ଛିଃ ଛିଃ ଲଜ୍ୟା ! ବାପା ନିଜର ନହେଲେ ବି ସାବତ ଝିଅ ଥିଲି ପରା, ତୁମେ ମୋ ସହ ଏମିତି କରିପାରିଲ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜନଙ୍କ ଘଟଣା ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହା କୁ ଦେଖିଲେ ଆମେ ସହଜରେ ବିଶ୍ୱାସ କରି ପାରି ନ ଥାଉ | ତେବେ ସେମିତି କିଛି ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ | ଆଉ ଯେଉଁଠି ଜଣା ପଡିଛି କି ପିଲା ହେଉ ନ ଥିଲା ବୋଲି ପିଲା ଟିକୁ ଘରେ ଆଣିକି ଆଖିଥିଲେ , ଆଉ ନିଜ ସ୍ତ୍ରୀ ସହିତ କାମନା ଆଉ ବାସନା ରେ ଅସୁବିଧା ହେଲା ବୋଲି ମାରିବାକୁ ଚେଷ୍ଟା କରୁଥିଲେ ବାପା ଜଣଙ୍କ ତାହେଲେ ଆସନ୍ତୁ ଦର୍ଶକ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀ ପୁର ବ୍ଲକ, ସଂକୟଡା ପଂଚାୟତ, ଚଣାପୁଟିନ ଗ୍ରାମର କୃଷ୍ଣ ମାଝୀ ଆଉ ଯିଏ କି ନିଜର କାମନା ଓ ବାସନା ପୂର୍ଣ୍ଣ ହେଲାଣି ବୋଲି ଝିଅ ତାଙ୍କର ପିଲା କୁ ମାରି ଦେବାକୁ ବସିଥିଲେ ଆଉ ଯାହାକୁ ବିରୋଧ କରିବାକୁ ଯିବାରୁ ସେ ତାଙ୍କର ସ୍ତ୍ରୀ ଙ୍କୁ ମାରି ଦେଇଥିବାର ଖବର ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ | ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି |

ତେବେ ମିଳିଥିବା ସୂଚନା ଅନୁସାରେ କ୍ରିଷ୍ଣା ମାଝୀ ବିବାହ କରିଥିଲେ ଜଣଙ୍କ ଆଉ କିଛି ଦିନ ପରେ ତାଙ୍କର ପତ୍ନୀ ମରିଯିବାରୁ ସେ ପୁଣି ବିବାହ କରିଥିଲେ ହାକି ମାଝୀଙ୍କୁ | ଆଉ ଯାହା ଜଣା ପଡିଛି କି ବିବାହ ର ବହୁତ ଦିନ ପରେ ସେମାନଙ୍କ କୋଳରେ ସନ୍ତାନ ଟିଏ ନ ହେବାରୁ ସେ ତାଙ୍କର ବଡ଼ ଭାଇ ଙ୍କ ଝିଅ ମୀନା ମାଝୀ ଙ୍କୁ ଆଣିକି ପାଖରେ ରଖିଥିଲେ | ଆଉ ପିଲା ଟି ଦିନରୁ ପୌଷ ପୁତ୍ର ଭାବରେ ତାଙ୍କୁ ଗ୍ରହଣ କରିଥିଲେ | କିନ୍ତୁ ପିଲା ଟି ଥିବା ଯୋଗୁ କୃଷ୍ଣ ମାଝୀ ଙ୍କର କାମନା ବାସନା ରେ ବାଧା ସୃଷ୍ଟି ହେଉଥିଲା, ଆଉ ଯେଉଁଥିପାଇଁ ସେ ସବୁବେଳେ ରାଗି ଯାଉଥିଲେ |

ତେବେ ଗତ ଗୁରୁବାର ଦିନ କାମନା ବାସନା ଆଉ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ପିଲାଟି କାନ୍ଦି ଉଠିଥିଲା | ଆଉ ଯାହା ଫଳରେ ରାଗି ଯାଇଥିଲେ ବାପା ଜଣଙ୍କ ଆଉ ଝିଅ ଟିକୁ ମାରିବା ପାଇଁ ମଧ୍ୟ ବାହାରି ପଡିଥିଲେ | ଆଉ ଏମିତି ସମୟରେ ମା ଜଣଙ୍କ ପିଲା ଟିକୁ ବଞ୍ଚାଇବା ପାଇଁ ଯେତେବେଳେ ବାହାରି ଥିଲେ ସେତେବେଳେ କଟୁରୀରେ କାଟି ଦେଇଥିଲେ ସ୍ୱାମୀ ଜଣଙ୍କ | ଆଉ ଘଟଣା ର ସୂଚନା ପାଇଁ ଗା ର ଲୋକ ମାନେ ଯାଇକି ପିଲା ଟିକୁ ଖଣ୍ଡିଆ ଖା୍ଵାରା ଅବସ୍ଥାରେ ଉଦ୍ଧାର କରିଛି | ଆଉ ପିଲାଟି ହସ୍ପିଟାଲ ରେ ଅଛି ଆଉ ଜୟପୁର ଟାଉନ ପୋଲିସ ବର୍ତ୍ତମାନ ଘଟଣା ର ତଦନ୍ତ ଚଳାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment