ତାହାଲେ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡ଼ିଓ ଯାହାକୁ ଦେଖିଲେ ସତରେ ଆଜ୍ଞା ଆପଣ ପ୍ରଶଂସା ନ କରି ରହିପାରିବେ ନାହିଁ | ତେବେ ସେହି ଭିଡ଼ିଓ ରେ ଦେଖାଯାଇଛି ଜଣେ କୁନି ପିଲା ଯିଏ କି ଠିକ ସେ କଥା କହି ଶିଖିନି ଓ ଚାଲି ମଧ୍ୟ ଶିଖିନି | ହେଲେ ଏହି ବୟସ ରେ ସ୍ବର ଲଗାଇ ଯେଉଁ ପରି ଭାବରେ ସେ ଗୀତ ଗାଇଛନ୍ତି ତାହାକୁ ଶୁଣିଲେ ସତରେ ଆପଣଙ୍କ ମନ ମଧ୍ୟ ପ୍ରଫୁଲିତ ହେଇ ଉଠିବ | କୁନି ମୁହଁରେ ମଧୁସୂଦନ ଦାସ ଙ୍କର ସେହି ସୁନ୍ଦର ଗୀତ ସତରେ ଯେମିତି ମା ସ୍ବରସ୍ବତୀ ତାଙ୍କ କଣ୍ଟ ରେ ଅବତୀର୍ଣ୍ଣ ହେଇଛନ୍ତି | ଖାଲି ଗୀତ ନୁହେଁ ଗୀତ ସାଙ୍ଗ କୁ ନୃତ୍ୟ ର ଅଭିନୟ କରିବା ରେ ମଧ୍ୟ ଦେଖା ଯାଇଛି | ତେବେ ସେହି ଗୀତ ଗାଇ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି ସେହି କୁନି ଝିଅ |ତାହେଲେ ଆସନ୍ତି ସେହି କୁନି ଝିଅଟିର ଗୀତ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଦେଖୁଥିବେ ସୋସିଆଲ ମିଡିଆରେ | ତେବେ ଯେତେବେଳେ ଛୋଟ ପିଲା ମାନଙ୍କର କିଛି କଥା ଉଠେ ସେ ନାଚ ହେଉ ବା ଗୀତ ତାହା କୁ ଦେଖିବା ପାଇଁ ଆମର ଆଗ୍ରହ ଅଧିକ ହୋଇଯାଇଥାଏ | ତେବେ ଯାହା କୁହାଯାଉଛି କି କୁନି ଝିଅ ଟି ଯେତେବେଳେ ପାଠ୍ୟ ପୁସ୍ତକ ର ଗୀତ ଟି ଆରମ୍ଭ କରିଥିଲେ ସେତେବେଳେ ସେ ହାତ ଯୋଡି ପ୍ରଥମେ ସମସ୍ତଙ୍କୁ ସଂମ୍ମାନ ଜଣାଇବା ସହିତ ତାଙ୍କର ନାମ ଶ୍ରଦ୍ଧା ବୋଲି କହିଥିଲି | ତେବେ ଝିଅ ଶ୍ରଦ୍ଧା ଯିଏ କି ଅଙ୍ଗନବାଡି ରେ ପଢୁଛନ୍ତି | ସେ ତୃତୀୟ ଶ୍ରେଣୀ ପାଠ୍ୟ ପୁସ୍ତକ ରେ ଥିବା ମଧୁସୂଦନ ଦାସ ଙ୍କ ରଚିତ “ତମ ପରି ଛୋଟ ପିଲା ଟିଏ” ର ଏହି ସୁନ୍ଦର ପଦ୍ୟ ଟିକୁ ଗାଇ ଏବେ ବେଶ ଭାଇରାଲ ହେଉଛନ୍ତି ଶ୍ରଦ୍ଧା |
ଏବେ ଯାହା କୁହାଯାଉଛି କି ମଧୁସୂଦନ ଦାସ ଙ୍କର ଏହି ପଦ୍ୟ ରେ ଗାଁ ସମସ୍ତ ଚିତ୍ର ପରିଲକ୍ଷିତ ହେଉଥିଲା | ଗୀତ ଟି ପଢିଲେ ବା ଶୁଣିଲେ ଏମିତି ଲାଗେ ଯେ ସତେ ଯେପରି ପିଲାଦିନ କଥା ମନେ ଯାଏ | ତେବେ ସେହି ଗୀତକୁ କୁନି ଝିଅ ଶ୍ରଦ୍ଧା ବେଶ ସୁନ୍ଦର ଭାବରେ ଗାଇ ଏବେ ବେଶ ପ୍ରଶଂସା ସାଉଁଟି ଛନ୍ତି ବୋଲି କୁହାଯାଇଛି | ହଁ ଦର୍ଶକ ବନ୍ଧୁ ଏତେ ଛୋଟ ବୟସ ରୁ କୁନି ଝିଅ ର ଏହିପରି ପାଠ୍ୟ ପୁସ୍ତକ ପ୍ରତି ଥିବା ଆଗ୍ରହ ଦେଖି ଲୋକମାନେ ମଧ୍ୟ ପ୍ରଶଂସା କରିଥିବା ର ଦେଖା ଯାଇଛି |
ତେବେ ଛୋଟ ପିଲାଟିର ଏହିଭଳି ଭାବରେ ଗୀତ ଟିକୁ ଦେଖିବା ପରେ ସମସ୍ତେ ତାଙ୍କର ବେଶ ପ୍ରସଂଶା କରିବରେ ଲାଗିଛନ୍ତି | ଆଉ ଛୋଟ ପିଲାଟିର ଏହି ଗୀତ ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରିଛି ବୋଲି କୁହାଯାଉଛି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ରେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖି କୁନି ଝିଅ କୁ ଆଶୀର୍ବାଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।