ଆଉ ସୋସିଆଲ ମିଡ଼ିଆରେ ବେଳେ ବେଳେ କିଛି ଦେଶ ଓ ବିଦେଶ ର ଘଟଣା ଓ ଖବର ଆସିକି ପହଂଚି ଥାଏ। ଆଉ ଏବେ ସରକାର ଙ୍କର ସବୁ ନିୟମ ବଳୀ ମଧ୍ୟ ଏହାରି ଦ୍ୱାରା ଲୋକଙ୍କୁ ଜଣେଇ ଦିଆଯାଉଛି। ଆଉ ଏହିଠାରେ ଆଗକୁ ଆସିଥିବା ଖରାଦିନ ଛୁଟି ନେଇକି ନୂଆ ନିୟମ ବଳୀ ଲାଗୁ ହୋଇଛି ଯାହା ଏଠାରେ ନଜରକୁ ଆସିଛି ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ। ଏହିଠାରେ ଏକ କିଛି ବିଶେଷ ସୂଚନା ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ନଜରରେ ଆସିଛି ଆଉ ଏହା ପାଠ ପଢ଼ୁଥିବା ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ଯାହାକୁ ସରକାର ଜଣେଇବା କୁ ଚେଷ୍ଟା କରିଛନ୍ତି।
ଏଠାରେ ସରକାର ଏମିତି କିଛି ସୂଚନା ଦେଇଛନ୍ତି ଯାହା କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଉ ଅଧିକାଂଶ ସମୟରେ ପିଲା ମାନେ ସ୍କୁଲ ଓ କଲେଜ ଯିବା ପାଇଁ ପସନ୍ଦ କରି ନଥାଆନ୍ତି ଏବଂ ସେମାନେ ସ୍କୁଲ ଛୁଟି ହୋଇଗଲେ ବହୁତ ଖୁସି ହୋଇ ଥାଆନ୍ତି। ଏହା ବେଶୀ ସ୍କୁଲ ପିଲା ମାନଙ୍କ ପାଇଁ ବଡ଼ ଘୋଷଣା। ଏହି ଠାରେ ପୁଣି ଏକ ସୂଚନା ମିଳିଛି ଯାହା ଶିକ୍ଷା ବିଭାଗର ଅଧିକାରୀ ଜଣେଇଛନ୍ତି। ଏହି ଭିଡ଼ିଓ ରେ ଜାଣିବାକୁ ମିଳିଛି ଯେ କିଛି ଦିନ ପରେ ସ୍କୁଲ ଓ କଲେଜ ବନ୍ଦ ହେବା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ସରକାର ଦେଇଛନ୍ତି।
ଏହାକୁ ନେଇ ବିଭାଗର ଅଧିକାରୀ ସବୁ ସ୍କୁଲ ଓ କଲେଜ କୁ ସୂଚନା କରି ଦେଇଛନ୍ତି। ଆଉ ସବୁ ବର୍ଷ ଏହି ସମୟରେ ସ୍କୁଲ ଓ କଲେଜ ସବୁ ବନ୍ଦ ହୋଇଥର କାରଣ ଖରାଦିନ ଛୁଟି ଘୋଷଣା ହୋଇଥାଏ ଯାହା ଦ୍ୱାରା ପିଲା ମାନେ ଏହି ଦିନ ମାନଙ୍କରେ ଖୁସି ବନେଇ ଥାଆନ୍ତି। ଆଉ ଏହି ବର୍ଷ ସେମାନଙ୍କ ପାଇଁ ସରକାର ନୂଆ ନିୟମ କରିଛନ୍ତି ଯେଉଁଠାରେ ସ୍କୁଲ ପିଲା ମାନେ ଜୁନ ୬ ରୁ ୧୬ ପର୍ଯ୍ୟନ୍ତ ଖରା ଦିନ ଚୁଟି ପାଇବେ ଏବଂ ଉଚ୍ଚ ଶିକ୍ଷା ବିଭାଗ କଲେଜ ଓ ବିଶ୍ୱ ବିଦ୍ୟାଳୟ ଗୁଡିକୁ ନୋଟିସ କରିଛନ୍ତି ଯେ ଜୁନ ପହିଲା ରୁ ୧୬ ପର୍ଯ୍ୟନ୍ତ ଛୁଟି କରିବା ନେଇ ନିଷ୍ପତ୍ତି ନେଇଛନ୍ତି।
ଏହି ସମୟରେ ପିଲା ମାନେ ପୂର୍ବ ରୁ ସୂଚନା ଅନୁସାରେ ମେ ପହିଲା ରୁ ଜୁନ ୫ ପର୍ଯ୍ୟନ୍ତ ସକାଳେ ପାଠ ପଢିବାକୁ ଯାହା ଏବେ ମଧ୍ୟ ତାହା ରହିଛି । ଏହି ସବୁ ନିୟମ ବଦଳି ଯାଇଛି କାରଣ ଏହି ବର୍ଷ ପିଲା ମାନଙ୍କ ପାଠ ପଢିବାରେ ଯଥେଷ୍ଟ ସମୟ ମିଳି ନାହିଁ।ଆଉ କିଛି ଦିନ ତଳେ କରୋନା ସମୟ ରହିଥିଲା ଯାହା ଦ୍ୱାରା ପିଲା ମାନେ ସ୍କୁଲ ଓ କଲେଜ ରେ ପାଠ ପଢ଼ିବାରୁ ବଂଚିତ ହୋଇଥିଲେ ଏବଂ କେବଳ ଅନଲାଇନ ମାଧ୍ୟମରେ ଶିକ୍ଷା ଦିଆ ଯାଉଥିଲା ଯାହା ସୂଚନା ଯୋଗ୍ୟ। ଆଉ ମଧ୍ୟ ବର୍ତ୍ତମାନ ଜଣେଇଛନ୍ତି ଯେ ଆବଶ୍ୟକ ପଡ଼ିଲେ ଛୁଟି ଦିନ ଓ କାର୍ଯ୍ୟ ଦିବସ ମାନଙ୍କରେ ମଧ୍ୟ ପଢା ଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।