Odisha News Portal

ଚତୁର୍ଥୀ ରାତିରେ ସେ-କ୍ସ କୁ ନେଇ ହେଲା ଏମିତି ଝଗଡ଼ା, ଆଉ ତା’ ପରେ….

ବିବାହ ଭଳି ପବିତ୍ର ବନ୍ଧନରେ ପ୍ରେମ ଏକ ଉତ୍ସ।ପ୍ରେମ ଏପରି ଏକ ସମ୍ପର୍କ ଯାହା କି ମନ ର ମନ ସହିତ ମିଳନ ଘଟିଥାଏ।ସାଧାରଣତଃ ହିନ୍ଦୁ ଧର୍ମରେ ପୁଅ ଝିଅ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇ ଜୀବନ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସୁରୁଖୁରୁରେ ଜୀବନ ଯାପନ କରିବାକୁ ପ୍ରତିଜ୍ଞା ନେଇଥାନ୍ତି।କିନ୍ତୁ ସେହି ପ୍ରତିଜ୍ଞା କୁ କେହି କେହି ଜୀବନର ଝଡ଼ ଜଞ୍ଜଳରେ ଲଙ୍ଘନ କରିଥାନ୍ତି।ପ୍ରେମ ସମ୍ପର୍କରେ ଦୁଇଟି ମନ ଆତ୍ମା ସ୍ୱଚ୍ଛ ନିର୍ମଳ ହେବ ଆବଶ୍ୟକ।କିନ୍ତୁ ଆଜିର କଳୁଷିତ ସମାଜରେ ଏ ପବିତ୍ର ସମ୍ପର୍କ ପାପ ସମ୍ପର୍କ ରେ ପରିଣତ ହେବାକୁ ଲାଗିଲାଣି।ତେବେ ନିକଟରେ ବିବାହ ର ପରଦିନ ସ୍ଵାମୀ ସ୍ତ୍ରୀ ମଧ୍ୟରେ ମନ ମାଲିନ୍ୟ ହୋଇ ସ୍ଵାମୀ ର ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ହୋଇଛି।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

ସଂସାର ମଧ୍ୟରେ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ କିଛି ନା କିଛି ଝଗଡ଼ା ତଥା ମତବାଦ ଘଟିଥାଏ।କିନ୍ତୁ ପରିସ୍ଥିତି ଅନୁସାରେ ବେଳେବେଳେ ଏହି ସାମାନ୍ୟ ଝଗଡ଼ା ବିପଦାପନ୍ନ ହୋଇଯାଇଥାଏ।ତେବେ ଉତ୍ତରପ୍ରଦେଶ ରେ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ଘଟିଥିବା ଝଗଡ଼ା କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।ଉତ୍ତରପ୍ରଦେଶ ସ୍ଥିତ ବିଜେନର ଗ୍ରାମରେ ଏକ ନବ ବିବାହିତା ଦମ୍ପତି ଙ୍କ ମଧ୍ୟରେ ହୋଇଥିବା ସାମାନ୍ୟ ଝଗଡ଼ା ବହୁ କରାଳ ରୂପ ଧାରଣ କରିଛି।ଖବର ତଥ୍ୟ ଅନୁଯାଇ ନୁରୁପୂର୍ ଗ୍ରାମ ବାସିନ୍ଦା ଚନ୍ଦ୍ରଶେଖର ହରିଦ୍ଵାର ସ୍ଥିତ ଏକ ଝିଅ କୁ ମାର୍ଚ୍ଚ ମାସ ୧୫ ତାରିଖରେ ବିବାହ କରିଥିଲେ।ବିବାହର ଦୁଇ ଦିନ ପରେ ମାର୍ଚ୍ଚ ୧୭ ତାରିଖରେ ଉଭୟ ସ୍ଵାମୀ ସ୍ତ୍ରୀ ମଧ୍ୟରେ କୌଣସି କାରଣ ବଶତଃ କିଛି ଝଗଡ଼ା ହୋଇଥିଲା ଏହା ଫଳରେ ସ୍ତ୍ରୀ ଟି ନିଜ ସ୍ଵାମୀ ର ମୁଣ୍ଡ ଏକ ଲୁଗା ରଡ୍ ସାହାଯ୍ୟରେ ଆକ୍ରମଣ କରିଥିଲା।ଫଳରେ ଚନ୍ଦ୍ରଶେଖର ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ମୁଣ୍ଡ ଫାଟି ଯାଇଥିଲା।

ଏହା ପରେ ଚନ୍ଦ୍ରଶେଖର ଡାକ୍ତରଖାନା ରେ ଚିକିତ୍ସିତ ହେବା ପରେ ଅନୁସନ୍ଧାନ ପାଇଁ ପୋଲିସ ଆସି ପହଞ୍ଚିଥିଲା।ପୋଲିସ ତଦନ୍ତ ଅନୁଯାଇ ସ୍ତ୍ରୀ ର ଅନ୍ୟ କୌଣସି ପୁଅ ସହ ପ୍ରେମ ସମ୍ପର୍କ ଥିବା କଥା ଜଣାପଡିଥିଲା। ପୋଲିସ ତଦନ୍ତ ଅନୁଯାୟୀ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ଅଲଗା ରହିବାକୁ ନିଷ୍ପତି ଦେଇଥିଲେ।ପ୍ରେମ ପାଇଁ ମଣିଷ କିଛି ବି କରିପାରେ।ଏସବୁ ଘଟଣା ପରେ ଝିଅ ଟି ଘରର କାନ୍ଥ ଡେଇଁ ବାହାରକୁ ଚାଲିଯାଇଥିଲା।ପୋଲିସ ଝିଅ ଟି ର ଅନୁସନ୍ଧାନରେ ଲାଗିଛି।ଏଭଳି ଝିଅ ପାଇଁ ଆମ ସମାଜ କଳୁଷିତ ହେଉଛି।ପ୍ରେମ ଭଳି ପବିତ୍ର ସମ୍ପର୍କ ଆଜି ଏହି ଯୁବ ସମାଜ ପାଇଁ ପାପ ସମ୍ପର୍କ ର ଆଖ୍ୟା ପାଇ ସାରିଲାଣି।ଏଭଳି ସମ୍ପର୍କ ଯୋଗୁ ବହୁ ପୁଅ ଝିଅ ଙ୍କ ଜୀବନ ନଷ୍ଟ ହୋଇଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।