Prents Tips – ଚୁଟି ଝଡ଼ୁଛି କି ? ମଜବୁତ କେଶ ପାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ ଗ୍ୟାରେଣ୍ଟି କମିବ …

ଆଜିର ଦିନରେ ଅଧିକ ମାତ୍ରାରେ ହେୟାର ଫଲର ସମସ୍ୟା ଦେଖାଯାଉଛି , ଏଥିପାଇଁ ଲୋକମାନେ ବହୁତ ଚିନ୍ତିତ ମଧ୍ୟ ରହୁଛନ୍ତି । କେଶ ଝଡିବାର ଅନେକ କାରଣ ରହିଥାଏ , ଯେମିତିକି ଅଧିକ ଟ୍ରେସ ପାଇଁ ହୋଇଥାଇ ପାରେ ବା ଏନଭାଇରମେଣ୍ଟ , ପାଣିପାଗ ବା ନ୍ୟୁଟ୍ରିସିଅନ ଡେଫିସିଏନସି ପାଇଁ ମଧ୍ୟ ହୋଇଥାଇ ପାରେ । ଯଦି ଆପଣ ଆପଣଙ୍କ ଡାଏଟ୍ ରେ ଏଗ୍ , ସିଡସ୍ , ଭିଟାମିନ ସି , ଜିଙ୍କ ଏଡ୍ କରୁଛନ୍ତି ବା ଆଇରନ ଆଡ୍ କରୁଛନ୍ତି ତାହେଲେ ବହୁ ମାତ୍ରା ରେ ଆପଣଙ୍କର ହେୟାର ଫଲ କମିଯିବ । ଏଗ୍ ରେ ଆପଣଙ୍କର ପ୍ରୋଟିନ ରହୁଛି ବାୟଟିନ ରହୁଛି , ଯାହା ଆପଣଙ୍କର ହେୟାର କୁ ଷ୍ଟ୍ରଙ୍ଗ ଏବଂ ହେଲ୍ଦି ରଖିବାରେ ସାହାର୍ଯ୍ୟ କରିଥାଏ ।

ପ୍ରତ୍ୟେକ ଦିନ ଯଦି ଆପଣଙ୍କ ଡାଏଟ୍ ରେ ନୋଟସ୍ ଏଡ୍ କରୁଛନ୍ତି ତାହେଲେ ଆପଣଙ୍କ କେଶ ପାଇଁ ମଧ୍ୟ ଏହା ବହୁତ ଭଲ । ଆଇରନ ପାଇବା ପାଇଁ ଆପଣ ଶାଗ ଓ ଭିଟାମିନ ସି ଯେମିତିକି ସୋଜନା ଶାଗ , କେପ୍ସିଗମ ଆଦିରେ ଭିଟାମିନ ସି ଅଧିକ ପରିମାଣରେ ରହିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରଚୁର ପରିମାଣରେ ମେଡିସିନ ଖାଇବା କୌଣସି ଆବଶ୍ୟକ ନାହିଁ । ଯଦି ଆପଣ ଆପଣଙ୍କ ଡାଏଟ୍ ରେ ଏହିସବୁ ଜିନିଷ ଏଡ୍ କରୁଛନ୍ତି ତେବେ ଆପଣଙ୍କ ହେୟାର ନିଶ୍ଚିତ ଭାବରେ ଷ୍ଟ୍ରଙ୍ଗ ରହିବ । ଯଦି ଆପଣଙ୍କ ହେୟାରରେ ଅତ୍ୟଧିକ ଡେଣ୍ଡରପ ରହୁଛି ତେବେ ସପ୍ତାହରେ ନରମାଲି 2 ଥର ସେମ୍ପ କରନ୍ତୁ ।

ଏହାଛଡା ପ୍ରସେଷ୍ଟ ଫୁଡ୍ , ପ୍ୟାକ ଫୁଡ , ମିଠା ଜିନିଷ ବା ଅତ୍ୟଧିକ ଫ୍ୟାଟ ଜିନିଷ ବର୍ଜନ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ଫୁଲ ବଡିରେ ନେଗେଟିଭ ଇନଫ୍ୟାକ୍ଟ ପଡିବ ନାହିଁ ଏବଂ ଆପଣଙ୍କ ହେୟାର ଫଲ ମଧ୍ୟ ହେବ ନାହିଁ । ପ୍ରତ୍ୟେକ ବ୍ୟକ୍ତି ସପ୍ଲିମେଣ୍ଟ କୁ ଲାଷ୍ଟ ଅପସନ ଭାବରେ ରଖନ୍ତୁ , ଯେତେବେଳେ ଡକ୍ଟର ଆପଣଙ୍କୁ ପ୍ରେସକ୍ରାଇବ କରୁଛନ୍ତି ଯେ ଆପଣଙ୍କ ଶରୀରରେ ଏଇ ନ୍ୟୁଟ୍ରିୟନ ଅତ୍ୟଧିକ ମାତ୍ରାରେ ଡେଫିସିଅନ ହୋଇଯାଇଛି , ସେହି ସମୟରେ ହିଁ ଆପଣ ସପ୍ଲିମେଣ୍ଟ ଇନଷ୍ଟାଣ୍ଟ ରେମିଡିଟି ହିସାବରେ ଗ୍ରହଣ କରନ୍ତୁ । ଏହାଛଡା ଆପଣ ସବୁବେଳେ ଘର ଖାଦ୍ୟରୁ ହିଁ ଅଭାବ ରହିଥିବା ଡେଫିସିଏନସିକୁ ପୂରଣ କରନ୍ତୁ ।

ତେଣୁ ଆପଣ ମାନେ ସପ୍ଲିମେଣ୍ଟ ଉପରେ କେବେବି ଯାଆନ୍ତୁ ନାହିଁ ଏବଂ ସର୍ବଦା ଘର ଖାଦ୍ୟ ଖାଆନ୍ତୁ । ଚାରିପାଶ୍ୱରେ ମିଳୁଥିବା ପନିପରିବା ଖାଆନ୍ତୁ , ଯେମିତିକି ଅଣ୍ଡା , ଚୁନାମାଛ , ପାଳଙ୍ଗଶାଗ , ନୋଟସ୍ । ଯେମିତିକି ଆଲମଣ୍ଡ , ୱାଲନଟ , ବାଦାମ ଏହି ସବୁକୁ ନିଜ ଡାଏଟ୍ ରେ ଏଡ୍ କରନ୍ତୁ । ଯାହାଫଳରେ ଆପଣଙ୍କର ହେୟାର ଠିକ୍ ରହିବ , ଅତ୍ୟନ୍ତ ଆବଶ୍ୟକ ହେଲେ ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment