ମାସିକଧର୍ମ ଶୀଘ୍ର ଆଣିବାର ସହଜ ଘରୋଇ ଉପାୟ | Remedy for irregular periods

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କି ମହିଳା ମାନଙ୍କର ଗୋଟିଏ ବହୁତ ବଡ଼ ସମସ୍ୟା ହେଉଛି ପିରିୟଡ଼ସ | ତେବେ କୁହଜାଇ କି ସେହି ପିରିୟଡ଼ସ ଯଦି ଠିକ ଭାବରେ ନ ହେବ ତାହେଲେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯିବ | ତେବେ ଦେଖା ଯାଏ ଯେ ଅଧିକାଂଶ ସମୟରେ କେତେକ ମହିଳା ଙ୍କ ପିରିୟଡ଼ସ 28 ଦିନ ପୁରିବ ଆଗରୁ ହେଉଥିବା ବେଳେ ଆଉ କେତେ ଜଣଙ୍କର ପରେ ହୋଇଥାଏ ବୋଲି କୁହାଯାଏ | ଆଉ ଠିକ ସମୟରେ ପିରିୟଡ଼ସ ମାସକୁ ମାସ ନ ହେବା 2 ମାସ କୁ ଥରେ ହେବା ବା ମାସ ନ ପୁରୁଣ ପିରିୟଡ଼ସ ହେବା ଗୋଟିଏ ବଡ଼ ଅସୁବିଧା ହୋଇଥାଏ | ତେବେ ସେଥିରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା |

ଏବେ ଯାହା କୁହାଯାଏ କି ମହିଳା ମାନଙ୍କର ପିରିୟଡ଼ସ ହେବା ଗୋଟିଏ ନେଚୁରାଲ ପ୍ରୋସେସ ବୋଲି କୁହାଯାଇଥାଏ | ଆଉ ଦେଖିବାକୁ ମିଳିଥାଏ ଏହି ସମସ୍ୟା ଥିବା ମହିଳା ମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ଆଉ କେତେ ଜଣ ଏଥିରୁ ମୁକ୍ତି ପାଇବା ପାଇଁ ମେଡ଼ିସିନ ର ବ୍ୟବହାର ମଧ୍ୟ କରିଥାନ୍ତି, ଆଉ ଯାହା ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ବୋଲି କୁହାଯାଏ | ତେବେ କୁହାଯାଏ କି ନିଶା ଦ୍ରବ୍ୟ ର ସେବନ କରୁଥିବା ମହିଳା,ଅଧିକ ଜଙ୍ଗ ଫୁଡ ଖାଇବା ମହିଳା , ଓଜନ ର ହ୍ରାସ ଆଉ ବୃଦ୍ଧି ହେବା ସହିତ ଅଧିକ ଷ୍ଟ୍ରେସ ନେବା ଓ ନିଦ୍ରା ଠିକ ଭାବରେ ନ ହେଉଠିବା ମହିଳା ଙ୍କ ପାଖରେ ଏହି ଭଳି ସମସ୍ୟା ଅଧିକ ଦେଖା ଯାଏ | ତାହେଲେ ଆସନ୍ତୁ ଏଥିରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

କ୍ଷୀର, ଡାଲଚିନି

ପ୍ରସ୍ତୁତି ପ୍ରଣାଳୀ :-

ତେବେ ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସହଜ ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି କ୍ଷୀରର | ତେବେ ଯାହା କୁହାଯାଉଛି କି ପ୍ରଥମେ କ୍ଷୀର ଗୋଟିଏ ଗ୍ଲାସ ନେବା ଆଉ ତାହାକୁ ଭଲ ଭାବରେ ଫୁଟାଇ ଗରମ କରିବା | ଆଉ ସେପଟେ ଡାଲଚିନି କୁ ଆଣିକି ତାହାକୁ ଶୁଖାଇ ଭଲ ଭାବରେ ଗୁଣ୍ଡ କରିବା ପାଇଁ ପଡିବ | ତାହା ପରେ ସେହି ଗୋଟିଏ ଗ୍ଲାସ କ୍ଷୀରରେ ଆମକୁ ହାଫ ଚାମଚ ଡାଲଚିନି ର ଗୁଣ୍ଡ କୁ ମିଶାଇବା ପାଇଁ ପଡ଼ିବ ଆଉ ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ହେବ |

ବ୍ୟବହାର :-

ତେବେ ପ୍ରସ୍ତୁତ କରିଥିବା ଏହି କ୍ଷୀର କୁ ଆପଣ ମାନେ ସକାଳେ ଆଉ ସନ୍ଧ୍ୟାରେ 2 ଥର ଖାଇବା ପରେ ବ୍ୟବହାର କରି ପାରିବେ |

ତେବେ ଏହି ଭଳି ଭାବରେ ଘରେଇ ଉପାୟରେ ଉପଚାର କୁ ପ୍ରସ୍ତୁତ କରିକି ଆମେ ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment