Odisha News Portal

ଚଳନ୍ତା ଟ୍ରେନର ପାଇଖାନା ଭିତରେ ବିବାହିତା ପ୍ରେମିକା ମଥାରେ ସିନ୍ଦୁର ଦେଲା ପ୍ରେମିକ, ବିଶ୍ୱାସ ହେଉ ନ ଥିଲେ ବି ସତ….

ଭଲ ପାଇବାର ଅନ୍ୟ ନାମ ହେଉଛି ବିଶ୍ୱାସ ହେଲେ ଆଜି କାଲି ଏହି ଆଶା ଭରସା ଭଲ ପାଇବାରେ ନାହିଁ। ଆପଣ ମାନେ ଦେଖିଥିବେ ଆଜି କାଲିର ଲୋକ ମାନଙ୍କ ମଧ୍ୟରେ ଏହି ଭରସା ଆଉ ମିଳୁନାହିଁ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯେଉଁ ପବିତ୍ର ସମ୍ପର୍କ ରହିଛି, ଆଜି କାଲି ସମାଜରେ ତାହା ଅପବିତ୍ର ହୋଇଗଲାଣି, ବିବାହ କରି ମଧ୍ୟ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଛନ୍ତି, କିମ୍ବା ମହିଳା ମାନେ ମଧ୍ୟ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଛନ୍ତି। ଏଭଳି ଘଟଣା ଆପଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଆନେକ ଥର ଦେଖିବା ପାଇଁ ପାଇଥିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଆପଣ ନିଜ ଉପରେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ। ତେବେ ଘଟଣା ଟି ହେଉଛି ଜଣେ ବିବାହିତ ମହିଳା ନିଜ ପତିକୁ ଛାଡି ଅନ୍ୟଜଣେ ପୁରୁଷ ସହିତ ଟ୍ରେନ ଟୟଲେଟ ଭିତରେ ବାହା ହେବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ;

ତେବେ ସୂଚନା ଅନୁସାରେ, ପ୍ରାୟ ୨ ମାସ ପୂର୍ବେ, ଜଣେ ଝିଅ ବିହାର କିରଣପୁର ଗାଁର ଜଣେ ପୁଅ ସହିତ ବିବାହ କରିଥିଲା।କିନ୍ତୁ ସେହି ଝିଅଟି ବିବାହରେ ଖୁସି ନଥିଲା। ତାପରେ ସେ କିଛି ଦିନ ପରେ ତାଙ୍କ ଶାଶୁ ଘରୁ ପଳାଇ ପ୍ରେମିକା ଅଶୁ କୁମାରଙ୍କ ନିକଟକୁ ଯାଇଥିଲେ। ଏହା ପରେ ଦୁହେଁ ଚଳନ୍ତା ଟ୍ରେନରେ ଶୌଚାଳୟ ଆଗରେ ବିବାହ କରିଥିବା ଖବର ଶୁଣିବା ପାଇଁ ମିଳିଛି। ତେବେ ଯୁବକଙ୍କ କହିବା ଅନୁସାରେ, ‘ସେ ଅନେକ ବର୍ଷ ଧରି ଗାଁର ଅନୁ କୁମାରୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ ଯେତେବେଳେ ଝିଅର ପରିବାର ଏହା ଜାଣିବାକୁ ପାଇଲେ, ସେମାନେ ତାଙ୍କୁ ଘରୁ ବାହାରକୁ ଆସିବା ପାଇଁ ବାରଣ କରିଥିଲେ ଏବଂ ଏପ୍ରିଲ ମାସରେ କିରଣପୁର ଗାଁର ଜଣେ ପୁଅକୁ ବିବାହ କରିବାକୁ ବାଧ୍ୟ କରିଥିଲେ।

ତେବେ ଝିଅର ଇଛା ନଥିଲେ ମଧ୍ୟ ତାଙ୍କୁ ଜବରଦସ୍ତି ଅନ୍ୟ ଜଣଙ୍କ ସହିତ ବିବାହ କରିଦେଇଥିଲେ। ଏହା ପରେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ତେବେ ତାଙ୍କ ପ୍ରେମିକା ସହ ଫୋନ ରେ କଥା ହେଉଥିଲେ। ତେବେ ଝିଅଟି ମଧ୍ୟ ଜମାରୁ ପସନ୍ଦ କରୁନଥିଲା , ସେ ବାହା ହୋଇଥିବା ପୁଅକୁ। ଏବଂ ବିବାହର କିଛି ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ପ୍ରେମିକ ସହିତ ଯିବା ପାଇଁ ମନ ମଧ୍ୟରେ ପ୍ରସ୍ତୁତି ଜାରି ରଖିଥିଲା। ଏବଂ ମଉକା ଦେଖି ସିଧା ସେହି ପାଖକୁ ଯାଇ ବିବାହ କରିଥିଲେ। ତେବେ ବନ୍ଧୁଗଣ ଆପଣ ମାନେ ହିଁ ବିଚାର କରନ୍ତୁ। ଏଭଳି ଭାବରେ ନିଜ ସ୍ୱାମୀକୁ ଛାଡି ଅନ୍ୟ ପୁରୁଷ ଙ୍କ ସହିତ ପଳେଇବା କଣ ଠିକ କଲା ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।