ଚଳନ୍ତା ଟ୍ରେନରୁ ଛୁଆଙ୍କୁ ଫୋପାଡ଼ିଲା ମା’… ସତେକି ଛୁଆ ନୁହେଁ ତ ଫୁଟବଲ ..ଏ ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ… ଦେଖନ୍ତୁ Video

ଦର୍ଶକବନ୍ଧୁ ଆଜିର ଏହି ସୋସିଆଲ ମିଡ଼ିଆ ଯୁଗରେ ବହୁତ ପ୍ରକାରର ଭାଇରଲ ଭିଡ଼ିଓ ଆପଣ ମାନେ ଦେଖିଥିବେ,ଆଉ ଅନେକ ସମୟରେ ଏହି ଭିଡ଼ିଓ ଦେଖି ଆପଣ ମାନେ ଖୁସି ମଧ୍ୟ ହେଇଥାନ୍ତି, କିନ୍ତୁ ଏହି ଭାଇରାଲ ଭିଡ଼ିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ, ତାହାଲେ ଆସନ୍ତୁ ଜାଣିବା କଣ ରହିଛି ଏହି ଭାଇରାଲ ଭିଡ଼ିଓ ରେ ଯାହା ଯିଏ କେହି ଦେଖିଲେ ଛାତି ଥରି ଉଠିବ| ଘଟଣା କିଛି ଏମିତି ଥିଲା ଯାହା ଯିଏ କେହି ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବ, ଆପଣ ମାନେ ଜାଣିଥିବେ ଏ ସ୍ୱାର୍ଥ ପର ଦୁନିଆରେ ଯଦି କେହି ହୃଦୟରୁ ଭଲ ପାଇ ଥାଏ ତାହାଲେ ସିଏ ହେଉଛି ମା ହେଲେ ଏହି ଭିଡ଼ିଓ ଜଣେ ମା ତା ପିଲା ମାନଙ୍କୁ ଚଳନ୍ତା ଟ୍ରେନ ରୁ ଫିଙ୍ଗି ବାର ଦୃଶ୍ୟ ସାମ୍ନା କୁ ଆସିଛି |

ଘଟଣା ଟି ଘଟିଛି ମଧ୍ୟ ପ୍ରଦେଶ ର ଏକ ରେଲୱେ ଷ୍ଟେସନ ରେ ଶନିବାର ଦିନ ଅପରାହ୍ନ ସମୟ ପ୍ରାୟ 6.30 ରେ ଜଣେ ମହିଳା ତୋର ତୋର ହେଇ ଭୁଲ ରେ ଏକ ଟ୍ରେନ ରେ ଚୋଡ଼ି ଯାଇଥିଲେ ତାପରେ ସେ ଜାଣିଲେ ସେ ଏକ ଭୁଲ ଟ୍ରେନ ରେ ଉଠିଛନ୍ତି ,ତାପରେ ସେ ତାର ଛୁଆ କୁ ଫୂଟବଲ ଫିଙ୍ଗିଲା ଭଳି ଫିଙ୍ଗିଦଉଚି ଯାହା ଏବେ ସିସିଟିଭି ଫୂଟଜେ ଓ ସୋସିଆଲ ମେଡ଼ିଆ ବେଶ ଭାଇରଲ ହେବାରେ ଲାଗିଛି ।

ରେଲୱେୟ ଷ୍ଟେସନ ରେ ଟ୍ରେନ ଚାଲିଥିଲା ବେଳେ ମା ତା ର ଛୁଆ କୁ ଗୋଟି ଗୋଟି କରି ଚଳନ୍ତା ଟ୍ରେନ ରୁ ଫିଙ୍ଗି ଦଉଚି ପ୍ରଥମେ ତାର ବଡ ଛୁଆ କୁ ଆଉ କିଛି ସମୟ ପରେ ତାର ସାନ ଛୁଆ କୁ ଫିଙ୍ଗିଦଉଚି ମା ଆଉ ତାପରେ ସେଇ ଚଳନ୍ତା ଟ୍ରେନ ରୁ ନିଜେ ମା ମଧ୍ୟ ଡେଇଁ ପୋଡିବାର ଦୁଶ୍ୟ ଦେଖିବାକୁ ମିଳିଛି., ଘଟଣା ଟି ଦେଖି ସେଠାରେ ଉପସ୍ଥିତ ଥିବା ଜଣେ ମା ଓ ତାର ପିଲା ନିଜ ଜୀବନ କୁ ବାଜି ଲଗେଇ ଦେଇଛି,ସଙ୍ଗେ ସଙ୍ଗେ ଯାଇ ପିଲାଙ୍କୁ ଉଠାଇ ଥିଲେ ଆଉ କିଛି ସମୟ ପରେ ସେଠାରେ ଥିବା କନେଷ୍ଟବଳ ଛୁଆ ର ମା ଙ୍କୁ ମରଣ ମୁହଁ ରୁ ଉଧାର କରିଥିଲେ., ହେଲେ କଣ ପାଇଁ ଜଣେ ମା ଏମିତି କରିଛି ତାହା ଏହି ଭିଡ଼ିଓ ରେ ଜଣା ପଡିନାହିଁ |

ଦର୍ଶକବନ୍ଧୁ ଦେଖିଲେ ତ କଣ ଥିଲା ଏହି ଭାଇରାଲ ଭିଡ଼ିଓ ରେ ଜଣେ ମା ତାର ଛୁଆ ୨ ଟା କୁ କପରି ଭାବରେ ଚଳନ୍ତା ଟ୍ରେନ ରୁ ଫିଙ୍ଗିବାର ଦୃଶ୍ୟ , ଯାହା ସମସ୍ତଙ୍କୁ ଚକିତ କରିଛି ଏହି ପରି ଭାବରେ ଆଜି ର ଏହି ସୋସିଆଲ ମେଡ଼ିଆ ଯୁଗରେ ବହୁତ ପ୍ରକାର ଭିଡ଼ିଓ ଦେଖିବାକୁ ମିଳୁଛି ଯାହା ଏହି ଭିଡ଼ିଓ ରେ ଛାତି ଥରେଇ ଦେଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment