Odisha News Portal

ଦେଖନ୍ତୁ ଭିଡ଼ିଓ – cctv ରେ ରେକର୍ଡ ହୋଇଗଲା ଅଦ୍ଭୁତ ଦୃଶ୍ୟ ଦେଖିଲେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବ…

0 405

ମଣିଷ ଅନେକ ସମୟରେ ନିଜର ସାମାନ୍ୟ ଅସାବଧାନତା ପାଇଁ ବିଭିନ୍ନ ପ୍ରକାର ଅସୁବିଧା ଏବଂ ବିପଦ କୁ ମଧ୍ୟ ସାମ୍ନା କରିଥାଏ। ଆଉ ବେଳେ ବେଳେ ଏହି ଭଳି କିଛି ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କେତେବେଳେ ଜୀବନ ସହିତ ସଂଗ୍ରାମ କରିଥାଏ ହସ୍ପିଟାଲ୍ ବେଡ୍ ରେ ଶୋଇରହି। ତେଣୁ କୁହାଯାଏ ଯାହାର ଯେତେବେଳେ ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ ଏଥିରେ କୌଣସି ଦ୍ଵିମତ ନାହିଁ। ବାସ୍ କେବଳ ଆମର ସାବଧାନତା ଏବଂ ସଚେତନତା ରହିବା ଦରକାର। ଆଉ ଯଦି ଆମ ସହ କିଛି ଖରାପ୍ ହେବାର ନଥିବ ତେବେ ଏହା ହେବ ନାହିଁ ମଧ୍ୟ। ସେଇପାଇଁ ତ କୁହାଯାଏ ରଖେ ହରି ତ ମାରେ କିଏ।

କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରି ପାରିବ। କୌଣସି ଉପାୟରେ ବି ସେ ରକ୍ଷା କରିବା ପାଇଁ ଚାଲି ଆସିବେ। କେତେବେଳେ କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ କାହା ମାଧ୍ୟମରେ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। ସେହିପରି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଆଉ ଏହି ଘଟଣାର ଭିଡିଓ ମଧ୍ୟ ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଆପଣ ଏଭଳି ଘଟଣା ସମ୍ପର୍କରେ ନିହାତି ଆଗରୁ ମଧ୍ୟ ଆସିଥିବେ, ଯେଉଁ ଘଟଣାରେ ଆପଣ ଦେଖିବାକୁ ପାଇଥିବେ ଯେ କିଭଳି ଭାବରେ ଅଳ୍ପକେ ଜଣଙ୍କ ଜୀବନ ବହୁତ ବଡ଼ ବିପଦରୁ ରକ୍ଷା ପାଇ ଯାଇଥାଏ।

ଆମେ ଭାବିଥାଉ ଯେ ଭଗବାନ ଙ୍କ ଦୟାରୁ ଏହା ସମ୍ଭବ ହୋଇଥାଏ। ଆଉ ଏପରି ଘଟଣା ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରି ଦେଇଥାଏ।କିଛି ଏମିତି ଖବର ରହିଥାଏ ଯାହା ଆପଣଙ୍କୁ ଚକିତ କରିବା ଭଳି ଖବର ଅଟେ।ତେବେ ସେହିପରି ଆଜି ଆମେ ଆପଣଙ୍କୁ ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ ତାହା ମଧ୍ୟ ସମସ୍ତଙ୍କୁ ଚକିତ କରିବା ଭଳି ଖବର। ଦର୍ଷକବନ୍ଧୁ ଥରେ ଆପଣମାନେ ଭଲକରି ଦେଖନ୍ତୁ ଏହି ଭିଡିଓ ରେ ଥିବା ଦୃଶ୍ୟ ଆଉ ଭାବନ୍ତୁ କିପରି ଅଳ୍ପକେ ବର୍ତ୍ତି ଯାଇଥାଏ ଜଣଙ୍କର ଜୀବନ।

ଏହି ଘଟଣାଟି କେରଳର ବୋଲି ଜଣା ପଡ଼ିଥିବା ବେଳେ, ଏଠାରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ପ୍ରଥମ ମହଲାରେ ବାଲକୋନୀ ରେ ଛିଡ଼ା ହୋଇଥିବା ବେଳେ ହଠାତ୍ ସେ ହାଇ ମାରି ପଛକୁ ବଙ୍କେଇ ଯାଉଥିବା ସମୟରେ ସେ ପଛକୁ ଓଲଟି ପଡ଼ିଥିଲେ ଏବଂ ତଳକୁ ଗଳି ପଡୁଥିଲେ।ଆଉ ଏହି ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଥିବା ଆଉଜଣେ ବ୍ୟକ୍ତି ତାଙ୍କ ଗୋଡ଼କୁ ହଠାତ୍ ଧରି ପକାଉଛନ୍ତି ଏବଂ ଅନ୍ୟକୁ ଡାକୁଛନ୍ତି।

ତାପରେ ଜଣଙ୍କ ପରେ ଜଣେ ଆସି ଉକ୍ତ ପଡି ଯାଉଥିବା ବ୍ୟକ୍ତିଙ୍କୁ ଉପରକୁ ଟାଣି ଆଣିଥିଲେ ଏବଂ ତାଙ୍କୁ ଉପରକୁ ଉଠାଇ ତଳେ ତାଙ୍କୁ ବିଶ୍ରାମ କରାଇବା ପାଇଁ ଶୋଆଇ ଦେଇଥିବାର ଦେଖିବାକୁ ମିଳୁଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।