ପ୍ରକୃତି ଯେତେବେଳେ ତାର ତାଣ୍ଡବ ରଚିବ ସେତେବେଳେ ଏହାକୁ କିଏ ବା ରୋକି ପାରିବ। ଅନେକ ସମୟରେ ପ୍ରକୃତି ତାର ତାଣ୍ଡବ ଦେଖାଇବାର ଅନେକ ନଜିର ରହିଛି। କେତେବେଳେ କଣ ଆମ ସମ୍ମୁଖରେ ବେଳେବେଳେ ଘଟି ଯାଇଥାଏ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ।ବିଭିନ୍ନ ପ୍ରକାର ଘଟଣା ସମ୍ପର୍କରେ ତ ଆପଣ ନିୟମିତ ଭାବରେ ଅବଗତ ହେଉଥିବେ।ତେବେ ଆମେ ଯେଉଁ ଘଟଣା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାର ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।
କାରଣ ଏହା ସାଧାରଣରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସେହିପରି ଏବେ ସୋସିଆଲ ମିଡିଆରେ ଏକ ଭିଡିଓ କୁ ନେଇ ଚର୍ଚ୍ଚା ଜୋର ଧରିଛି।ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ।ଏକ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏକ ତିନି ମହଲା କୋଠା କିପରି ରାସ୍ତା ଉପରେ ଭୁଷୁଡି ପଡୁଛି। ଏହା କିପରି ଘଟୁଛି ତାହା କ୍ୟାମେରା ରେ ରେକର୍ଡ ହୋଇଛି।ତେବେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ। ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ।
ଏଠାରେ ଏକ ତିନି ମହଲା କୋଠା ଦେଖୁ ଦେଖୁ ଯେପରି ଭାବରେ ଭୁଷୁଡି ପଡିଛି ତାହା ସମସ୍ତଙ୍କୁ ଭୟଭୀତ କରି ଦେଇଛି। ରାସ୍ତାରେ ଗାଡ଼ି ମଟର ଯିବା ଆସିବା କରୁଥିବା ସମୟରେ ଏହି ଘଟଣା ଘଟିଛି। କିନ୍ତୁ ସୌଭାଗ୍ୟ ବଶତଃ ଏହି ବଡ଼ କୋଠା ଟି କାହା ଉପରେ ଭୁଷୁଡି ପଡି ନାହିଁ ଯାହା କ୍ୟାମେରା ରେ ରେକର୍ଡ ହେବା ପରେ ଦେଖିବାକୁ ମିଳିଛି।ତେବେ ସଠିକ୍ ତଥ୍ୟ ଏବେ ଯାଏଁ କହିବା ସମ୍ଭବ ନୁହଁ ଯେ ଏହି ଘଟଣାରେ କୌଣସି ବ୍ୟକ୍ତି ପ୍ରାଣ ହରାଇ ଛନ୍ତି କିମ୍ବା ନାହିଁ। ତେବେ ଏଯାବତ୍ ଏହି ଘଟଣା କିପରି ଘଟିଲା ଏହାର କାରଣ ଏବେ ଯାଏଁ ଜଣା ପଡିନାହିଁ।
କେଉଁ ସ୍ଥାନରେ ଏହି ଘଟଣା ଘଟିଛି ସେ ସ୍ଥାନ ବିଷୟରେ ମଧ୍ୟ ଜଣା ପଡିନାହିଁ।ଘଟଣାର ପ୍ରାଥମିକ ତଦନ୍ତ ପରେ ଯାଇ ଏହାର ସଠିକ କାରଣ ଜଣା ପଡ଼ିବ ବୋଲି ଜଣା ପଡିଛି।ତେବେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ନିଶ୍ଚିତ ଭାବରେ।ତେବେ ଏହି କୋଠା କିପରି ଭୁଷୁଡି ପଡ଼ିଲା, ଏହି ଘଟଣା କିପରି ଘଟିଲା ଏହାର କାରଣ କଣ ଅଟେ ତାହା ଏବେ ଯାଏଁ ସ୍ପଷ୍ଟ ଜଣା ପଡିନାହିଁ। ତେବେ ଉକ୍ତ ଘଟଣାର ପ୍ରାଥମିକ ତଦନ୍ତ ପରେ ଯାଇ ଏହାର ସଠିକ କାରଣ ଜଣା ପଡ଼ିବ ବୋଲି ଅନୁମାନ କରା ଯାଉଛି।ଏହି ଭିଡିଓ କିନ୍ତୁ ଏବେ ସୋସିଆଲ ମିଡିଆରେ ଭସିରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।