Odisha News Portal

ଚନ୍ଦ୍ରଭାଗା ନଦୀକୁ ଡେଇଁ ପଡିଥିବା ଛୋଟିଆ ବାଳକଟିର ନାମ କଣ ? ଠିକ ପାଠ ପଢିଥିବା ବ୍ୟକ୍ତି ହିଁ ଏହାର ସଠିକ ଉତ୍ତର ଦେଇ ପାରିବେ

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟ ରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ଓଡ଼ିଶାର ଏବଂ ପୃଥିବୀ ବିଷୟରେ କେତୋଟି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣି ନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଏହି ଚତୁର ପ୍ରଶ୍ନ;

ପ୍ରଶ୍ନ:- ଭାରତର ଅଧିକାଂଶ ଅଞ୍ଚଳରେ କେଉଁ ଫସଲ ଅଧିକ ପରିମାଣରେ ଚାଷ କରାଯାଇଥାଏ ?

ଉତ୍ତର: ଧାନ ଚାଷ।

ପ୍ରଶ୍ନ:- ମରାଠା ଏବଂ କେସରୀ ଖବରକାଗଜ କେଉଁ ଲେଖକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ?

ଉତ୍ତର: ବାଲ୍ ଗଙ୍ଗାଧର ତିଲକ।

ପ୍ରଶ୍ନ:- ଭାରତରେ କେଉଁ ରାଜ୍ୟର ଜନସଂଖ୍ୟା ସବୁଠାରୁ ଅଧିକ ?

ଉତ୍ତର: ଉତ୍ତରପ୍ରଦେଶ।

ପ୍ରଶ୍ନ:- କେଉଁ ସହରରେ ଭାରତର ସର୍ବପ୍ରଥମ ଜାତୀୟ ପୋଲିସ ସଂଗ୍ରହାଳୟ ପ୍ରତିଷ୍ଠା ହେବ?

ପ୍ରଶ୍ନ:- ଭାରତର କେଉଁ ସହରରେ ସର୍ବପ୍ରଥମ ଜାତୀୟ ପୋଲିସ ସଂଗ୍ରହାଳୟ ପ୍ରତିଷ୍ଠା ହେଇଥିଲା ?

ଉତ୍ତର: ଦିଲ୍ଲୀ।

ପ୍ରଶ୍ନ:- ପ୍ରତିବର୍ଷ ବିଶ୍ୱ ରେଡ୍ କ୍ରସ୍ ଏବଂ ରେଡ୍ କ୍ରେସେଣ୍ଟ୍ ଦିବସ କେବେ ପାଳନ କରାଯାଏ ?

ଉତ୍ତର: ମେ ୮।

ପ୍ରଶ୍ନ:- ଭାରତରେ ବୃହତ୍ତମ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ କେଉଁ ଠାରେ ଅବସ୍ଥିତ ?

ଉତ୍ତର: ଗୁଜୁରାଟ।

ପ୍ରଶ୍ନ:- ଭାରତର ସେଲିବ୍ରିଟିମାନଙ୍କ ମଧ୍ୟରୁ କିଏ ଭାରତୀୟ ସିନେମା ଇତିହାସରେ ଏକ ସ୍ୱତନ୍ତ୍ର ଓସ୍କାର ପାଇଥିଲେ ?

ଉତ୍ତର: ସତ୍ୟଜିତ୍ ରୟ।

ପ୍ରଶ୍ନ:- ଗାନ୍ଧିଜୀ କେଉଁ ଠାରେ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ ?

ଉତ୍ତର: ଇଂଚୁଡ଼ି।

ପ୍ରଶ୍ନ:- ଅଗ୍ନି ମନ୍ଦିର କେଉଁ ଧର୍ମର ଉପାସନା ସ୍ଥାନ ଗ୍ରହଣ କରିଥାଏ ?

ଉତ୍ତର: ଜୋରାଷ୍ଟ୍ରିଆନ୍ଜିମ୍ (ପାର୍ସୀ ଧର୍ମ)।

ପ୍ରଶ୍ନ:- ପ୍ରଥମେ ରେଡ଼ିଓ କିଏ ଉଭାବନ କରିଥିଲେ ?

ଉତ୍ତର: ମାର୍କନୀ।

ପ୍ରଶ୍ନ:- ଭାରତର ଚଳଚ୍ଚିତ୍ର ଏବଂ ଟିଭି ପ୍ରତିଷ୍ଠାନ କେଉଁଠାରେ ଅବସ୍ଥିତ ?

ଉତ୍ତର: ପୁଣେ (ମହାରାଷ୍ଟ୍ର)।

ପ୍ରଶ୍ନ:- ଜାତୀୟ ସଙ୍ଗୀତର ଜନକ କିଏ ?

ଉତ୍ତର: ରବୀନ୍ଦ୍ରନାଥ ଟାଗର।

ପ୍ରଶ୍ନ:- ଓଡ଼ିଶାର ପ୍ରଥମ ଓଡ଼ିଆ କବିଙ୍କ ନାମ କଣ ?

ଉତ୍ତର: ଉପେନ୍ଦ୍ର ଭଞ୍ଜ।

ପ୍ରଶ୍ନ:- ଓଡ଼ିଶାର ପ୍ରଥମ କୁଳପତିଙ୍କ ନାମ କଣ ?

ଉତ୍ତର: ଡ଼. ପ୍ରାଣକୃଷ୍ଣ ପରିଜା।

ପ୍ରଶ୍ନ:- ଓଡ଼ିଶାର ପ୍ରଥମ ଓଡ଼ିଆ ଅଲମ୍ପିକ ଖେଳାଳି ନାମ କଣ ?

ଉତ୍ତର:- ଦିଲ୍ଲୀପ ତିର୍କୀ।

ପ୍ରଶ୍ନ:- ପ୍ରଥମ ରେଡ଼ିଓ କଳାକାର ଙ୍କ ନାମ କଣ ?

ଉତ୍ତର: କାଳୀଚରଣ ପଟ୍ଟନାୟକ।

ପ୍ରଶ୍ନ:- କଣାର୍କ ମନ୍ଦିର ମୁଣ୍ଡି ମାରି ଚନ୍ଦ୍ରଭାଗା ନଦୀକୁ ଡେଇଁ ଥିବା ବାଳକଟି ର ନାମ କଣ ?

ଉତ୍ତର:- ଧର୍ମପଦ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।