viral Video – ହଠାତ ଷ୍ଟେଜ ରେ ଛୁଆ ଙ୍କୁ ଧରି ଜବରଦସ୍ତ ଡ୍ୟାନ୍ସ କଲେ olywod ଅଭିନେତା ସିଦ୍ଧାନ୍ତ ( Sidhant ) କିଛି ନୂଆ କଥା, ଭିଡ଼ିଓ ଦଖିଲେ ହସି ହସି ଗଡ଼ିଯିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଜାହା ଆମକୁ ଖୁସି କରେଇ ଦେଇଥାଏ |ଆଉ ସେହି ଭଳି ଏକ ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଠି ଦେଖିବାକୁ ମିଳିଛି କି ସିଦ୍ଧାନ୍ତ ମହାପାତ୍ର ଯିଏ କି ଫ୍ଲିମ ରେ ନିଜର ଅଭିନୟ ର ଯାଦୁ ଦେଖାଇ ଅଲିଉଡ ଇଣ୍ଡୋଷ୍ଟ୍ରି କୁ ଆଗକୁ ନେଇଛନ୍ତି ତାଙ୍କୁ ବର୍ତ୍ତମାନ ଯାତ୍ରା ମଞ୍ଚ ରେ ଦେଖିବାକୁ ମିଳିଛି | ଆଉ ସେ ନିଜର ଫ୍ଲିମ ର ଡାଇଲଗ ସାଙ୍ଗକୁ ଫ୍ଲିମ ଗୀତ ଗାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ସମସ୍ତେ ଓଡ଼ିଶାର ଲୋକ ପ୍ରିୟ କଳାକାର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ | ଯିଏ କି ସବୁବେଳେ ନିଜର ଦମଦାର ଅଭିନୟ ର ଯାଦୁ ରେ ଦର୍ସକ ମାନଙ୍କର ମନକୁ ଆକୃଷ୍ଟ କରେଇଥାନ୍ତି ତାହା ସହିତ ନିଜର ଅଭିନୟ ଓ ଡାନ୍ସ ର କମାଲ ରେ ସାରା ଓଡିଶା ର ସିନେ ପ୍ରେମୀ ମାନେ ତାଙ୍କ ପାଇଁ ଦିୱାନା ହୋଇଛନ୍ତି | ପିଲାଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଅଭିନୟ ର ଜଲୱା ଦେଖି ଖୁସି ହୋଇଥାନ୍ତି ସେହି ସିଦ୍ଧାନ୍ତ ଙ୍କୁ ବର୍ତ୍ତମାନ ଦେଖିବାକୁ ମିଳିଛି ଯାତ୍ରା ମଞ୍ଚରେ |

ଆଉ ଯେଉଁଠି କୁହାଯାଉଛି କି ଯାତ୍ରା ମଞ୍ଚରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଦର୍ଶକ ମାନେ ଦେଖିବା ପରେ ବେଶ ଖୁସି ହୋଇ ଯାଇଥିଲେ ଆଉ ତାହା ସହିତ ସିଦ୍ଧାନ୍ତ ମଧ୍ୟ ଦର୍ଶକ ମାନଙ୍କର ଭଲ ପାଇବା କୁ ଦେଖିକି ବେଶ ଖୁସି ହୋଇଛନ୍ତି ବୋଲି କୁହାଯାଉଛି | ଆଉ ସିଦ୍ଧାନ୍ତ ମହାପାତ୍ର ପ୍ରଥମେ ତାଙ୍କର ବହୁତ ପ୍ରସିଦ୍ଧ ଫ୍ଲିମ ଗୁଡିକ ର ଡାଇଲଗ କହିବାକୁ ଲାଗିଥିଲେ | ଆଉ ଯେଉଁଠି ସେ କହିଛନ୍ତି କି ହିନ୍ଦୁ, ମିସଲମାନ ସମସ୍ତେ ସମାନ ଆଉ ସମସ୍ତଙ୍କୁ ସମାନ ଅଧିକାର ଦେବା ର ଆବଶ୍ୟକତା ରହିଛି ବୋଲି କହିଛନ୍ତି |

ତାହା ପରେ ସିଦ୍ଧାନ୍ତ ମହାପାତ୍ର ତାଙ୍କର ଫ୍ଲିମ ର ବହୁତ ଫେମସ ଗୀତ “ପୁଚୁକି ଗାଲି ଫେସନ ବାଲି ” ଏହି ଗୀତ ଟି ଗାଇବା ସହିତ ଦର୍ଶକ ମାନଙ୍କୁ ଖୁସି କରେଇଛନ୍ତି | ତେବେ ଯାତ୍ରା ମଞ୍ଚରେ ସିଦ୍ଧାନ୍ତ ମହାପାତ୍ର କୁ ଦେଖିବା ପରେ ଦର୍ଶକ ମାନେ ବେଶ ଖୁସି ହୋଇ ଯାଇଛନ୍ତି ଆଉ ସିଦ୍ଧାନ୍ତ ଙ୍କର ଗୀତ ର ତାଳେ ତାଳେ ଡାନ୍ସ ମଧ୍ୟ କରିବାକୁ ଲାଗିଛନ୍ତି | ଜାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment