Odisha News Portal

ମାଳିକାର ଭବିଷ୍ୟତ ବାଣୀ ! ଦିନରେ ତାରା ଦେଖାଯିବେ ପ୍ରଚଣ୍ଡ ରବିର ଖରା ହେବ , ଚନ୍ଦ୍ର ବଳୟ ରହସ୍ୟର ଫର୍ଦ୍ଧାଫାସ୍ ହେଲା

0 3

ଆପଣ ମାନେ ନିକଟରେ ଯେଉଁ ଚନ୍ଦ୍ରର ଚତୁର୍ପାଶ୍ବରେ ଏକ ବଳୟ ଦେଖିଲେ ତାକୁ ବିଭିନ୍ନ ଜ୍ଞାନ ବିଜ୍ଞାନରେ ପରିକ୍ଷଣ କରାଯାଉଛି । କିଏ କଣ କରୁଛି କିଏ କଣ ଭାବୁଛି ତାକୁ ନେଇ କେତେ ଲୋକଙ୍କର କେତେ ମତମତାନ୍ତର ସୃଷ୍ଟି ହେଉଛି । କିନ୍ତୁ ମାଳିକାରେ ଲେଖା ହୋଇଛି ଯେ, ଚନ୍ଦ୍ର କିରଣ ମଳିନ ହୋଇବ, ସୂର୍ଯ୍ୟ କିରଣେ ତେଜ ପ୍ରକାଶିବ ।ତେଣୁ ଏହି ଦୃଷ୍ଟିରୁ ପ୍ରଚଣ୍ଡ ହୋଇବ ରବିର ଖରା ଏବଂ ଦିବସେ ଉଦିତ ହେବ ତାରା । ଆପଣ ନିଜେ ଦେଖନ୍ତୁ ବର୍ତ୍ତମାନ ବର୍ଷା ଦିନ ଯାଇ ଶୀତ ଦିନ ହେଲାଣି କିନ୍ତୁ ଦେଖନ୍ତୁ କେମିତି ପ୍ରଚଣ୍ଡ ଗରମ ହେଉଛି । ତେବେ ଦିନରେ ତାରା ଦେଖାଯିବେ ପ୍ରଚଣ୍ଡ ରବିର ଖରା ହେବ ।

ଚନ୍ଦ୍ର କିରଣ ମଳିନ ଦିଶିବ ସପତେ ଆଦିତ୍ୟ ଦୃଶ୍ୟବେ । ସପ୍ତ ଆଦିତ୍ୟ ହେବେ ଦୃଶ୍ୟ ନର ରଖିବେ ନରବାଉଁଶ । ତେଣୁ ଏ ଚନ୍ଦ୍ର ସୂର୍ଯ୍ୟ ମଣ୍ଡଳରେ ଗ୍ରହ ଉପଗ୍ରହମାନେ ଯେଉଁ ବୁଲୁଛନ୍ତି ଯେ ବ୍ରହ୍ମାଣ୍ଡ ମାଲ ମାଳ ହୋଇ ଭଗବାନଙ୍କ ଲୋମକୁ ଏକ ପ୍ରତକାର ବାସୁଛି ବୋଲି କୁହାଯାଉଛି . ତେଣୁ କେତେ ଗ୍ରହ ନକ୍ଷତ୍ରରେ ଚଉଦ ବ୍ରହ୍ମାଣ୍ଡ ଏକୋଇଶପୁର ଏହାଭିତରେ କେତେ ଗ୍ରହ ଉପଗ୍ରହ ଅଛନ୍ତି ତାହା ପରିକଳ୍ପନା କରିହେବ ନାହିଁ । 


