ବନ୍ଧୁମାନେ ପ୍ରତ୍ୟେକ ମଣିଷ ଜୀବନରେ ମୃତ୍ୟୁ କେବେ ନା କେବେ ଆସିଥାଏ କିନ୍ତୁ କାହା ପାଇଁ ଟିକିଏ ଆଗରୁ ମୃତ୍ୟୁ ଆସେ କାହା ପାଇଁ ଟିକିଏ ଡେରିରେ ।ତେବେ ଏହି ମୃତ୍ୟୁ ଯେତେ ଦୁଃଖ ଦେଲେ ବି ତାକୁ ସ୍ୱୀକାର କରିବାକୁ ପଡିଥାଏ ।ଜଣେ ସାଧାରଣ ମଣିଷ ହୁଅନ୍ତୁ ବା ସେଲିବ୍ରେଟି ସମସ୍ତଙ୍କୁ ଦିନେ ନା ଦିନେ ମୃତ୍ୟୁ ଆସିଲେ ଆଖି ବନ୍ଦ କରିବାକୁ ପଡିଥାଏ ।କିନ୍ତୁ ବେଳେ କିଛି ଜଣକ ର ଜୀବନ ଗଲାବେଳେ ଆମ ସମସ୍ତଙ୍କ ହୃଦୟ କାନ୍ଦି ଉଠେ ଆଉ ଆଜି ମଧ୍ୟ ସେମିତି ଜଣକ ର ମୃତ୍ୟୁ ଘଟିଚି ।
ତେବେ ନିକଟରେ ଓଡିଆ ସିନେମାର ଆଜି ଧାଡ଼ିର ହିରୋଇନ ତିଲୋତମା ଦେବୀଙ୍କ ର ମୃତ୍ୟୁ ଘଟିଛି ।ତେବେ ତିଲୋତମା ଦେବୀ ଯିଏ ଦିନେ ପୁରୁଣା ଓଡ଼ିଆ ସିନେମାକୁ ନୂଆ ଏକ ମୋଡ଼ ଦେଇଥିଲେ, ଯାହାଙ୍କ ର ଅଭିନୟ ନିଆରା କିନ୍ତୁ ଆଉ ଏବେ ତାଙ୍କର ସେହି ମୁହଁକୁ ଦେଖିବାର ସୌଭାଗ୍ୟ ମିଳିବ ନାହିଁ ।ତେବେ ସୂଚନା ଅନୁଯାୟୀ ଆଜି ସକାଳେ ଚିକିତ୍ସିତ ଆବସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା ।ଯାହା ପରେ ପୁରା ଓଲିଉଡ ସିନେମାରେ ଦୁଃଖର ଛାୟା ଖେଳି ଯାଇଥିଲା କିନ୍ତୁ ବର୍ତ୍ତମାନ ତାଙ୍କର କିଛି ଅଭୁଲା ମୁହୂର୍ତ୍ତର ଭିଡ଼ିଓ ଓ ଫୋଟ ଖୁବ ଭାଇରଲ ହେବାରେ ଲାଗିଛି ।
ମଣିଷ ମୃତ୍ୟୁ ପୂର୍ବରୁ ଯେଉଁ କେତେ ସମୟ ଖୁସିରେ ନିଜ ପରିବାର ଓ ଆତ୍ମୀୟ ମାନଙ୍କ ସହିତ କାଟି ଥାଏ ସବୁଦିନ ପାଇଁ ଅଭୁଲା ଅଟେ ।ଆଉ ତିଲୋତମା ଦେବୀ ମଧ୍ୟ ନିଜ ପରିବାର ସହିତ କିଛି ଅଭୁଲା ମୁହୂର୍ତ୍ତ ବିତାଇଛନ୍ତି ଯାହା ତାଙ୍କର ଛୋଟ ପରିବାର ସହିତ ।ଆଉ ବର୍ତ୍ତମାନ ସେହି ସୁନ୍ଦର ମୁହୂର୍ତ୍ତ ଗୁଡିକ ଖୁବ ଭାଇରଲ ହେବାରେ ଲାଗିଛି ସୋସିଆଲ ମେଡିଆରେ ।ତେବେ କୋଉ ଫୋଟରେ ସେ ନିଜର ଝିଅ ମାନଙ୍କ ସହିତ ହସୁଥିବାର ଦେଖିବାକୁ ମିଳୁଛି ତ କେତେବେଳେ ପୁରା ପରିବାର ସହିତ ଏକାଠି ଛିଡା ହେଇଛନ୍ତି ।
ତେବେ ଏମିତି ଅନେକ ଫୋଟରେ ତିଲୋତମା ଦେବୀଙ୍କୁ ଦେଖିବାକୁ ମିଳୁଛି, ତେବେ ମାଆ ଙ୍କର ମୃତ୍ୟୁ ପରେ ତିଲୋତମା ଦେବୀ ଙ୍କର ବଡ଼ ଝିଅ ଦେବୀକା ଯିଏ ଜଣେ ଅଭିନେତ୍ରୀ, ସେଭୁତ ଦୁଃଖିତ ଥିବାର ବି ନଜର ଆସିଛନ୍ତି ।ତେବେ ଏହି ସବୁ ଫୋଟ ଓ ଭିଡ଼ିଓ ଦେଖିଲା ପରେ ଲାଗୁ ନାହିଁ କି ସେହି ହସ ହସ ମୁହଁ ଆଜି ଆମ ସମସ୍ତଙ୍କ ଗହଣରେ ସେହି ମଣିଷ ଜଣକ ନାହାନ୍ତି ।ଆଉ ବର୍ତ୍ତମାନ ଏମିତି ଅନେକ ଭିଡ଼ିଓ ଯାହା ତିଲୋତମା ଦେବୀ ଙ୍କ ସହିତ ଜଡିତ ତାହା ସୋସିଆଲ ମେଡିଆରେ ଘୁରି ବୁଲୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।