Odisha News Portal

Odia jokes – ଚଉଠି ରାତିରେ ସ୍ୱାମୀ ସ୍ତ୍ରୀ କଥା ହେଉଥିଲେ,ଏହି ମଜାକଥା ପଢ଼ିଲେ ହସି ହସି ଗଡ଼ିବେ ଆପଣ

ବନ୍ଧୁଗଣ ଆପଣ ତ ଜାଣିଛନ୍ତି ଆଜିର ଏହି ବ୍ୟସ୍ତ ବହୁଳ ଦୁନିଆରେ ମଣିଷ ନିଜର କାର୍ଯ୍ୟ ବ୍ୟସ୍ତତା ଭିତରେ ଟିକେ ଚିତ୍ତ ବିନୋଦନ କରିବାକୁ ସମୟ ବାହାର କରିବା ତାପାଇଁ କଷ୍ଟକର ହୋଇ ପଡ଼ୁଛି। ନିଜକୁ ବିଭିନ୍ନ ଚିନ୍ତା ଏବଂ ଟେନ୍ସନ୍ ଭିତରେ ରଖି ମଣିଷ ପ୍ରକୃତ ଖୁସି ର ସନ୍ଧାନ କରି ପାରୁ ନାହିଁ। ତେବେ ଏହାରି ଭିତରେ ଯେତେବେଳେ ଟିକେ ହସିବାର ସୁଯୋଗ ମିଳୁଛି ସେତେବେଳେ ମନଖୋଲି ହସିବା ନିହାତି ଦରକାର।ଆପଣ ମାନେ ବିଭିନ୍ନ ପ୍ରକାର କମେଡି ଶୋ ଯୋକ୍ସ ପଢି ହସିବାର ମଉକା ନେଉଥିବେ। ସେହିଭଳି ଭାବରେ ଆମେ ଆପଣଙ୍କ ପାଇଁ ଆଜି ନେଇ ଆସିଛୁ କିଛି ଏମିତି ଜୋକ୍ସ ଯାହାକୁ ପଢ଼ିଲେ ଆପଣ ହସି ହସି ଗଡ଼ିଯିବେ।

ହସିବା ସ୍ବାସ୍ଥ୍ୟ ପକ୍ଷେ ବହୁତ୍ ଲାଭଦାୟକ। କାରଣ ହସିବା ଦ୍ୱାରା ଆମ ଶରୀରର ଅଧା ରୋଗ ଭଲ ହୋଇଯାଏ।ଏହା ମଣିଷକୁ ସୁସ୍ଥ ରଖିବା ସହିତ ମନ ଏବଂ କ୍ଲାନ୍ତ ଶରୀରକୁ ଶାନ୍ତି ଏବଂ ଆରାମ୍ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଯୋକ୍ସ ଗୁଡ଼ିକୁ ଏବଂ ନିଜେ ହସି ଅନ୍ୟକୁ ହସେଇବା।

ଜୋକ୍ସ ୧) ସ୍ତ୍ରୀ- ଆମର ନୂଆ ନୂଆ ବାହାହେବା ପରେ ତୁମେ ମୋତେ ଭଲରେ ଏମିତି ନାଁ କହି ଡାକୁଥିଲ ମୋର ବରଫି, ମୋର ରାବିଡି, ଅନେକ କିଛି।ଯେମିତି ମୁଁ ରସମଲାଇ।ଏବେ ତ କାହିଁ ଆଉ ଡାକୁନ ?
ସ୍ୱାମୀ- ଆରେ ପାଗେଳୀ କ୍ଷୀରର ତିଆରି ଜିନିଷ କେତେ ଦିନ ସତେଜ ରହିବ। ତାହା ଆଉ ସେହିଭଳି ନାହିଁ।

ଜୋକ୍ସ ୨- (ଚଉଠି ରାତିରେ ସ୍ୱାମୀ ସ୍ତ୍ରୀ ଦୁଇଜଣ କଥା ହେଉଥିଲେ..)
ସ୍ୱାମୀ– ଆଚ୍ଛା, କହିଲ ଦେଖି ଯଦି ଚଉଠି ରାତି ଗୋଟିଏ ଝିଅ ଏବଂ ପୁଅ ମଧ୍ୟରେ ହୁଏ ତେବେ କଣ ହୋଇଥାଏ?
ସ୍ତ୍ରୀ- ଚାବି ତାଲା ରେ ପଶିଥାଏ।
ସ୍ୱାମୀ – ଆଚ୍ଛା କହିଲ ଦେଖି ଏହା ଯଦି ଗୋଟିଏ ପୁଅ ଆଉ ପୁଅ ମଧ୍ୟରେ ହୁଏ, ତେବେ କଣ ହୁଏ?
ସ୍ତ୍ରୀ- ଚାବି ରେ ଚାବି ବାଜିଥାଏ!!
ସ୍ୱାମୀ – ଆରେ ନା ସେଠି ବି ତାଲା ରେ ଚାବି ପଶି ଥାଏ।

ଜୋକ୍ସ ୩- ମଦ ନିଶାରେ ବୁଡି ଶାନ୍ତା ଆଉ ବାନ୍ତା ରେଳ ଧାରଣା ମଝିରେ ଯାଉଥିଲେ।
ସାନ୍ତା- ହେ ଭଗବାନ ମୁଁ ଏତେ ଲମ୍ବା ସିଢି ମୋ ଜୀବନରେ କେବେ ଚଢିନାହିଁ।
ବାନ୍ତା- ଆରେ ସିଢି ଯାହା ବି ହେଉ ଠିକ୍ ଅଛି, କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ହାତ ଧରିବାର ରେଲିଙ୍ଗ୍ ଏତେ ତଳେ କାହିଁ ଲାଗିଛି?

ଜୋକ୍ସ ୪– ଏକ ଦୋକାନ ଭିତରକୁ ଯାଇ ଆଲିଆ ଭଟ୍ଟ ପଚାରିଲେ ଏବେ ୨ ବି ଏଚ୍ କେ ର ରେଟ୍ କେତେ ଅଛି?
ଦୋକାନୀ- ଏହା ତ ରେଡିମେଡ୍ କପଡା ର ଦୋକାନ ଅଟେ।
ଅାଲିଆ- ଆପଣଙ୍କ ଦୋକାନ ସାମ୍ନାରେ ଲେଖାଅଛି ଯେ ଫ୍ଲାଟ ୭୦% ଛାଡ଼।ଆଉ ଏହାକୁ ଶୁଣି ଦୋକାନୀ ବେହୋଶ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।