ଅଡ଼ୁଆ ଟାଇମ, ଅଜାଗାରେ ଶୋଇଥିଲେ ୨ମହିଳା ୪ପୁରୁଷ, ହଠାତ ପସିଗଲା ପୋଲିସ ଆଉ ତା ପରେ… ଦେଖନ୍ତୁ ଭାଇରାଲ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ଅତ୍ୟନ୍ତ ଲଜ୍ୟା ଜନକ କଥା ଅଟେ | ଆଉ ଏଠାରେ ସେହି ଭଳି କିଛି ଘଟଣା ଭାଇରାଲ ହେବାରେ ଲାଗିଛି |ଆଉ ଯେଉଁଠି ପୁରୀ ରେ ଦେଖିବାକୁ ମିଳିଛି ଏହି ଭଳି ଏକ ଲଜ୍ୟା ଜଣକ ଘଟଣା | ଆଉ ସେକ୍ସ ରାକେଟ କରିବା ପରେ ଅସଂଜତ ଅବସ୍ଥାରେ ଧରା ପଡିଛନ୍ତି ପୁରୁଷ ଆଉ ମହିଳା ମାନେ | ଆଉ ଯେଉଁ ମାନଙ୍କୁ ଥାନା କୁ ନେଇ ଅନେକ ତଦନ୍ତ ଚଳାଇଛି ପୋଲିସ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ପାଇକ ସାହି ଅଞ୍ଚଳରେ | ଆଉ ଯେଉଁଠି ସେକ୍ସ ରାକେଟ କରୁଥିବା ସମୟରେ ଅସଂଜତ ଅବସ୍ଥା ରେ ଧରା ପଡିଛନ୍ତି ସେମାନେ | ଆଉ ଯାହା କୁହାଯାଇଛି କି ସେମାନେ ଏକ ସାମ୍ବାଦିକ ସମ୍ବିଳନୀ କରି ବାସୁଳି ଥାନା ଅଞ୍ଚଳରେ ଏଭଳି କିଛି କାମ କରୁଥିବା ବେଳେ ସେମାନଙ୍କୁ ଧରିଛି ପୋଲିସ | ଆଉ ଯାହା କୁହାଯାଉଛି କି ପୋଲିସ ସେମାନଙ୍କୁ ଧରିବା ପରେ ସେମାନଙ୍କୁ ସିଧା ସଳଖ ଥାନା କୁ ପଠାଇ ଦେଇଥିବା କଥା କୁହାଯାଉଛି | ଆଉ ସେମାନଙ୍କୁ ଧରିବା ପରେ ବହୁତ ଜିନିଷ ଜବତ କରିଛି ପୋଲିସ |

ଆଉ ଯାହା କୁହାଯାଉଛି କି ଗିରଫ କରିଥିବା ଲୋକଙ୍କ ମଧ୍ୟରେ 4 ଜଣ ପୁଅ ଥିବା ବେଳେ 2 ଜଣ ଝିଅ ଥିବାର ମଧ୍ୟ ଖବର ମିଳିଥିଲା | ଆଉ ଯାହା ଫଳରେ ସେମାନଙ୍କ ପାଖରୁ 1 କାର,4 ବି ବାଇକ,5 ଟି ଫୋନ ସହିତ ଅନେକ ଅନେକ ଜିନିଷ ର ମଧ୍ୟ ସନ୍ଧାନ ମିଳିଥିବା କଥା କୁହାଯାଉଛି |ଆଉ ତାହା ସହିତ ସେମାନଙ୍କ ପାଖରୁ 5000 ଟଙ୍କା ମଧ୍ୟ ଜବତ କରିଛି ପୋଲିସ | ଆଉ ସେମାନଙ୍କୁ ଥାନା କୁ ବନ୍ଧୀକି ନେଇଯିବା କଥା ମଧ୍ୟ ଜଣା ପଡିଛି |ଆଉ ସମସ୍ତ ଘଟଣା ର ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ |

ଆଉ ତଦନ୍ତ ପରେ ମିଳିଥିବା ସୂଚନା ରୁ ଜଣା ପଡିଛି କି ଜଣେ ପୁଅ ଓ ଜଣେ ଝିଅ ନିଜକୁ ସ୍ୱାମୀ ଓ ସ୍ତ୍ରୀ ର ପରିଚୟ ଦେଇ ଭଡା ନେଇ ଏକା ସାଙ୍ଗରେ ରହୁଥିଲେ | ଆଉ ସେଠାରେ ଅନ୍ୟ ଝିଅ ମାନଙ୍କୁ ଆଣି ସେକ୍ସ କାରବାର କରିବାକୁ ମଧ୍ୟ ଲାଗିଥିଲେ | ଆଉ ପୋଲିସ ବର୍ତ୍ତମାନ ଘଟଣା ର ତଦନ୍ତ ଚଳେଇଛି ଆଉ ଘଟଣା ପଛରେ ଆଉ କିଏ କିଏ ଅଛି ତାର ଖୋଳ ତାଳ ମଧ୍ୟ ଚଳାଇଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment