Odisha News Portal

ଛୋଟ କପଡା ପିନ୍ଧିବାକୁ ଘୃଣା କରନ୍ତି ବଲିଉଡ୍ ର ଏହି 5 ଜଣ ସୁନ୍ଦରୀ ଅଭିନେତ୍ରୀ ! ନଂ 3 ଜଣଙ୍କ ବହୁତ ସଂସ୍କାରୀ ଅଟନ୍ତି…

ଆଜି ଆମେ ଆପଣ ମାନଙ୍କୁ ବଲିଉଡର କିଛି ଏପରି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁମାନେ କି କେବେ ବି ସର୍ଟ ଏବଂ ବିକିନ ପିନ୍ଧିବାକୁ ପସନ୍ଦ କରିନ୍ତି ନାହିଁ କିମ୍ବା କେବେ ବି ପିନ୍ଧନ୍ତି ନାହିଁ । ତେବେ ବିକିନି ଏବଂ ସର୍ଟ ପିନ୍ଧିବା ଅଭିନୟ ଜଗତରେ ନୂଆ କଥା ନୁହେଁ । ପ୍ରାୟତଃ ଅଭିନେତ୍ରୀମାନେ ବିକିନରେ ଫୋଟ ସୁଟ୍ କରିବା ପାଇଁ ମନା କରନ୍ତି ନାହିଁ । ବିକିନରେ ଫୋଟ ସୁଟ୍ କରିବା ଗୋଟିଏ ଫ୍ୟାସନ୍ ହୋଇଗଲାଣି କିନ୍ତୁ ଏପରି ଅଭିନେତ୍ରୀମାନେ ରହିଛିନ୍ତି ଯେଉଁମାନେ କେବେ ବି ଛୋଟ କପଡାରେ ହାତ ଲଗାନ୍ତି ନାହିଁ , ପିନ୍ଧିବାତ ଦୂରର କଥା । ତେବେ ଚାଲନ୍ତୁ ଜାଣିବା ସେହି ସଂସ୍କାରୀ ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁମାନେ ବିକିନ ଠାରୁ ଦୂରରେ ରୂହନ୍ତି ।

1. ଅଲିଶା ପାୱାର 

ଅଭିନେତ୍ରୀ ଅଲିଶା ପାୱାର ସିରିଏଲ ‘ଇଶ୍କ ମେ ମରଜାୱା’ ରୁ ହିଁ ବହୁତ ଫେମସ ହୋଇଥିଲେ । ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି । ଆଲିଶା ପାନୱାର୍ ସିରିଏଲ୍ ‘ଇସ୍କ ମେ ମରଜାୱା’ ସହିତ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଆଜି ସେ ଟିଭି ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତ୍ରୀ ହୋଇ ପାରିଛନ୍ତି । ତେବେ ଅଲିଶା କେବେ ବି ବିକିନି କୁ ହାତ ଲଗେଇ ନାହାଁନ୍ତି । କେବଳ ଏତିକି ନୁହେଁ, ସେ ବୋଲ୍ଡ ପୋଷାକ ମଧ୍ୟ ପିନ୍ଧନ୍ତି ନାହିଁ ।

2. ଦିବ୍ୟଙ୍କା ତ୍ରିପାଠୀ –

ଟିଭି ଦୁନିଆର ସବୁଠାରୁ ଫେମସ ଅଭିନେତ୍ରୀ ହେଉଛନ୍ତି ଦିବ୍ୟଙ୍କା ତ୍ରିପାଠୀ । ସେ ନିଜର ସୌନ୍ଦର୍ଯ୍ୟ ଏବଂ ସୁନ୍ଦରତା ପାଇଁ ବହୁତ ପରିଚିତ । ଦିବ୍ୟଙ୍କା ତ୍ରିପାଠୀଙ୍କ ସୌନ୍ଦର୍ଯ୍ୟ ଆଗରେ ଅନେକ ବଲିଉଡ ଅଭିନେତ୍ରୀମାନେ ମଧ୍ୟ ଫିକା ପଡି ଯାଆନ୍ତି । ତେବେ ଟେଲିଭିଜନ ଦୁନିଆର ଜଣେ ଫେମସ ଅଭିନେତ୍ରୀ ହୋଇଥିଲେ ମଧ୍ୟ ସେ କେବେ ବିକିନିକୁ ହାତ ବି ଲଗାନ୍ତି ନାହିଁ । ଏହା ତାଙ୍କର ସଂସ୍କାରକୁ ବେଶ୍ ପ୍ରମାଣିତ କରିଥାଏ ।

3. ପରିଧି ଶର୍ମା

ପରିଧି ଶର୍ମା ସିରିଏଲ ‘ଯୋଧା ଆକବର’ରୁ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ ।ତେବେ ପରିଧି ଶର୍ମା ତାଙ୍କ କ୍ୟାରିୟର ଭିତରେ ଆଜି ପର୍ଯ୍ୟନ୍ତ ବିକିନି କୁ ଛୁଇଁ ବି ନାହାଁନ୍ତି । ସେ ଟେଲିଭିଜନ ଦୁନିଆରେ ଜଣେ ଫେମସ ଅଭିନେତ୍ରୀ ଅଟନ୍ତି ଏବଂ ପରିଧି ଘରେ ଘରେ ମଧ୍ୟ ବେଶ୍ ପରିଚିତ । କେବଳ ଏତିକି ନୁହେଁ ପରିଧି ଶର୍ମା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି ।

4. କ୍ରିତିକା ସେଙ୍ଗର –

ଟିଭି ଅଭିନେତ୍ରୀ କ୍ରିତିକା ସେଙ୍ଗର ଏପର୍ଯ୍ୟନ୍ତ କୌଣସି ସୋ’ରେ ଇଣ୍ଟିମେଟ ସୀନ ଦେଇ ନାହାଁନ୍ତି କି ବିକିନିରେ ଫଟୋ ସୁଟ ମଧ୍ୟ କରିନାହାଁନ୍ତି । ଖାଲି ଏତିକି ନୁହେଁ, କ୍ରିତିକା ସେଙ୍ଗର କୌଣସି ବୋଲ୍ଡ ଡ୍ରେସ ମଧ୍ୟ ପିନ୍ଧନ୍ତି ନାହିଁ, କିନ୍ତୁ ସୋସିଆଲ ମିଡିଆରେ ହିଟ୍ ହୋଇ ରହିଛନ୍ତି ଏବଂ ପ୍ରାୟତଃ ତାଙ୍କ ଫୋଟ ସବୁବେଳେ ସୋସିଆଲ ଭାଇରାଲ ହୁଏ ।

5. ଦୀପିକା କକ୍କର –

‘ସସୁରାଲ ସିମର କା’ ରୁ ଘରେ ଘରେ ଫେମସ ହୋଇଥିବା ଦୀପିକା କକ୍କର ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ଜଣେ ସୁପରିଚିତ ଅଭିନେତ୍ରୀ ହୋଇପାରିଛନ୍ତି । ଦୀପିକା କକ୍କର ମଧ୍ୟ ରୂପରେ ବହୁତ ସୁନ୍ଦର । ସେ ମଧ୍ୟ ଏପର୍ଯ୍ୟନ୍ତ ବିକିନିରେ କୌଣସି ସୀନ ସୁଟ କରି ନାହାଁନ୍ତି କିମ୍ବା ଫୋଟ ଉଠାଇ ନାହାଁନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।