Odisha News Portal

ଦେଖନ୍ତୁ ଭିଡ଼ିଓ – ଛାଡିବା ମାତ୍ରେ ନିଆଁ ପରି ଭାଇରାଲ ହେଉଛି ବଲିଉଡ ଅଭିନେତ୍ରୀ Ileana D’Cruz ଙ୍କ ଏହି ଭିଡ଼ିଓ, ଦେଖିବା ପରେ ନିଜକୁ ସମ୍ଭାଳି ପାରିବେନି ଆପଣ…

ଆପଣ ମାନେ ଜାଣିଛନ୍ତି ଯେ ବଲିଉଡ୍‌ ସେଲିବ୍ରିଟୀ ମାନେ ସୋସିଆଲ ମିଡିଆରେ ଏବେ ବହୁତ ମାତ୍ରାରେ ଆକ୍ଟିଭ୍‌ ରହୁଛନ୍ତି ଏବଂ ପ୍ରାୟତଃ ସେମାନେ ସୋସିଆଲ ମିଡ଼ିଆ ରେ ସକ୍ରିୟ ରହିଥାନ୍ତି। ଏହା ଛଡ଼ା ନିଜ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ସେମାନେ କହିଥାନ୍ତି ଏବଂ କରିଥାନ୍ତି ଚର୍ଚ୍ଚାକୁ ଆସିବା ପାଇଁ। ଏମିତି ରେ ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ ବଲିଉଡ୍ ଜଗତରେ। ଆପଣ ଜାଣିଥିବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଜୀବନରେ ଅନେକ ରହସ୍ୟ ଭରି ରହିଥାଏ।

ସେଥିପାଇଁ ଅଭିନୟ ଜଗତରେ ବା ଫିଲ୍ମ୍ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କ କ୍ଷେତ୍ରରେ ସବୁବେଳେ କିଛି ନା କିଛି ରହସ୍ୟ ରହି ଥିବାର ଦେଖାଯାଏ। ଯେଉଁ କାରଣରୁ ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର ଅଟେ।ସେମାନେ କେତେବେଳେ ଫଟୋ ଏବଂ ଭିଡିଓ ସେୟାର କରନ୍ତି ତ ଆଉ କେତେବେଳେ ପ୍ରଶଂସକ ମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି।ନିକଟରେ ଇଲିଆନା ଡିକ୍ରୁଜ୍‌ ସେ ନିଜ ଫ୍ୟାନ୍ସଙ୍କ ପାଇଁ ଏମିତି କିଛି କରିଥିଲେ କୁଛ୍‌ ଭି ପୁଛୋ ସେଶନ ଜରିଆରେ। ସେତେବେଳେ ସେ ତାଙ୍କର ପ୍ରତିକ୍ରିୟା ଏବଂ ଉତ୍ତର କୁ ନେଇ ବହୁତ୍ ଚର୍ଚ୍ଚା କୁ ଆସିଥିଲେ। ଅନେକ ସମୟରେ ଏହି ଅଭିନେତ୍ରୀ ଜଣଙ୍କ ନିଜର ବୋଲ୍ଡ ଅନ୍ଦାଜ ର ଲୁକ୍ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି।

ସେହିପରି ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ଏକ ଭିନ୍ନ ଲୁକ ରେ ନଜର ଆସିଛନ୍ତି। ଯେତେବେଳେ ସେ ଯୀଶୁଖ୍ରୀଷ୍ଟ ଙ୍କ ପୁନରୁତ୍ଥାନ ସ୍ମୃତି ଦିବସ ପାଳନ ଅବସରରେ କେକ ଆଣିବାକୁ ଏକ ସପ୍ କୁ ଯାଇଥିଲେ ସେତେବେଳେ କ୍ୟାମେରା ପର୍ଶନ ତାଙ୍କର ଏହି ବୋଲ୍ଡ କୁକ୍ ର ଫୋଟୋ ଉଠାଇଥିଲେ। ଆପଣ ଏହି ଭିଡିଓ ମାଧ୍ୟମରେ ତାଙ୍କର ଏହି ନିଆରା ଅନ୍ଦାଜ କୁ ଦେଖି ପାରିବେ।ତେବେ ଆପଣଙ୍କୁ କହି ରଖୁଛୁ କି ଅଭିନେତ୍ରି ଇଲିଆନା ଜଣେ ଏମିତି ଅଭିନେତ୍ରୀ ଫିଲ୍ମ ବର୍ଫି ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ଇଲିଆନା ଡିକ୍ରୁଜ। ଅନେକ ବଡ ଷ୍ଟାରଙ୍କ ସହିତ ଫିଲ୍ମ କରିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।

ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀ ନିକଟରେ ଏକ ଟ୍ଵିଟ୍‌କୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ବଲିଉଡ୍‌ର ଅଭିନେତ୍ରୀମାନେ ସଲମାନ ଖାନଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ଚାହିଁ ରହୁଥିବା ବେଳେ ଇଲିଆନା ତାଙ୍କର ଦୁଇ ଦୁଇଟି ଫିଲ୍ମ ଅଫର ରିଜେକ୍ଟ କରି ଦେଇଥିଲେ। ଆପଣଙ୍କୁ କହି ରଖୁଛୁ କି ପୂର୍ବରୁ ଇଲିଆନା ଅକ୍ଷୟ କୁମାର, ବରୁଣ ଧଓ୍ଵନ, ଅଜୟ ଦେବଗନ, ଜନ ଆବ୍ରାହମଙ୍କ ସହିତ ଫିଲ୍ମ କରି ସାରିଛନ୍ତି। ଜଣେ ସଫଳ ଅଭିନେତ୍ରୀ ଭାବରେ ତାଙ୍କର ଏକ ପରିଚୟ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।