Odisha News Portal

ଚାଣକ୍ୟ ନୀତି ଅନୁସାରେ ମହିଳା ମାନେ ସକାଳୁ ଉଠି ସ୍ବାମୀ ସହ କରନ୍ତୁ ଏହି ଗୋଟିଏ କାମ , ହେବ ଧନର ବର୍ଷା !

ପ୍ରତ୍ୟେକ ମହିଳାମାନେ ସକାଳୁ ଉଠି ତାଙ୍କର ସ୍ବାମୀଙ୍କ ସହିତ କରନ୍ତୁ ଏହି କାମ । ଧନର ବୃଦ୍ଧି ହେବା ସହିତ ସଫଳତା ଆପଣଙ୍କର ପାଦ ଛୁଇଁବ । ଆମର ଭାରତୀୟ ସମାଜରେ ବହୁତ ଲୋକ ଏମିତି ଅଛନ୍ତି ଯେଉଁ ମାନେ କି ଧର୍ମକୁ ମାନିଥାନ୍ତି ଏବଂ ଆହୁରୀ ବହୁତ ଲୋକ ମାନେ ଏମିତି ବି ରହିଛନ୍ତି ଯେଉଂ ମାନେ କି ଧର୍ମକୁ ମାନିନଥାନ୍ତି । ତେବେ ସକାଳୁ ଶିଘ୍ର ଉଠିବା ସ୍ହାସ୍ଥ୍ୟା ପାଇଁ ବହୁତ ହିଁ ଭଲ ହୋଇଥାଏ । ଖାସ୍ କରି ସକାଳୁ ଶିଘ୍ର ଉଠିବା କେବଳ ଏତିକି ନୁହେଁ ଶାସ୍ତ୍ରରେ ଏହା କୁହା ଯାଇଛି କି ସକାଳୁ ଶିଘ୍ର ଉଠି କଣ କରିବା ଦରକାର ଏବଂ କଣ କରିବା ଉଚିତ ହୋଇ ନଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ କି ପ୍ରତ୍ୟେକ ମହିଳା ମାନେ ସକାଳଉ ଉଠି କରି ଏହି ସବୁ କାମ କରିବା ଦରକାର । ତେବେ ସେଥିପାଇଁ ଆମର ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ ।

1.ଚାଣକ୍ୟ ନୀତି ଅନୁସାରେ ପ୍ରଥମ କଥା ହେଉଛି ପାଣି ପିଇବା –

ପ୍ରତ୍ୟେକ ଲୋକ ମାନଙ୍କୁ ସକାଳୁ ଉଠି ପାଣି ପିଇବା ନିହାତି ଦରକାର । ଏହା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟକୁ ବହୁତ ଫାଇଦା ମିଳିଥାଏ । ଏମିତି କରିବା ଦ୍ବାରା ଆପଣଙ୍କର ବହୁତ ରୋଗ ମଧ୍ୟ ଦୂର ହୋଇ ଯାଇଥାଏ । ସକାଳଉ ଉଠି ପାଣି ପିଇବା ଦ୍ବାରା ପେଟ ସଫା ରହିଥାଏ ଏବଂ ପାଟିରେ ଥିବା ଲାଳ ଅଂଶ ପେଟକୁ ଚାଲି ଯାଇଥାଏ, ଯାହା ଦ୍ବାରା ପେଟ ସମ୍ବନ୍ଧିୀୟ ରୋଗ ସବୁ ଦୂର ହୋଇଥାଏ ।

2.ଶାସ୍ତ୍ରରେ କୁହା ଯାଇଛି୍ କି ହାତର ପ୍ରଥମ ଭାଗ ବା ପାପୁଲିରେ ଦେବୀ ଲକ୍ଷ୍ମୀ ଙ୍କର ବାସ ହୋଇଥାଏ । ମଧ୍ୟ ଭାଗରେ ମାଁ ସରସ୍ବତୀ ଏବଂ ମୂଳ ଭାଗରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ତେଣୁ ଏହି କାରଣ ଅଛି କି ସକାଳୁ ଉଠି କରି ସବୁଠୁ ପ୍ରଥମେ ଦୁଇ ହାତର ପାପୁଲିକୁ ଯୋଡି ଦେଖିବା ଉଚିତ । ଏହା କରିବା ଦ୍ବାରା ସମସ୍ତ ଦେବୀ ଦେବତା ଆପଣଙ୍କର ଉପରେ ପ୍ରସନ୍ନ ରହିଥାନ୍ତି ଏବଂ ଆପଣଙ୍କ ଘରେ କେବେ ବି କୌଣସି ସମସ୍ୟା ଆସିବ ନାହିଁ ।

3.ସ୍ବାମୀଙ୍କ ସହିତ ପ୍ରେମ କରିବା –

ଯଦି ମହିଳା ବିବାହ କରିଛନ୍ତି ତେବେ ତାଙ୍କୁ ସକାଳୁ ଉଠି ଯୋଗ କରିବା ଦରକାର । ତାପରେ ନିଜ ସ୍ବାମୀଙ୍କ ସହ ଟିକେ ପ୍ରେମ କରିବା ଉଚିତ୍ । ଏହା କରିବା ଦ୍ବାରା ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ବଢି ଥାଏ ଏବଂ ଆପଣଙ୍କର ସଂପର୍କ ଅଧିକ ମଜବୁତ ବନି ଥାଏ । ଯାହା ଦ୍ବାରା ଦେବୀ ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।