ଛିଃ.. ଛିଃ.. ଶୁଣନ୍ତୁ Audio Call – ଫୋନ ରେ ଶଶୂର ବୋହୂ ସହିତ କରୁଛନ୍ତି ଅଶ୍ଳୀଳ କଥାବାର୍ତ୍ତା… ଶୁଣିଲେ ଆପଣଙ୍କ ରକ୍ତ ପୁରା ଗରମ ହୋଇଯିବ..

ଦିନକୁ ଦିନ ସମାଜରେ ନାରୀ ମାନେ ନିଜର ଅସ୍ତିତ୍ଵ ହଜେଇବାକୁ ଲାଗିଲେଣି ,କାରଣ ଆଜି ଯାଏ ଗାନ୍ଧିଜୀଙ୍କ କଥା ସତ ହେଇ ପାରି ନାହିଁ ।ତେବେ ସେ କଥା ତ ଦୁରର କଥା କାରଣ ଆଜି ନାରୀ ନିଜ ଘରେ ବି ସୁରକ୍ଷିତ ନାହିଁ ।ପ୍ରତି ଜାଗାରେ ତାଙ୍କର ଭକ୍ଷଣ କରୁଛି ଜଣେ ଜଣେ ନର ରୂପୀ ରାକ୍ଷସ ।ବିନା ଡର ଭୟରେ ଏହି ନାରୀ ପ୍ରତି ଅପବ୍ୟବହାର ଓ ନିର୍ଯାତନା ବଡିବାରେ ଲାଗୁଛି ।ଅରକାର ଯେତେ କଠୋର ନୀତି ନିୟମ କରିଲେ ବି କାହା ଉପରେ କିଛି ଫରକ ପଡୁ ନାହିଁ ।

ଆଜିର ଦୁନିଆ ଦିନକୁ ଦିନ ଅଗ୍ରଗତି କରୁଥିବା ବେଳେ ନାରୀ ଏବେ କୋଉଠି ଅଛି,ନାରୀ ସଶକ୍ତି କରଣର ନାରା ଦେଇ ଖାଲି ଉପରେ ଆମ ନାରୀ କେତେ ମହାନ କେତେ ଉନ୍ନତ କୁହାଯାଇଛି ।କିନ୍ତୁ ସତରେ କଣ ନାରୀ କେବେ ନିଜକୁ ସୁରକ୍ଷିତ କରି ପାରିଛି ।ଏହି ପୁରୁଷ ପ୍ରଧାନ ସମାଜ ଭିତରେ ପ୍ରତ୍ୟେକ ମହିଳା ପ୍ରତି ମୁହୂର୍ତ୍ତରେ ଜର୍ଜରିତ ହେଇ ଜୀବନ ହାରିବାକୁ ବାଧ୍ୟ ହେଉଛି ।ତେବେ ଏତେ ସବୁ ଘଟଣା ହେଉଛି କିନ୍ତୁ କଣ ସମାଜରେ ଥିବା ଲୋକମାନେ ନିଜର ମାନବିକତା ହରେଇ ଦେଲେଣି ।

ତେବେ ଶ୍ୱଶୁର ଓ ବୋହୂର ସମ୍ପର୍କ ବାପା ଝିଅର ସମ୍ପର୍କ ପରି, ଯେଉଁଠି ଜଣେ ଝିଅ ନିଜ ବାପାକୁ ପର କରି ଆଉ କାହାର ବାପାକୁ ବାପା କରିଥାଏ ।ହେଲେ ସେହି ଶ୍ବଶୁର କେବେ ବାପା ହେଇ ପାରନ୍ତି କି, ନା ତାଙ୍କ ଭିତରେ ଲୁଚି ରହିଥାଏ ଏକ କୁତ୍ସିତ ରୂପ ଯାହାକୁ ସେ ବୋହୂ ପାଖରେ ଖୋଲି ଥାଆନ୍ତି ।ତେବେ ଏପରି ଆମ ସମାଜରେ ଓ ବହୁତ ଘର ମାନଙ୍କରେ ହେଉଛି ମାତ୍ର ସାମାଜିକ ରୀତିନୀତି ଭିତରେ ବହୁତ ବୋହୁ ମାନେ ଚୁପ ରହି ଯାଉଛନ୍ତି ।

କିନ୍ତୁ ଆଜିର ଏହି ଘଟଣାର ଜଣେ ଶ୍ୱଶୁର ନିଜ ବୋହୂ ଏମିଞି କଥା ହେବାର ଶୁଣିବାକୁ ମିଳୁଛି ଯାହା ଶୁଣିଲେ ଆପଣଙ୍କ ହୋସ ଉଡି ଯିବ ।ତେବେ ଏହା ଏକ କଲ ରେକର୍ଡ ଯାହା ଜଣେ ବୋହୁ ଓ ଶ୍ୱଶୁର ଭିତରେ ହେଇଥିଲା ।ତେବେ ବୋହୂ ଜଣଙ୍କ ଶ୍ୱଶୁରଙ୍କୁ ଫୋନ କରିଛନ୍ତି ଆଉ ତାଙ୍କ ପ୍ରତି ଶ୍ୱଶୁର ଯେଉଁ ଅଭଦ୍ରାମି କରନ୍ତି ସେ ନେଇ ଅଭିଯୋଗ କରିଛନ୍ତି ।ତେବେ ସେହି ଜାଗାରେ ଶ୍ୱଶୁର ଚୁପ ନରହି ନିର୍ଲଜ ପରି ଏମିତି ଖରାପ ଇଙ୍ଗିତରେ କଥା ଗୁଡିକ କହିଛନ୍ତି ବୋହୂକୁ ।ତେବେ ଏହି କଲ ରେକର୍ଡ ଏବେ ସୋସିଆଲ ମେଡିଆରେ ଭାଇରଲ ହେଉଛି ।

ବନ୍ଧୁମାନେ ଭାବିଲେ ଦିନକୁ ଦିନ ମଣିଷ ନିଜର ମାନବିକତା ଓ ଚେତନା ହରେଇ ଦେଲାଣି କି, କାରଣ ଏହି ଘଟଣାରେ ଜାଣି ପାରୁଥିବେ ।ତେବେ ନିଜ ଝିଅ ଓ ବୋହୁ ଭିତରେ କେତେ ବା ଫରକ ରହିଥାଏ ।କିନ୍ତୁ ବାପା ସମାନ ଶ୍ୱଶୁର ଆଜି ବୋହୁ ପାଇଁ ରାକ୍ଷସ ସାଜିଛି ।

Leave a Comment