ତେଣୁ ଚନ୍ଦ୍ର କିରଣ ମଳିନ ପଡିବ , ତେବେ ଚନ୍ଦ୍ରରେ ଏକ ତାରା ଉଇଁବ ତାହା ମଧ୍ୟ ମାଳିକାରେ ଲେଖା ହୋଇଛି ଯେ ଚନ୍ଦ୍ର ମଣ୍ଡଳରେ ବା ଚନ୍ଦ୍ର ଦେହରେ ଗୋଟିଏ ତାରକା ଦେଖି ପାରିବେ ଆଉ ଯାହା ଦେଶ ପାଇଂ ବିପଦ ଜନକ । ତେଣୁ ଏ ଯେଉଁ ସମୟର ଚେତନାକୁ ବର୍ତ୍ତମାନର ପରିବେଶ ପରିସ୍ଥିତି , ବର୍ତ୍ତମାନ ଆମ ସମଗ୍ର ବିଶ୍ବ ପାଇଁ କି ଯେଉଁ ପ୍ରକାର ପରିସ୍ଥିତି ଆସୁଛି ବା ଯେଉଁ ସବୁ ଦୁର୍ଘଟଣା ଘଟୁଛି ଏହା ହେଉଛି ତାହାର ଗୋଟିଏ ପରିପାକ୍ଷୀ ।

ତାହାର ବୈଜ୍ଞାନିକ କାରଣ ମଧ୍ୟ ଅଛି କିନ୍ତୁ ମହାପୁରୁଷମାନେ ଦିବ୍ୟଦ୍ରଷ୍ଟା ହୋଇଥିବାରୁ ଏମିତି ଏକ ସମୟାନୁକ୍ରମରେ ଚନ୍ଦ୍ର କିରଣ ମଳି ହେବ , ଚନ୍ଦ୍ରରେ ଏକ ତାରକା ଉଇଁବ ଏବଂ ଚନ୍ଦ୍ରର ଚତୁର୍ପାଶ୍ବରେ ଏକ ବଳୟ ହେବା ଦ୍ବାରା ଚନ୍ଦ୍ର ମଳିନ ହୋଇଯିବ ଏବଂ ସୂର୍ଯ୍ୟ କିରଣ ତେଜ ପ୍ରକାଶିବ । ଏସବୁ ମହାପୁରୁଷ ତାଙ୍କର ଭବିଷ୍ୟ ମାଳିକାରେ ଲେଖିଛନ୍ତି .

ଭଗବାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ପ୍ରତ୍ୟେକ ଯୁଗରେ ତେଣୁ ଏହି ଚନ୍ଦ୍ର ମାଧ୍ୟମରେ ମଧ୍ୟ ଗୋଟେ୍ ଆକ୍ରମଣ ହୋଇପାରେ । ଏହି ବଳୟଟି ଗୋଟିଏ ଅଶୁଭ ସୂଚନା ହୋଇପାରେ କିନ୍ତୁ ତାକୁ ଭୟଭୀତ କରିବାର ନାହିଁ ଏହାକୁ ଆପଣ ଚନ୍ଦ୍ର ଦର୍ଶନ କରୁଛନ୍ତି ଯେ୍ତେବେଳେ ସ୍ନାନ କରି ଭଦବାନ ସୂର୍ଯ୍ୟଚନ୍ଦ୍ରାୟଣ ଓଁ ଶିଳଂ ଚନ୍ଦ୍ରଦେବାୟ ନମଃ , ଓଁ ହିଡଂ ସିଡଂ ଚନ୍ଦ୍ରଦେବାୟ ନମଃ । ଏହି ମନ୍ତ୍ର ପଢିଲେ ଚନ୍ଦ୍ରଙ୍କ ଠାରୁ ସେହି ବଳୟ ଦୂରେଇ ଯିବ । ତେଣୁ ସୂର୍ଯ୍ୟଙ୍କ ଭଳି ଚନ୍ଦ୍ରଙ୍କର ମଧ୍ୟ ପୂର୍ଣ୍ଣିମା ଦିନ ଚନ୍ଦ୍ର ଦର୍ଶନ କରି ତାଙ୍କର ମନ୍ତ୍ର ଉଚ୍ଚାରଣ କରି ତାଙ୍କୁ ପ୍ରଣାମ କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।