ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ ଆଜି କାଲି ମୁଖ୍ୟ ସମସ୍ୟା ଯାହା ମଣିଷ ମାନଙ୍କ ପ୍ରଭାବିତ କରାଉଛି ତାହା ହେଉଛି ମୋବାଇଲ | ତେବେ କୁହାଯାଉଛି କି ବିଶେଷ କରିକି ଛୋଟ ଛୋଟ ପିଲାମାନେ ଏହି ମୋବାଇଲ ଦ୍ୱାରା ଅଧିକ ପ୍ରଭାବିତ ହେବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ଯାହା ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ମୋବାଇଲ ଛୋଟ ଛୋଟ ପିଲାମାନଙ୍କ ଉପରେ କଣ ସବୁ ପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା |
ମୋବାଇଲ ଶିଶୁ ମାନଙ୍କୁ କଣ ପ୍ରଭାବିତ କରିଥାଏ :-
ତେବେ କୁହାଯାଉଛି କି ଆଜି କାଲି ପିଲାମାନଙ୍କ ଜୀବନ ଉପରେ ମୋବାଇଲ ବିଶେଷ ଭାବରେ ପ୍ରଭାବ ପକାଉଛି ବୋଲି କୁହାଯାଉଛି | ତେବେ ମୋବାଇଲ ଆମର ଯେତିକି ଉପକାର ରେ ଲାଗିଥାଏ ସେହି ପରିମାଣ ରେ ଆମର କ୍ଷତି ମଧ୍ୟ କରୁଥିବାର ଦେଖିବାକୁ ମିଳିଛି | ତେବେ ଛୋଟ ପିଲାମାନଙ୍କ ଉପରେ ମୋବାଇଲ ର ପ୍ରଭାବ ବିଶେଷ କରିକି ସେମାନଙ୍କ ବାପା ମା ଙ୍କ କାରଣ ରୁ ହେଉଛି ବୋଲି କୁହାଯାଉଛି | ତେବେ ବାପା ମା ମାନେ ସେମାନଙ୍କ କାର୍ଯ୍ୟ ରେ ବ୍ୟସ୍ତ ରହୁଛନ୍ତି ଆଉ ଯେଉଁଥିପାଇଁ ପିଲାଙ୍କୁ ସମୟ ନ ଦେଇ ସେ ଖାଇବା ହେଉ ବା ଖେଳିବା ସବୁଥିରେ ମୋବାଇଲ ଉପରେ ସେମାନଙ୍କୁ ନିର୍ଭର କରାଇ ଦେଉଛନ୍ତି ବୋଲି କୁହାଯାଉଛି |
କେଉଁ ସବୁ କାମ ଉପରେ ଫୋନ ଶିଶୁ ଙ୍କ ଉପରେ ପ୍ରଭାବ ପକାଉଛି :-
ତେବେ ଆଜି କୁହାଯାଉଛି କି ଆଜି ର ସମାଜରେ ଅଧିକାଂଶ ପିଲା ଚଷମା ର ବ୍ୟବହାର କରିଛନ୍ତି ଆଉ ତାହାର କାରଣ ହେଉଛି କେବଳ ମୋବାଇଲ ର ବ୍ୟବହାର | ତେବେ ମୋବାଇଲ କାରଣରୁ ପିଲାମାନେ ମାନଙ୍କର ଶାରୀରିକ ଆଉ ମାନସିକ ଓ ବୌଦ୍ଧିକ ବିକାଶ ଉପରେ ମଧ୍ୟ ପ୍ରଭାବ ପକାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ପିଲାଙ୍କର ମୋବାଇଲ ରେ ଆଜି କାଲି ବିଶେଷ ଭାବରେ ଗେମ ଦେଖୁଛନ୍ତି କମ ବୟସରେ ଆଉ ଯେଉଁଥିପାଇଁ ପିଲାମାନଙ୍କର ବ୍ରେନ ସହିତ ଆଖି ଉପରେ ମଧ୍ୟ ବିଶେଷ ଭାବରେ ପ୍ରଭାବ ପକାଉଛି ବୋଲି କୁହାଯାଉଛି ଆଉ ଯାହାର କାରଣ ପିଲାଙ୍କର ବାପା ମା ମାନେ | ତେଣୁ ପିଲାମାନେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ |
ମୋବାଇଲ ନିଶା ଯୋଗୁ ମେଦ ବହୁଳତା :-
ତେବେ କୁହାଯାଉଛି କି ପିଲାମାନେ କେଉଁ ବୟସରେ କେତେ ପରିମାଣରେ ଖାଇବା ଆବଶ୍ୟକ ସେତିକି ଖାଇବା ଆବଶ୍ୟକ ହୋଇଥାଏ | ବାପା ମା ମାନେ ପିଲାଙ୍କର ଖେଳିବା ସହିତ ଏକସେସାଇଜ ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି |ଆଉ ଯଦି ସେମିତି ନ ହୁଏ ପିଲାମାନେ ଖାଲି ଖାଇ ଚାଲିବେ ତାହେଲେ ମେଦ ବହୁଳତା ଦେଖାଯିବା ସହିତ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ସୃଷ୍ଟି କରିଥାଏ |
ବାପା ମା ଙ୍କର କଣ ରହିଛି କର୍ତ୍ତବ୍ୟ :-
ତେବେ ବାପା ମା ମାନେ ଏହିଭଳି ମୋବାଇଲ ରୁ ପିଲାଙ୍କୁ ଦୁରେଇ ରଖିବା ପାଇଁ ହେଲେ ପିଲାଙ୍କର ବିକାଶ ଉପରେ ଧ୍ୟାନ ଦେବା | ତାହା ସହିତ ପିଲାଙ୍କର ବିକାଶ ପାଇଁ ମଧ୍ୟ ଧ୍ୟାନ ଦେବା ତାହା ସହିତ ବାପା ମା ମାନେ ମଧ୍ୟ ମୋବଇଲ କୁ ଛାଡିକି ପିଲାଙ୍କୁ ସମୟ ଦେବା ଉଚିତ |
ତେବେ ଏହା ଥିଲା ମୋବାଇଲ ଦ୍ୱାରା ଶିଶୁ ମାନଙ୍କର କଣ ସବୁ ଅସୁବିଧା ହୁଏ ଓ ପ୍ରଭାବ ପକାଇଥାଏ ସେ ବିଷୟରେ ସମସ୍ତ ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।