Odisha News Portal

ସଚିନ ଙ୍କ ବଡ଼ ଭବିଷ୍ୟବାଣୀ !! ଏହି ବର୍ଷ ଏହି ଟିମ ଜିତିବ 2020 ର IPL ଟ୍ରୋପି.. ସତରେ କଣ ବେଙ୍ଗଲୋର ଏବର୍ଷ…..

0 2

ଆପଣ ମାନେ ତ ଜାଣନ୍ତି କି ଭାରତର ଲୋକମାନଙ୍କର ସବୁଠାରୁ ପ୍ରିୟ ଖେଳ ହେଉଛି କ୍ରିକେଟ । ଏହି କ୍ରିକେଟକୁ ପ୍ରାୟ 100 ରୁ 90 ପ୍ରତିଶତ ଲୋକମାନେ ଭଲ ପାଆନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି କ୍ରିକେଟ ଖେଳ ବିଷୟରେ କିଛି କଥା କହିବୁ । ତେବେ ଆପଣ ମାନେ ତ ଜାଣିଛନ୍ତି କି ଏବେ ଆଇପିଏଲ ସିଜିନ 2020 ର ମ୍ୟଚ ଚାଲିଛି । ତେବେ ଏହି ସମୟରେ ଅନେକ ଲୋକମାନଙ୍କର ଯେ କୌଣସି ଟିମ ପସନ୍ଦ ଥିବ । ତେବେ ସେମାନେ ସେହି ଟିମ କିପରି ଜିତିବ ସେ ବିଷୟରେ ଚିନ୍ତା କରୁଥିବେ ସେହି ବିଷୟରେ ଭାବୁଥିବେ ।

ଏଥିପାଇଁ ସେମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରୁଥିବେ ଯେଉଁମାନେ କ୍ରିକେଟ ପାଇଁ ପାଗଳ ସେମାନେ କ୍ରିକେଟ ଖେଳ ଆରମ୍ଭ ହେଲେ ଦେଖିବା ପାଇଁ ବହୁତ ହିଁ ଖୁସି ଏବଂ ଆଗ୍ରହୀ ହୋଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କ୍ରିକେଟ ବିଷୟରେ ଆଇପିଅଲର 2020 ମ୍ୟାଚ ବିଷୟରେ କହିବୁ କି ଏହି ମ୍ୟାଚରେ ଫାଇନାଲ କେଉଁ ଦୁଇଟି ଟିମ ଖେଳିବେ ବୋଲି ।

ତେବେ ଏହି କଥାଟି ଆମେ ନୁହେଁ ବରଂ ପ୍ରମୁଖ କ୍ରିକେଟର ହିଁ କହିଛନ୍ତି କି ଏହି ମ୍ୟାଚରେ କେଉଁ ଦୁଇଟି ଟିମ ପାଇନାଲ ଖେଳିବେ ବୋଲି । ତେବେ ଆସନ୍ତୁ ଜାଣିବା କିଏ ସେହି କ୍ରିକେଟର ଯିଏ କି ଏପରି ଭବିଷ୍ୟ ବାଣୀ କରିଛନ୍ତି । ସଚିନ ତେନ୍ଦୁଲକରଙ୍କର ବଡ ଭବିଷ୍ୟବାଣୀ , ଏହି ଥର ଏହି ଟିମ ଜିତିବ ଆଇପିଏଲରେ ।

ସଚିନ ତେନ୍ଦୁଲକର କହିଛନ୍ତି ଏହି ଥର ଆଇପିଏଲରେ ଫାଇନାଲ ଖେଲିବେ ଏହି ଦୁଇଟି ଟିମ ।ତେବେ ସେହି ଦୁଇଟି କିଏ କିଏ ଯିଏ କି ଫାଇନାଲ ଖେଲିବା ପାଇଁ ଯାଉଛନ୍ତି ଯାହାକୁ ସଚିନ ତେନ୍ଦୁଲକର ଭବିଷ୍ୟବାଣୀ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସଂପୂର୍ଣ୍ଣ ବିଷୟ ବସ୍ତୁ ଉପରେ ସତ୍ୟତା କେତେ ରହିଛି ।


ସଚିନ ତେନ୍ଦୁଲକର ଜଣେ ସିନିଅର ଅଭିଜ୍ଞ ସଂପନ୍ନ କ୍ରିକେଟର ଯିଏ କି ଭବିଷ୍ୟ ବାଣୀ କରିଛନ୍ତି ଯେ ଏହି ଦୁଇଟି ଟିମ ଦଳ ମଧ୍ୟରେ ଫାଇନାଲ ହେବ । ତେବେ ଆପଣ ମାନେ ଜାଣିଲେ ତାଜୁବ ହୋଇଯିବେ କି ଆଇପିଏଲ ସିଜିନ 2020 ର ଆଇପିଏଲ ମ୍ୟାଚ ପ୍ରାୟ 70 ପ୍ରତିଶତ ସଂପୂର୍ଣ୍ଣ ହୋଇଯାଇଛି । ବର୍ତ୍ତମାନ ପ୍ଲେ ଅଫରେ ପ୍ରାୟତଃ ସମସ୍ତ ଆଠଟି ଦଳ ମଧ୍ୟରେ ସେମାନଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ କରି ସାରିଛନ୍ତି । ଏ ପଏଣ୍ଟରେ ଟପ ତିନି ଦଳ ରହିଛନ୍ତି ଦିଲ୍ଲୀ ବେଙ୍ଗଲୋର ଏବଂ ମୁମ୍ବାଇ । ଗୋଟିଏ ଗୋଟିଏ ମ୍ୟାଚ କମ ଅର୍ଥାତ ତିନି ତିନିଟି ମ୍ୟାଚ ରହିଛି ।

ଏଭଲି ପରିସ୍ତିତିରେ କେକେଆର ର ପହଞ୍ଚିବାର ସମ୍ଭାବନା ଅଧିକ ରହିଛି । ତେବେ ସଚିନ ତେନ୍ଦୁଲକର ଭବିଷ୍ୟବାଣୀ କରିଛନ୍ତି କି ଏହି ଆଇପିଏଲର 2020 ରେ ପାଇନାଲ ମ୍ୟାଚ ଖେଳିବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ବେଙ୍ଗଲୋର । ଏହି ଦୁଇ ଟିମ ମଧ୍ୟରେ ପାଇନାଲ ଖେଳ ହେବାକୁ ଯାଉଛି ବୋଲି ସଚିନ ତେନ୍ଦୁଲକର ଭବିଷ୍ୟ ବାଣୀ କରିଛନ୍ତି । ତେବେ ଜଣା ପଡିବ କି ସଚିନ ତେନ୍ଦୁଲକରଙ୍କର ଭବିଷ୍ୟ ବାଣୀ କେତେ ସତ ହେଉଛି ଏବଂ କେତେ ମିଛ ହେଉଛି , ତାହା ଆଗକୁ ହିଁ ମ୍ୟାଚ ଦେଖିଲେ ଜଣାପଡିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।