଟ ମରିବିନି”।କମେଣ୍ଟ ମାରିବା ମହଙ୍ଗା ପଡିଲା।
ତେବେ ରୋଡ଼ ରୋମିଓ ସବୁ ବେଳେସୁ ସାବଧାନ ହୁଅନ୍ତୁ କାରଣ ଆପଣ ଙ୍କର ବି ଏମିତି କିଛି ହୋଇପାରେ। ଏହି ଘଟଣା ଏବେ ଉଦାହରଣ ସାଜିଛି ଏବଂ ସମସ୍ତ ଙ୍କୁ କିଛି ଶିକ୍ଷା ଦେବ। ଏହି ସବୁ କର୍ଯ୍ୟରୁ ଦୁରେଇ ରୁହନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।