ପୁଣି କାର୍ତ୍ତିକ ପୂର୍ଣ୍ଣିମା ରେ ଅନ୍ତିମ ଓ ଭୟଙ୍କର ଚନ୍ଦ୍ର ଗ୍ରହଣ ( 08 November ) ହାଣ୍ଡିଛାଡ ସଠିକ ସମୟ | 4ଟି ରାଶି ସାବଧାନ, ଜାଣନ୍ତୁ କେତେବେଳେ ପାକ ନିଷେଧ – Vastu Shastra

ଆମ ପୃଥିବୀରେ ଅନେକ ସମୟରେ ପ୍ରାକୃତିକ ପରିବର୍ତ୍ତନ ଗୁଡିକ ଦେଖିବାକୁ ମିଳିଥାଏ ଯାହାର ପ୍ରଭାବ ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବଜଗତ ଉପରେ ପଡିଥାଏ ।ତେବେ ଏମତି ଏକ ପ୍ରାକୃତିକ ପରିବର୍ତ୍ତନ ଆସିବାକୁ ଯାଉଛି ନଭେମ୍ବର ୮ ତାରିଖରେ ଯେଉଁ ଦିନ ହେବାକୁ ଯାଉଛି ଭୟଙ୍କର ଚନ୍ଦ୍ରଗ୍ରହଣ ।ତେବେ ଏହି ଗ୍ରହଣ କିଛି ସାଧାରଣ ଗ୍ରହଣ ନୁହେଁ କାରଣ ଏହି ଗ୍ରହଣ ପାଇଁ ପକୃତି ତାର ରୁଦ୍ର ରୂପ ଧାରଣ କରିପାରେ ଓ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ହେବାର ସମ୍ଭାବନା ରହିଛି ।ତେବେ ଏହି ଚନ୍ଦ୍ରଗ୍ରହଣର ସୁପ୍ରଭାବ ୪ ଟି ରାଶି ଉପରେ ବି ପଡ଼ିବାକୁ ଯାଉଛି ଯେଉଁଥି ପାଇଁ ସେମାନଙ୍କ ଜୀବନ ପୁରା ବଦଳିଯିବ ।

ତେବେ ଏହି ଚନ୍ଦ୍ର ଗ୍ରହଣର ସମୟ ନଭେମ୍ବର ୮ ତାରିଖ ସକାଳ ୮.୨୨ ମିନିଟ ରୁ ସନ୍ଧ୍ୟା ୬.୩୪ ମିନିଟରେ ଶେଷ ହେବ ।ଆଉ ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ଭାରତ,ଏସିଆ,ଆମେରିକାରେ ଦକ୍ଷିଣ ପଶ୍ଚିମ ଭାଗରେ,ଅଷ୍ଟ୍ରେଲିଆ ଓ ୟୁରୋପରେ ଦେଖିବାକୁ ମିଳିବ ।ତେବେ ଏହି ଚନ୍ଦ୍ରଗ୍ରହଣ ସମୟରେ କିଛି ବିଶେଷ ନିୟମ ପ୍ରତି ଧ୍ୟାନ ଦେବା ଉଚିତ ଯେପରି…

୧.ଚନ୍ଦ୍ରଗ୍ରହଣ ହେବା ସମୟରେ ଗର୍ଭବତୀ ସମୟରେ ଶୋଇବା ଉଚିତ ନୁହେଁ ।ଏହି ସମୟରେ କୌଣସି ରୋଗୀ,ଗର୍ଭବତୀ ମହିଳା ଓ ଛୋଟ ପିଲା ଛଡା ଆଉ କେହି ଭୋଜନ କରିବା ଉଚିତ ନୁହେଁ ।

୨.ସେହି ସମୟରେ କୌଣସି ଧାରୁଆ ଜିନିଷ ଯେମିତି ଛୁରୀ ଓ ଛୁଞ୍ଚି ବ୍ୟବହାର କରିବା ଉଚିତ ନୁହେଁ ।ଗ୍ରହଣ ସମୟରେ କିଛି ବି ଶୁଭ କାର୍ଯ୍ୟ ଯେପରି ପୂଜାର୍ଚ୍ଚନା କରିବା ଉଚିତ ନୁହେଁ ।

୩.ତେବେ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ର ର ୧୨ ଘଣ୍ଟା ପୂର୍ବରୁ ପାକ ଛାଡ଼ ହୋଇଛି ଅର୍ଥାତ ଏହି ସମୟ ରେ ଆପଣ ରୋଷେଇ କରନ୍ତୁ ନାହିଁ କିମ୍ବା ରୋଷେଇ ହୋଇଥିବା ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ ରେ ୪ ଟି ରାଶି ରେ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଆଉ ତାଙ୍କର ବହୁତ ଶୁଭ ହେବା କୁ ଯାଉଛି। ତେବେ ସେହି ୪ ଟି ରାଶି ହେଉଛି , ମିଥୁନ, ମକର, କନ୍ୟା ଓ କୁମ୍ଭ ରାଶି। ଏହି ରାଶି ମାନଙ୍କ ପାଇଁ ଏହି ପରାଗ ଟି ଅତ୍ୟନ୍ତ ଶୁଭ ରହିବ ଏବଂ ତାଙ୍କୁ ଶୁଭ ଫଳ ଦେବ। ଠିକ ସେହିପରି ୪ ଟି ରାଶି ତଥା ସିଂହ , କର୍କଟ , ଧନୁ ଏବଂ ମୀନ ରାଶି ପ୍ରତି ଏହାର କୌଣସି ପ୍ରଭାବ ପଡିବ ନାହିଁ। ଅର୍ଥାତ କୌଣସି ଅଶୁଭ କିମ୍ବା ଶୁଭ ହେବ ନାହିଁ।

ତେବେ କିନ୍ତୁ ଏହି ଚନ୍ଦ୍ରଗ୍ରହଣ ରେ ୪ ଟି ରାଶି ପ୍ରତି ଘୋର ଅଶୁଭ ରହିଛି ସେହି ରାଶି ଗୁଡିକ ହେଉଛି , ବୃଷ,ମେଷ ଏବଂ ବିଛା ରାଶି ପ୍ରତି ରହିବ। ମାତ୍ର କୌଣସି ଚିନ୍ତା କରିବା ର ନାହଁ ଆପଣ ମାନେ ଏହି ସମୟ ରେ ବାହାର କୁ ବାହାର ନ୍ତୁ ନାହିଁ ଏବଂ ଚନ୍ଦ୍ରଗ୍ରହଣ କୁ ଦେଖନ୍ତୁ ଦେଖନ୍ତୁ ନାହିଁ। ତଥା ଭଗବାନ ଙ୍କ ନାମ କୁ ଜପ କରନ୍ତୁ ଆପଣ ଙ୍କ ଉପରେ କୌଣସି କ୍ଷତି ହେବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment