ଆଜିକାଲିର ଶିକ୍ଷିତ ସମାଜରେ ପ୍ରତିଦିନ କିଛି ନା କିଛି ଅପରାଧିକ ଘଟଣା ଦେଖିବା ପାଇଁ ମିଳିଥାଏ। ଏହିସବୁ ଘଟଣା ଦେଖିବା ପରେ କେଉଁଠି ନା କେଉଁଠି ଆମ ମନ ମଧ୍ୟରେ ପ୍ରଶ୍ନ ଆସିଥାଏ। ଯେ ଆମ ମଧ୍ୟରେ ମାନବିକ ମୂଲ୍ୟବୋଧ କମିବାରେ ଲାଗିଛି। ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଏସବୁ ବ୍ୟତିରେକ ବତ୍ତମାନ ଚୋରି ଭଳି ଅପରାଧିକ କାର୍ଯ୍ୟ ଏକ ବିରାଟ ବଡ଼ ସମସ୍ୟା ସୃଷ୍ଟି କରିଛି।
ତେବେ ଏସବୁ ରୋକିବା ପାଇଁ ପୋଲିସ ଥିଲେ ମଧ୍ୟ ଯେଉଁ ମାନେ ଆପରାଧି ସେମାନଙ୍କ ମନ ମଧ୍ୟରେ ଟିକିଏ ହେଲେବି ଡର କିମ୍ବା ଭୟ ନାହିଁ। ତେବେ ବର୍ତ୍ତମାନ ଭୁବନେଶ୍ୱର ଦିନ ଦିପ୍ରହର ଲୁଟ କିଛି ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ବନ୍ଧୁଗଣ ଆମ ରାଜଧାନୀ ଭୁବନେଶ୍ୱର ରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସମୟରେ ଭୁବନେଶ୍ୱର ରେ ଦିନ ଦିପ୍ରହର ରେ ଏକ ଜୁଏଲରି ଦୋକାନରୁ ଚୋରି ହୋଇଥିବା ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ବାଇକ ରେ ଦୁଇ ଜଣ ଚୋର ଆସି ଜୁଏଲରି ସମ୍ନାରେ ବାଇକ ଠିଆ କରି ଦୋକାନ ଭିତରକୁ ପ୍ରବେଶ କରିଥିଲେ।
ଜୁଏଲରି ମାଲିକଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ। ଏବଂ ଏସବୁ ଲୁଟିବା ପରେ ସେ ସାଇରନ ବଜେଇ ଦେଇଥିଲେ। ଏହାପରେ ସେମାନେ ଦୋକାନରୁ ବାହାରକୁ ବାହାରି ଆସିଥିଲେ ଯାହାର ଫଳ ସ୍ୱରୂପ ଠିଆ କରିଥିବା ବାଇକ ରେ ବସି ବାଇକ ଚଲେଇବା ପାଇଁ ଚେଷ୍ଟା କରିଥିଲେ। ଭଗବାନଙ୍କ ସେତେବେଳେ ଅନ୍ୟାୟକୁ କିଛି ଏପରି ଭାବରେ ସଜାଦେଲେ କି ତାଙ୍କର ବାଇକ ସେହି ସମୟରେ ଚାଲୁ ହେଲା ନାହିଁ। ଏହାପରେ ସୁନା ଦୋକାନୀ ପଛରେ ଦୌଡ଼ି ଆସିଥିଲେ। ତେବେ ସେ ପଡ଼ିଗଲେ ତେବେ ପଡିବା ପରେ ସେମାନେ ତାଙ୍କୁ ଏକ ଫାଇରିଂ କରିଥିଲେ।
ହେଲେ ଏହା ଫୋଲସ ଫାୟାର ହୋଇଥିଲା। ଏବଂ ସେ ସେଠାରେ ପଡି ମଧ୍ୟ ଯାଇଥିଲେ। ତାଙ୍କ ପାଖକୁ ଆସିବା ପାଇଁ ମଧ୍ୟ କେହି ସାହାସ କରିନଥିଲେ। ଏପଟେ ଚୋରର ଭାଗ୍ୟ ଖରାପ ଯେ ଠିକ ସମୟରେ ବାଇକ ଚାଲୁ ହେଉନଥିବା କାରଣ ବସତ ବାଇକକୁ ଗଡେଇ ଗଡେଇ ବହୁତ ଦୂର ଯାଏ ଆସି ପଳେଇ ଯାଇଥିଲେ। ତେବେ ଏସବୁ ଘଟଣା ଲାଗି ଥିବା ସିସି ଟିଭି ରେକର୍ଡ ହୋଇଥିଲା। ଏହାପରେ ଜୁଏଲରି ମାଲିକ ଥାନାରେ ଯାଇ ଅଭିଯୋଗ କରିଥିଲେ। ତେବେ ଅଭିଯୋଗକୁ ଆଧାର କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ ଯୁକ୍ତି ଉପସ୍ଥାପନ କରିଥିଲେ। ଯାହାବି ହେଉ ଏଭଳି ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ଆମର ମଧ୍ୟ ପୋଲିସ ପାଖରେ ଏତିକି ନିବେଦନ ଦୋଷୀ ଖୁବ ଶୀଘ୍ର ଧରାଯାଉ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।