ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ମାତ୍ର ଘଟଣା ବେଶ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଶିକ୍ଷକ ମାନଙ୍କର ଆନ୍ଦୋଳନ କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ସ୍ଥାୟୀ ଦାବି କରିକି ଶିକ୍ଷକ ମାନେ କରିଛନ୍ତି ରାସ୍ତା ଉପରେ ଆନ୍ଦୋଳନ ଆଉ ସେମାନଙ୍କର ଦାବି ପୂରଣ କରିବା ପାଇଁ ମଧ୍ୟ ଦାବି କରିଛନ୍ତି | ଆଉ ତାହା ବ୍ୟତୀତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମିତି ଧାରଣା ରେ ବସିବେ ବୋଲି ମଧ୍ୟ କହିବାକୁ ଲାଗିଛନ୍ତି ଶିକ୍ଷକ ସମାଜ ବୃନ୍ଦ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଏଠାରେ ଦେଖୁବାକୁ ମିଳିଛି କି କଳା ଆଉ କ୍ରୀଡା ଶିକ୍ଷକ ମାନେ କରିବାକୁ ଲାଗିଛନ୍ତି ରାସ୍ତା ଉପରେ ଆନ୍ଦୋଳନ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଶିକ୍ଷକ ମାନେ ରାସ୍ତା ଉପରେ କରୁଛନ୍ତି ଦାବି | ଆଉ ରାସ୍ତା ଉପରେ ହଜାର ହଜାର ଶିକ୍ଷକ ସଂଘ ମାନେ ଏକତ୍ରିତ ହୋଇଛନ୍ତି ଆଉ ସେମାନଙ୍କ ର ଦାବି କୁ ମଧ୍ୟ ଉପସ୍ଥାପନ କରିବାକୁ ଲାଗିଛନ୍ତି | ଆଉ ଯେଉଁଠି ସେମାନଙ୍କର ଦାବି କୁ ପୂରଣ କରିବା ପାଇଁ ମଧ୍ୟ କହୁଛନ୍ତି | ତେବେ ସେମାନଙ୍କର ଦାବି ଟି ହେଉଛି କି ସେମାନଙ୍କୁ ସ୍ଥାୟୀ ଚାକିରୀ ମିଳୁ | ଆଉ ଯେଉଁଥିପାଇଁ ସେମାନେ ଆଜି ରାଜ ରାସ୍ତା କୁ ଅଲ୍ହାଇ ଛନ୍ତି ବୋଲି କୁହାଯାଉଛି |
ତେବେ ସେପଟେ ଏତେ ସଂଖ୍ୟକ ଶିକ୍ଷକ ଙ୍କର ଦାବି କରିବା ପରେ ମଧ୍ୟ କିଛି ବି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ପୋଲିସ କି ସରକାର ଆଉ ରାସ୍ତା ଉପରେ ସେହି ଭଳି ଭାବରେ ଧାରଣା ରେ ବସିଛନ୍ତି ସେମାନେ | ତେବେ ସେମାନଙ୍କର କେବଳ ଗୋଟିଏ ମାତ୍ର ଜିଦ ରହିଛି କି ଯେ ପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ହୋଇନାହିଁ ଆଉ ସେମାନଙ୍କୁ ସ୍ଥାୟୀ ଶିକ୍ଷକ ଭାବରେ ନିଯୁକ୍ତି ଦେବା କଥା ପ୍ରକାଶ କରି ନାହାନ୍ତି ସରକାର ସେ ପର୍ଯ୍ୟନ୍ତ ସେମାନେ ଏହିଭଳି ଭାବରେ ଧାରଣା ରେ ବସି ରହିବେ ବୋଲି ମଧ୍ୟ କହିଛନ୍ତି | ଆଉ ଦାବି ମଧ୍ୟ କରି ଚାଲିଛନ୍ତି ଶିକ୍ଷକ ଗୋଷ୍ଠି ମାନେ |
ଆଉ ସମସ୍ତେ ଏହି ଭଳି ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ବସି ରହିବେ ବୋଲି କହିଛନ୍ତି | ଆଉ ଆମର ଦାବି ପୂରଣ ହେଉ ବୋଲି ମଧ୍ୟ କହିବାକୁ ଲାଗିଛନ୍ତି | ତେବେ ଏହି ଆନ୍ଦୋଳନ ରେ ବିଶେଷ କରିକି କଳା ଆଉ କ୍ରୀଡା ଶିକ୍ଷକ ମାନେ ଦାବି କରିଥିବାର ଦେଖିବାକୁ ମିଳିଛି | ଆଉ ଏହି ଘଟଣା ଟି ବର୍ତ୍ତମାନ ଚାରିଆଡେ ହୋଇ ଚଇ ସୃଷ୍ଟି କରିଛି | ଆଉ ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।