Odisha News Portal

ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇଲେ ଛାତ୍ର: ବାପ-ମାଆ କହିଲେ, ଆମ ମାନ ସମ୍ମାନ ସାରି ଦେଲେ, ତା ପରେ ଏମିତି କିଛି କରିଦେଲେ……

0 3

ବର୍ତ୍ତମାନ ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି । ଯାହା ଆପଣ ମାନେ ଶୁଣିଲେ କେବେ ବି ବିଶ୍ବାସ କରି ପାରିବେ ନାହିଁ । ଆଉ ତାହା ଶୁଣିବା ପରେ ପୂରା ଚକ୍କିତ ହୋଇଯିବେ । ତେବେ ଘଟଣାଟି ହେଉଛି ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇଲେ ଛାତ୍ର । ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଏବେ ଏହି ଯୁବ ପିଢୀ ମାନେ ମଧ୍ୟ ନିଜର ତଥା ନିଜ ପରିବାରର ମାନସଂମାନ କୁ ଭୁଲିଯାଇ ଏହି କୌଳିସିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାକି ଉଭୟ ନିଜର , ପରିବାରର ଏବଂ ସମାଜ ର ଆଗାମୀ ପିଢୀ ଙ୍କ ପାଇଁ ମଧ୍ୟ ଏହାର ଖରାପ ପ୍ରଭାବ ପକେଇବ ।

ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି ।

ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ କହିବାକୁ ଗଲେ ଆଜି କାଲିର ପ୍ରେମ ହେଉଛି ପ୍ରେମ ନାଁର ଗୋଟିଏ ଗୋଟିଏ କଳଙ୍କ ପାଲଟି ଗଲାଣି । ଆଉ ଏସବୁରୁ ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକ ମାନେ ଯାହା କି ହେଉଛି ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ ।


କିନ୍ତୁ ଆଜିକାଲିର ପ୍ରେମକୁ ଯୁବପିଢିମାନେ ବଜାରର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ପ୍ରେମ ଭଳି ଏକ ପବିତ୍ର ଏବଂ ସୁନ୍ଦର୍ ସମ୍ପର୍କ କୁ ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି । ତେବେ ସେହିଭଳି ଅନେକ ଉଦାହରଣ ଆଜିର ସମାଜରେ ପ୍ରତିଦିନ ଦେଖିବାକୁ ମିଳୁଛି।

ତେବେ ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇ ବିବାହ କଲେ ଛାତ୍ର। +2 ର ଦ୍ବିତୀୟ ବର୍ଷର ଦୁଇଜଣ ଛାତ୍ର-ଛାତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କଥା ଦାଣ୍ଡରେ ପଡି ହାଟରେ ଗଡିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ସମେତ 2 ଜଣଙ୍କ ବାପ-ମାଆ ଚିନ୍ତାରେ ପଡିଯାଇଥିଲେ। ମହାରାଷ୍ଟ୍ରର ଆସିଫାବାଦରେ ଏଭଳି ଘଟଣା ଦେଖିବାକୁ ମିଳିଛି।


ଏହି ସମୟରେ ଶ୍ରେଣୀ ଗୃହରେ ଥିବା ଛାତ୍ରଛାତ୍ରୀମାନେ ଭିଡିଓ ରେକର୍ଡିଂ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣା ସଂପର୍କରେ କଲେଜରେ ସମସ୍ତ କର୍ମଚାରୀ ଜାଣିବା ସହ କଲେଜ ଅଧକ୍ଷଙ୍କ କାନରେ ପଡିଥିଲା। ଏଭଳି କାର୍ଯ୍ୟକଳାପ ପାଇଁ ଦୁଇଜଣଙ୍କୁ ଟିସି ଦେଇ କଲେଜରୁ ବାହାର କରି ଦିଆଯାଇଥିଲା। ଅନ୍ୟପଟେ କଲେଜର ଅଧକ୍ଷ ଛାତ୍ରୀ-ଛାତ୍ରୀଙ୍କ ବାପ-ମାଆଙ୍କୁ ଏହି ଘଟଣା ସଂପର୍କରେ ଜଣାଇଥିଲେ। ପଢ଼ା ବୟସରେ ଶ୍ରେଣୀ ଗୃହରେ ଏଭଳି କାର୍ଯ୍ୟକଳାପ ଯୋଗୁଁ ଅଭିଭାବକ ଲଜ୍ଜିତ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।