Odisha News Portal

CID ଇନ୍ସପେକ୍ଟର ଦୟା ଙ୍କର ପତ୍ନୀ ସୁନ୍ଦରତାରେ କୌଣସି ବଲିଉଡ୍ ଅଭିନେତ୍ରୀ ଙ୍କ ଠାରୁ କମ୍ ନୁହଁନ୍ତି ? ଦେଖିଲେ ଆପଣ ବି ହୋଇଯିବେ ଫିଦା….

ଆଜିର ଏହି ଲେଖାରେ ଆମେ କହିବାକୁ ଯାଉଛୁ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରି ର ଜଣେ ଏମିତି କଳାକାର ଯିଏ ନିଜର ଅଭିନୟ ର ଦମ୍ ରେ ହିନ୍ଦୀ ସିରିଏଲ୍ ଜଗତରେ ଏକ ଚହଳ ସୃଷ୍ଟି କରି ପାରିଛନ୍ତି ଓ ସ୍ବତନ୍ତ୍ର ପରିଚୟ ମଧ୍ୟ ହାସଲ କରି ପାରିଛନ୍ତି।ସେ ହେଉଛନ୍ତି ପୋଲିସ ଅଫିସର୍ ଭୂମିକାରେ ଅଭିନୟ କରୁଥିବା ସି ଆଇ ଡି ଇଁନିଷ୍ପେକ୍ତର ଦୟା। ଏକ ନିଆରା ଅଭିନୟ ତାଙ୍କ ପାଖରୁ ଦେଖିବାକୁ ମିଳିଥାଏ। ସବୁବେଳେ ଏକ ବିଶେଷ , ଅଲଗା ପରିଚୟର କଳାକାର ଭାବରେ ସେ ଦର୍ଶକ ମାନଂକ ପାଖରେ ବେଶ୍ ଆଦୃତ ହୋଇ ପାରିଛନ୍ତି।ତାଙ୍କୁ ବାସ୍ତବ ଜୀବନରେ ଲୋକେ ଏକ ପ୍ରମୁଖ ଭୂମିକାରେ ଗ୍ରହଣ କରି ସାରିଛନ୍ତି। ତାଙ୍କ ଅଭିନୟର ଝଲକ ସଂପୂର୍ଣ୍ଣ ଭାବରେ ସ୍ବତନ୍ତ୍ର। ଆସନ୍ତୁ ଆଜି ତାଙ୍କ ବିଷୟରେ ଓ ତାଙ୍କର ପତ୍ନୀ ଙ୍କ ସମ୍ବନ୍ଧରେ ଜାଣିବା।

ଯେତେବେଳେ ବି CID ର କଥା ଆସେ,ସେତେବେଳେ ଏ ସି ପି ପ୍ରଦ୍ୟୁମ୍ନ ଙ୍କ ଟିମ୍ କଥା ସାମ୍ନା କୁ ଆସିଥାଏ।ଏହି CID ଏପିଶୋଡ଼ କୁ ଲୋକେ ଏତେ ମାତ୍ରା ରେ ପସନ୍ଦ କରନ୍ତି ଯେ ସେମାନେ ଏଥିରେ ଅଭିନୟ କରିଥିବା ଚରିତ୍ର ମାନଙ୍କୁ ନିଜର ଭାବି ନେଇଛନ୍ତି ଓ ୨୦ ବର୍ଷ ଶିରିଏଲ୍ ହୋଇ ସାରିଥିଲେ ମଧ୍ୟ ଏହାକୁ ଦେଖିବାକୁ ଲୋକେ ଆଜି ବି ବୋର୍ ହୁଅନ୍ତି ନାହିଁ ଓ ଏକ ଉତ୍ସୁକତା ର ସହ ଏହି ଏପିଶୋଡ ସବୁକୁ ଦେଖିଥାନ୍ତି।

ତେବେ ଏଥିରେ ଅଭିନୟ କରନ୍ତି ପୋଲିସ ଇନ୍ସପେକ୍ଟର ଦୟା।ଯିଏକି କବାଟ ଭାଙ୍ଗି ସବୁବେଳେ ଭିତରକୁ ପଶି ଅପରାଧୀ ର ଅପରାଧ କୁ ଶକ୍ତ ଶାସନ କରିଥାନ୍ତି ଓ ପ୍ରତି ଟି କେଶ୍ ର ସନ୍ଧାନ ଓ ତଦନ୍ତ ମଧ୍ୟ କରିଥାନ୍ତି।ତାଙ୍କର ପୁରା ନାମ ହେଉଛି ଦୟାନନ୍ଦ ସେଠୀ। କିନ୍ତୁ ଦର୍ଶକ ତାଙ୍କୁ ଅଭିନୟ ନାମରେ ଖୁବ୍ ଭଲ ଭାବରେ ଜାଣିଛନ୍ତି।ତାଙ୍କର ପତ୍ନୀ ସ୍ମିତା ସେଠୀ ଙ୍କ ବିଷୟରେ ହୁଏତ ବହୁତ୍ କମ୍ ଲୋକ ଜାଣିଥିବେ। ବଲିଉଡ୍ ଜଗତର ବହୁତ୍ ଜଣା ଶୁଣା ସୁନ୍ଦର ଅଭିନେତ୍ରୀ ମାନଙ୍କ ଠାରୁ ବି ତାଙ୍କର ସୁନ୍ଦରତା ଅଧିକ।

ସେ ନାମୀ ଦାମୀ ନାୟିକା ମାନଙ୍କ ସହ ବି ମାତ ଦେବାର ସାମର୍ଥ୍ୟ ରଖନ୍ତି। ତେଣୁ ଦେଖନ୍ତୁ ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ଫଟୋ କୁ। କାରଣ ସେ ଏହିଭଳି ଫଟୋ ପୋଷ୍ଟ କରୁଛନ୍ତି ଯାହାକୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।ସ୍ମିତା ସେଠୀ ନିଜର ଲେତେଷ୍ଟ୍ ଫଟୋ ସବୁକୁ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଯାହାକୁ ଆପଣ ଦେଖି ଜାଣି ପାରିବେ ଯେ ଦୟାନନ୍ଦ ଓ ସ୍ମିତା ଙ୍କ ଯୋଡ଼ି କେତେ ସୁନ୍ଦର୍ ମାନୁଛି ଓ ସ୍ମିତା ସେଠୀ କେତେ ସୁନ୍ଦର୍ ଓ ଗ୍ଲେମାରସ୍ ଦେଖା ଯାଉଛନ୍ତି। ସେମାନଙ୍କ ବୈବାହିକ ଜୀବନ ମଧ୍ୟ ବହୁତ୍ ସୁରୁ ଖୁରୁ ରେ ଅତିବାହିତ ହେଉଛି।

ଏଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।