Odisha News Portal

ଚାଲି ନ ଜାଣିଲେ କାହାର ଦୋଷ ? ୯୯% ଲୋକ ଏହାର ଭୁଲ ଉତ୍ତର ଦେଇଛନ୍ତି ଆପଣବି ଫେଲ ମାରିବେ

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ୧୪ ଟି ଦେଶ ଦୁନିଆ ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଏହି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଭାରତରେ କେଉଁ ରାଜ୍ୟରେ ସବୁଠାରୁ ଅଧିକ ପରିମାଣରେ ଝୋଟ ଉତ୍ପାଦନ କରାଯାଇଥାଏ ?

ଉତ୍ତର: ପଶ୍ଚିମବଙ୍ଗ।

(୨) ପ୍ରଶ୍ନ:- ଭାରତରେ କେଉଁ ରାଜ୍ୟରେ ସବୁଠାରୁ ଅଧିକ ପରିମାଣରେ ଡାଲି ଉତ୍ପାଦନ କରାଯାଇଥାଏ ?

ଉତ୍ତର: ମଧ୍ୟପ୍ରଦେଶ।

(୩) ପ୍ରଶ୍ନ:- ଭାରତରେ କେଉଁ ରାଜ୍ୟରେ ସବୁଠାରୁ ଅଧିକ ପରିମାଣରେ ଧାନ ଉତ୍ପାଦନ କରାଯାଇଥାଏ ?

ଉତ୍ତର: ପଶ୍ଚିମବଙ୍ଗ।

(୪) ପ୍ରଶ୍ନ:- ଭାରତରେ କେଉଁ ରାଜ୍ୟରେ ସବୁଠାରୁ ଅଧିକ ପରିମାଣରେ ସୋୟବିନ ଉତ୍ପାଦନ କରାଯାଇଥାଏ ?

ଉତ୍ତର: ମଧ୍ୟପ୍ରଦେଶର।

(୫) ପ୍ରଶ୍ନ:- ଭାରତରେ କେଉଁ ରାଜ୍ୟରେ ସବୁଠାରୁ ଅଧିକ ପରିମାଣରେ ଆମ୍ବ ଉତ୍ପାଦନ କରାଯାଇଥାଏ ?

ଉତ୍ତର: ଉତ୍ତର ପ୍ରଦେଶ।

(୬) ପ୍ରଶ୍ନ:- ଭାରତରେ କେଉଁ ରାଜ୍ୟରେ ସବୁଠାରୁ ଅଧିକ ପରିମାଣରେ ଅବରଖ ଉତ୍ପାଦନ କରାଯାଇଥାଏ ?

ଉତ୍ତର: ଆନ୍ଦ୍ରପ୍ରଦେଶ।

(୭) ପ୍ରଶ୍ନ:- ଭାରତରେ କେଉଁ ରାଜ୍ୟରେ ହୀରା ଖଣି ଅଛି ?

ଉତ୍ତର: ମଧ୍ୟପ୍ରଦେଶ।

(୮) ପ୍ରଶ୍ନ:- ଇନ୍ଦ୍ରାବତୀ ଜଳ ବିଦୂତ ପରିଯୋଜନା କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର: ପବନ ଉତ୍ପାଦନ ରେ ଭାରତ କେଉଁ ସ୍ଥାନ ଗ୍ରହଣ କରିଛି ?

ଉତ୍ତର: ଚତୁର୍ଥ ସ୍ଥାନ।

(୯) ପ୍ରଶ୍ନ:- ଭାରତରେ କେଉଁ ପ୍ରକାର ବିଦ୍ୟୁତ ଉତ୍ପାଦନ କରାଯାଇଥାଏ ?

ଉତ୍ତର: ତାପଜ ବିଦ୍ୟୁତ।

(୧୦) ପ୍ରଶ୍ନ:- ଭାରତରେ ପରମାଣୁ ଶକ୍ତି କାର୍ଯ୍ୟକ୍ରମ କେବେ ଆରମ୍ଭ ହୋଇଥିଲା ?

ଉତ୍ତର: ୧୯୪୮।

(୧୧) ପ୍ରଶ୍ନ:- ବିଶ୍ୱରେ ସବୁଠାରୁ ଅଧିକ ପରିମାଣ ରେ ଖଣିଜ ତେଲ ଉତ୍ପାଦନ କରୁଥିବା ଦେଶର ନାମ କଣ ?

ଉତ୍ତର: ସାଉଦି ଆରବ।

(୧୨) ପ୍ରଶ୍ନ:- ପେଟ୍ରୋଲିୟମ ପଦାର୍ଥର ବିକ୍ରି ପାଇଁ ପେଟ୍ରୋକାର୍ଡ କେଉଁ କମ୍ପାନୀ ଦ୍ୱାରା ଲାଗୁ କରାଯାଇଛି ?

ଉତ୍ତର: BPCL

(୧୩) ପ୍ରଶ୍ନ:-କୋଇଲା ଉତ୍ପାଦନ ରେ କେଉଁ ଦେଶ ପ୍ରଥମ ସ୍ଥାନ ଗ୍ରହଣ କରିଛି ?

ଉତ୍ତର: ଚାଇନା।

(୧୪) ପ୍ରଶ୍ନ:- ରାଉରକେଲା ଇସ୍ପାତ କାରଖାନା କେଉଁ ଦେଶ ସହାୟତାରେ ହୋଇଥିଲା ?

ଉତ୍ତର:- ଜର୍ମାନୀ ଦେଶ।
[15] ପ୍ରଶ୍ନ:- ଚାଲି ନ ଜାଣିଲେ କାହାର ଦୋଷ

ଉତ୍ତର:-ବାଟ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।