Odisha News Portal

ଛକ ଉପରେ ସ୍ୱାମୀ ସ୍ତ୍ରୀ ଙ୍କ ହାଇ ଡ୍ରାମା, ସୋସିଆଲ ମିଡିଆରେ ଭିଡ଼ିଓ ନିଆଁ ଭଳି ହେଉଛି ଭାଇରାଲ… ଦେଖନ୍ତୁ Video

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏମିତି ଏକ ଅପ୍ରୀତିକର ଘଟଣା ଯାହାକୁ ଶୁଣିଲେ ଆପଣ ବି ଲଜ୍ୟାବୋଧ କରିବେ। ଆଉ ଏହା ଆପଣ ଭାବିବେ ଯେ ସତରେ କଣ ହଜି ଯାଇଛି ନୈତିକତା ଏବଂ ସମ୍ପର୍କର ମୂଲ୍ୟ। ସତରେ କଣ ଆଜିର ଦୁନିଆରେ ସ୍ନେହ, ମମତା ଭଲପାଇବା ର ଅଭାବ ଏତେ ମାତ୍ରାରେ ରହିଛି। ପରସ୍ପର ଭିତରେ ଲୋକମାନଙ୍କ ମଧ୍ୟରେ ଆଉ ସେମିତି ସମ୍ମାନ ଦେବା କିମ୍ୱା ନିଜ ସମ୍ମାନ କୁ ଜଗିବା ଭଳି କାର୍ଯ୍ୟ କରିବା ଭଳି ଗୁଣ ଦେଖିବାକୁ ମିଳୁନାହିଁ। ତେବେ ସେହିପରି ଏବେ ସାମ୍ନାକୁ ଆସିଥିବା ଘଟଣା ଟି ସାଧାରଣରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି।ଏହା ଏଭଳି ଏକ ଲଜ୍ୟା ଜନକ ଘଟଣା ଯାହାକୁ ଦେଖିଲେ ସମସ୍ତେ ନିନ୍ଦା କରିବା ବିଧେୟ।

କାରଣ ଏଠାରେ ସ୍ବାମୀ ସ୍ତ୍ରୀ ସର୍ବ ସମ୍ମୁଖରେ ଯେଉଁଭଳି କାର୍ଯ୍ୟ କରୁଛନ୍ତି ବାସ୍ତବରେ ତାହା ଗ୍ରହଣୀୟ କିମ୍ୱା ଶୋଭନୀୟ ନୁହେଁ। ତେବେ ଆଜିର ଏହି ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ। ଯାହା ସମାଜକୁ ଅତି ତଳକୁ ନେଇ ଯାଉଛି ଏବଂ ଏମିତି କାମ କରୁଥିବା ଲୋକ ଅପଦସ୍ତ ମଧ୍ୟ ହେଉଛି। ଆଉ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ଵାଭାବିକ କଥା।

ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ରେ ଜଣେ ମହିଳା ଏବଂ ଜଣେ ପୁରୁଷ ଯେଉଁମାନେ କି ସ୍ବାମୀ ସ୍ତ୍ରୀ ଅଟନ୍ତି, ସେମାନେ କିପରି ଭାବରେ ରାସ୍ତା ଉପରେ ପାଟିତୁଣ୍ଡ କରୁଛନ୍ତି ତାହା ଥରେ ଦେଖନ୍ତୁ। କେବଳ ପାଟିତୁଣ୍ଡ ନୁହେଁ ବରଂ ଖରାପ୍ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛନ୍ତି ପରସ୍ପରକୁ।କେହି କାହାକୁ ଛାଡ଼ୁ ନାହାଁନ୍ତି। ସେଠାରେ କିଛି ସମୟ ଧରି ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ଏମିତି ହାଇ ଡ୍ରାମା ଚାଲିଥିବା ଦେଖିବାକୁ ମିଳୁଛି।

ଏହାକୁ ଦେଖି ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଲୋକେ ସେଠାରେ ଉଭୟଙ୍କ ଏପରି ହାଇ ଡ୍ରାମା କୁ ଦେଖୁଛନ୍ତି। ତେବେ ଯାହା ଜଣା ପଡ଼ିଛି ସ୍ତ୍ରୀ ଜଣଙ୍କ ସେଠାରେ ଆଉ ଜଣେ ଯୁବକଙ୍କ ସହିତ ଆସି କଥା ହେଉଥିବା ନେଇ ସ୍ବାମୀ ଜଣଙ୍କ ଏ ବିଷୟରେ ପଚାରିଥିଲେ ଏବଂ ପରେ ସେମାନଙ୍କ ଭିତରେ ଝଗଡା ତୀବ୍ର ରୂପ ନେଇଥିଲା। ତେବେ ଏପରି ଉତ୍ତେଜନା ଦେଖାଯିବା ପରେ ପୋଲିସ୍ ଆସି ସେମାନଙ୍କୁ ଉଠାଇ ନେଇ ଯାଇଥିବା ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।